

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୁଷୋତ୍ତମପୁର ଠାରେ ମା ପଞ୍ଚଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଯାତ୍ରାର ଶେଷ ଦିନ ଅବସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି । ଏହି ଅବସରରେ ବହୁ ଭକ୍ତ ଆସି ମା’ଙ୍କୁ ଦର୍ଶନ କରି ଅନ୍ନ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ସାମିଲ ହୋଇଥିଲେ ।
ରିପୋର୍ଟ : ତ୍ରିନାଥ ବେହେରା