

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ଠାରେ ଆସନ୍ତା ଅପ୍ରେଲ ତା-୨୩ରିଖରେ ଆରମ୍ଭ ହେବାକୁ ଥିବା ମା ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ନଗର ପରିକ୍ରମା କରି ବୁଗୁଡା ବଡ଼ ଦାଣ୍ଡ ଠାରେ ଶୁଭ ସ୍ତମ୍ବ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବୁଗୁଡା ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି, ବୁଗୁଡା ଠାକୁରାଣୀ ଯାତ୍ରାର କମିଟି ବୃନ୍ଦ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

