
ଢେଙ୍କାନାଳ (ସମୃଦ୍ଧ ଓଡିଶା) ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ମା ହରଚଣ୍ଡୀ ଯୁବକ ସଂଘ ତରଫରୁ ଗ୍ରାମବାସୀର ଶତାଧିକ ଯୁବକମାନଙ୍କ ସହିତ ଯୁବକ ସଂଘ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ କର୍ମୀ ଏକତ୍ରିତ ହୋଇ ସହିଦ ହୋଇ ଯାଇଥିବା ବୀର ଯବାନମାନକ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା ସହିତ ଶୋକ ସଭା ପାଳନ ହୋଇଯାଇଛି . ସମସ୍ତ ଲୋକମାନେ ଗ୍ରାମର ସମସ୍ତ ସାହିକୁ କ୍ୟାଣ୍ଡେଲ ଧରି ଗ୍ରାମ ପରିକ୍ରମା କରିଥିଲେ .
ରିପୋର୍ଟ : ଶୁଭମ କୁମାର ପାଣି