



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ କାର୍ଯ୍ୟକ୍ରମ ଆସନ୍ତା ତା ୧.୧୨.୦୧୮ ରିଖରେ ରହିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ଉକ୍ତ ଵୈଠକରେ ଵିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ଵିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ରାମ ପଣ୍ଡା, ବିଡିଏ ଅଧକ୍ଷ୍ୟ ଶ୍ରୀ ସୁବାଷ ମହାରଣା, ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ଅନିଲ ସାହୁ, ସଂଘମିତ୍ରା ଦଳେଇ, ମଞ୍ଜୁଳା ଦେବୀ, ପ୍ରମୋଦ ମହାରଣା, ରାସବିହାରି ଦାସ, ଟି.ଗୋପି, ସିବ ସାହାଣୀ, ଦୁର୍ଗପ୍ରଶାଦ ପଣ୍ଡା, ବନମାଳୀ ସେଠି, ମଳୟ ବିଶୋଇ, ବଦ୍ରି ନାୟକ, ଜାମୁଲା ଶଙ୍କର ନାରାୟଣ, ଉଧବ ବିଶୋଇ, ମୁନାଜେନାଙ୍କ ସମେତ ସମସ୍ତ ପୂର୍ବତନ କର୍ପୋରେଟର ଗଣ, ବିଜୁ ଯୁବ, ଛାତ୍ର, ମହିଳା ଓ ବିଜୁ ପରିବାରର ବହୁ ସଦସ୍ୟ ଯୋଗ ଦେଇଥିଲେ ଶେଷରେ ଶ୍ରୀ ଉମାନାୟକଙ୍କ ମାତା ରେଖା ନାୟକଙ୍କ ମୃତ୍ୟୁରେ ଶୋକ ସଭା କରାଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା





[email protected]