

ରମ୍ଭା (ସମୃଦ୍ଧ ଓଡିଶା) ଆନ୍ତର୍ଜାତୀୟ ଯୋଗ ଦିବସରେ ରମ୍ଭା ପତଞ୍ଜଳି ଯୋଗ ଗୁରୁ ରବୀନ୍ଦ୍ର ବେହେରାଙ୍କ ଆନୁକୂଲ୍ୟରେ ମସ୍ଥ୍ୟଜୀବୀ ନେତା ଭୀମସେନ ବେହେରାଙ୍କ ସହଯୋଗରେ ସକାଳ ୬ଘଣ୍ଟ ସମୟରେ ଯୋଗ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହେଶ୍ୱର ବେହେରା, ରାମ ବେହେରା, ପୂର୍ଣଚନ୍ଦ୍ର ଦାସ, ଆନନ୍ଦ ନାୟକ, ଡାକ ସୁବୁଦ୍ଧି, ନରସିଂହ ସୁବୁଦ୍ଧି ବୁଦ୍ଧି, ସାଇରମ ସାହୁ ବିପିନ ଭୁକ୍ତାଙ୍କ ସହ ଉପସ୍ଥିତ ଥିବା ଅନ୍ୟାନ୍ୟ ସମସ୍ତ ବ୍ୟକ୍ତି ଯୋଗ ଗ୍ରହଣ କରିଥିଲେ । ପ୍ରଶିକ୍ଷକ ବଳରାମ ମନ୍ତ୍ରୀ ଓ ଅକ୍ଷୟ ପାତ୍ର ଯୋଗ ଶିଖାଇ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା