ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ଭାରତୀୟ ଜନତା ପାର୍ଟି ଦ୍ଵାରା ଭ୍ରଷ୍ଟାଚାର ଦୁର୍ନୀତି ଆପାରଗ ଓଡ଼ିଆ ସରକାର ବିରୁଦ୍ଧରେ ରଙ୍ଗେଇଲୁଣ୍ଡା ବ୍ଳକ ଘେରାଉ କରାଯାଇ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ରଙ୍ଗେଇଲୁଣ୍ଡା ଵିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଦୁର୍ନୀତି ଚରମସିମାରେ, ମରୁଡି ଭୟାବହ ସ୍ଥୀତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଵଳ ଦୁର୍ନୀତି ନୂତନ ଓଡିଶା ନାଁରେ ଲୋକପ୍ରତିନିଧି ମାନଙ୍କ ଅଧିକାର ହଡ଼ପ, ପିସି କାରବାର ସବୁକ୍ଷେତ୍ରରେ କାୟା ବିସ୍ତାର କରିଛି ସାମଗ୍ରିକ ପରିସ୍ଥିତି ଚିନ୍ତାଜନକ ଏ ସରକାର ଵଦଳିବା ଦରକାର । ଏହି ପ୍ରତିଵାଦ ସଭାରେ ଗୋପାଳପୁର ଵାଧାନସଭା କ୍ଷେତ୍ର ନେତା ଵିଭୂତିଭୂଷଣ ଯେନା ନେତୃତ୍ବରେ ହୋଇଥିଲା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଡ଼ ସୁବାଷ ସାହୁ , ଗଙ୍ଗାଧର ଶତପଥି , ଵିନୋଦଚନ୍ଦ୍ର ମିଶ୍ର , ରାଜେଶ ସାହୁ , ରଜତ ପଣ୍ଡିତ , ସନତ ନାୟକ , ସୁନିଳ ପାତ୍ର , ଡ଼. ପ୍ରଦିପ ପଟ୍ଟନାୟକ , ଏଲ ମୋହନଦାସ , ମହନ୍ତ ଚିନମୟ ମହାରାଜ , ପ୍ରଭାତ ଶଡଙ୍ଗି , ଯୁଜଷ୍ଟିର ନାୟକ , ଲକ୍ଷ୍ମୀ ନାୟକ , ସୁଜତା ନାୟକ ମୋନିକା ପ୍ରହରାଜ , ରତ୍ନଗର୍ଭା ସରସ୍ବତୀ ଶତପଥୀ , କେ ରଘୁନାଥ ପାତ୍ର, ସୋହନାଥ ପାତ୍ର , ବାଳକୃଷ୍ଣ ସାମନ୍ତରା , ଏସ ହରିଶ୍ଚନ୍ଦ୍ର, ଜଗମୋହନ ପାତ୍ର , ଜି କୁମା , ସୁସାନ୍ତ ଯେନା , ଏନ ଭାଗିରଥି ରେଡି , ଭଇରଵ ରଣା , କାଳିଆ ଵେହେରା , ବି ଗଣେଶ ପାତ୍ର , କୃଷ୍ଣଚନ୍ଦ୍ର ମହାରଣା , କେଦାର ମହାନ୍ତି , ପଞ୍ଚୁ ଵେହେରା , ଚଣ୍ଡୀ ଚରଣ ସାହୁ , ମିଟୁ ସାହୁ , କେଶଵ ପାତ୍ର , ଶିବ ନାୟକ ଟୁଟୁନ ପାତ୍ର , କେ ମୋହନ ରିଓ , ଗି ନାରାୟଣ , ହୃଷିକେଶ ଵେହେରା , ଅଜୟ ନାୟକ , ଜେ ନାରାୟଣ ରେଡି, ନରସିଂହ ସେଠି , ଇ ଦୁଶାସନ , ମାତାପ୍ରସାଦ ନାୟକ, ଜଗଦୀଶ ପ୍ରଧାନ , ଅଭୟ ଶତପଥୀ , ସନ୍ତୋସ ସାହୁ , ଜେ ଵିଶ୍ଵନାଥ , ଏ ଲୋକନାଥ , ଗୌର ସାହୁ , ତପନ ସାହୁ , ଡି କାମେୟ୍ୟା , ଦେବରାଜ ମହାନ୍ତି , ଝୁମୁରି ସୁହୁ , କିଶୋର ସାହୁ , ପବିତ୍ର ନାୟକ ନିଳାନ୍ଦ୍ରି ପ୍ରହରାଜ । ଵି ଡମ୍ଵରୁ ପାତ୍ର , ପିତାମ୍ଵର ନାୟକ , କବିରାଜ ଖୁଣ୍ଟିଆ ଗୋପିନାଥ ମହାରଣା ବି ରୁଦ୍ର , ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ପଟ୍ଟନାୟକ