

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ କମିଟି ପକ୍ଷରୁ ବିଭିନ୍ନ ସାହିରେ ଭିନ୍ନ ଭିନ୍ନ ପ୍ରକାରର ରଥ ଅନୁଷ୍ଠିତ କରାଯାଇଛି । ଜଣାନ୍ତୁ କେଉଁ ସାହିରେ କେଉଁ ରଥ –
- ବିଛଣା ରଥ, ଵାଚୁ ବାରି ସାହି
- ମାଁ ଜ୍ଵାଳା ମୁଖୀ ରଥ, କାଳୁ ପାତ୍ର ସାହି
- ବୋଇତ ରଥ, ଚନ୍ଦ୍ରମା ସାହି
- ଶିବ ରୁଢ଼ା କାଳୀ ରଥ, ଷଣ୍ଢ ମହାନ୍ତି ସାହି
- ମାଁ ଜ୍ଵାଳା ରଥ, କେଦାରେଶ୍ୱର ମନ୍ଦିର ରୋଡ଼
- ପର୍ଶୁରାମ ରଥ, କଂସାରୀ ସାହି
- ବୀର ଲକ୍ଷ୍ଣଣ ରଥ, ବଡ଼ ବଜାର
- ଦୋଳି ରଥ, ସନ୍ତରଣି ସାହି
- ମାଁ ଧନଲକ୍ଷ୍ମୀ ରଥ, କୁମ୍ଭାର ସାହି
- କନକ ଦୂର୍ଗା ରଥ, ଆଗା ସାହି
- କାମଧେନୁ ରଥ, ବଡ଼ ରେଡିକା ସାହି
- ମାଁ ଶ୍ୟାମ କାଳୀ ରଥ, ବାଲୁଙ୍କେଶ୍ୱର ମନ୍ଦିର ଛକ
- ନାଗାର୍ଜ୍ଜୁନ ରଥ, ସୀତାରାମ ସାହି
- ରାମଚନ୍ଦ୍ର ରଥ, ଶଙ୍କର ପୁର ସାହି
- ନାରାୟଣ ରଥ, ମାର୍ଥା ପେଟା ସାହି
- ଶ୍ରୀ କୃଷ୍ଣ ରଥ, ଗୌଡ଼ ସାହି
- ମହାଦେବ ରଥ, ବାଲାଜୀ ପେଣ୍ଠ ସାହି














