

ଭଞ୍ଜନଗର (ସମୃଦ୍ଧ ଓଡିଶା) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ଭାରତ ରତ୍ନ ୰ରାଜୀବ ଗାନ୍ଧୀଙ୍କ ୭୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଯୁବ କଂଗ୍ରେସ କମିଟି ପକ୍ଷରୁ ଭଞ୍ଜନଗର ନିକଟସ୍ଥ ତୁଳସୀପଲ୍ଲୀ ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାଯ୍ୟକର୍ମରେ ସନ୍ତୋଷ କୁମାର ପ୍ରଧାନ, ସୌମ୍ୟ ରଞ୍ଜନ ବେହେରା, ଚନ୍ଦନ କୁମାର ତ୍ରିପାଠୀ, ଦୁର୍ଗା ପ୍ରଶାଦ ତ୍ରିପାଠୀ, ଲୋକନାଥ ସେଠି, ଶଙ୍କର ଗୌଡ଼, ବିରଞ୍ଚି ନାରାୟଣ ମହାରଣା, ଚିନ୍ମୟ ମିଶ୍ର, ଆଶୁତୋଷ ପାଣିଗ୍ରାହୀ, ବିନାୟକ, ଜବାଲା ସାହୁ ଓ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।
ରିପୋର୍ଟ : ନିଲୁ ବିଷୋୟୀ
