

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମା ବୁଢ଼ୀଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ସମାପ୍ତ ହୋଇଯାଇଛି । ମା ବୁଢୀଠାକୁରାଣୀଙ୍କ ଯାତ୍ରା ସମାପ୍ତି ପରେ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବ୍ରହ୍ମପୁର ନଗରର ସ୍ୱୟଂସେବକମାନେ ଠାକୁରାଣୀ ମନ୍ଦିର ଭିତରେ ପଡିରହିଥିବା ଅଳିଆ-ଆବର୍ଜନାଗୁଡିକୁ ବାହାରକରି ମନ୍ଦିର ସଫେଇ କାର୍ଯ୍ୟକ୍ରମ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂଘର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




