Bhubaneswar Top News ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ୬ ମାସ ବଢ଼ିଲା ଚାକିରୀ କାର୍ଯ୍ୟକାଳ ସମୃଦ୍ଧ ଓଡିଶା January 1, 2024 1 min read Share this:FacebookX ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସରକାର ଆଉ ୬ ମାସ ଚାକିରୀ କାର୍ଯ୍ୟକାଳ ବଢ଼ାଇଛନ୍ତି । ଡିସେମ୍ବର ୩୧ ତାରିଖରେ ଥିଲା ତାଙ୍କର ଅବସର ଗ୍ରହଣର ଶେଷ ତାରିଖ । କିନ୍ତୁ ସରକାର ତାଙ୍କ ଚାକିରୀ କାର୍ଯ୍ୟକାଳ ୬ ମାସ ବଢ଼ାଇଥିବାରୁ ଆଗାମୀ ଜୁନ ୩o ରେ ସେ ଅବସର ଗ୍ରହଣ କରିବେ । Like this:Like Loading... Continue Reading Previous: ରାଜ୍ୟର ବରିଷ୍ଟ ନେତା ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଲା ବିଜେଡିNext: ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ Related Stories 1 min read Bhubaneswar Top News ବିଧାନସଭା ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ସମୃଦ୍ଧ ଓଡିଶା January 23, 2025 1 min read Bhubaneswar Entertainment Top News କଟକରେ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ ସମୃଦ୍ଧ ଓଡିଶା January 23, 2025 1 min read Bhubaneswar Education Top News ଜାତୀୟସ୍ତରୀୟ କର୍ମଶାଳାର ତୃତୀୟ ଦିବସ : ଓଡ଼ିଶା ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ନେଇ ବିସ୍ତୃତ ଆଲୋଚନା ସମୃଦ୍ଧ ଓଡିଶା January 23, 2025