
ଢେଙ୍କାନାଳ (ସମୃଦ୍ଧ ଓଡିଶା) ମିଳିତ ଓଡିଶା ନିଶା ନିବାରଣ ଅଭିଯାନରେ ଓଡିଶା ତରଫରୁ ରାଲି କାର୍ଯ୍ୟରେ ଯୋଗଦେଇ ସରକାରଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଥିବା ଓ ଗିରଫ ହୋଇଥିବା କର୍ମୀମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସି ଦୃଢ ପ୍ରତିବାଦ ଜଣାଇଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର ଯୁବନେତା, ବରିଷ୍ଠ ନାଗରିକଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି