ଭିମିଲି ସହରରେ ଗୃରୁଦିବସ ପାଳନ

ଭାରତର ପ୍ରଥମ ମୁନିସିପାଲଟି ବିଶାଖାପାଟଣାଠାରେ ମାତ୍ର 30କିଲୋମିଟରରେ ଥିବା ଭିମିଲି ସହରରେ ଥିବା ଗୁରୁମାନଙ୍କୁ ସନମାନଦେବା ପାଇଁ ଗୃରୁଦିବସ ପାଳନ କରାଯାଇଛି