ଶିକ୍ଷାନୁଷ୍ଠାନ ‘କିଟ’ ସଭାଗୃହରେ ଏଚ.ସି.ଏଲ ପକ୍ଷରୁ ଅନୁଷ୍ଠିତ ଶିବିରରେ ‘ଏସକର୍ଡ’ଚେୟାରମ୍ୟାନ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର (ସମୃଦ୍ଧଓଡିଶା) ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କିଟ ସଭାଗୃହରେ ଏଚସିଏଲ ଗ୍ରାଣ୍ଟ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ଶିକ୍ଷା ସିଂପୁଜିଅମ ଶିବିରରେ ‘ଏସକର୍ଡ’ଚେୟାରମ୍ୟାନ ଓଡିଶା ହାଇକୋର୍ଟ ଆଇନଜୀବୀ ପ୍ରସନ୍ନ କୁମାର ପଟ୍ଟନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣ ସେବା ଓ ତା’ର ନିରାକରଣ ଉପାୟ ସମ୍ପର୍କରେ ସୂଚନା ଦେଇଥିଲେ I ବିଶ୍ୱସ୍ତରୀୟ ସ୍ବେଚ୍ଛାସେବୀ ସଙ୍ଗଠନ ଏଚସିଏଲ ଫାଉଣ୍ଡେସନ ଆଜି ଏଠାରେ ଥିବା କୀଟ ସଭାଗୃହରେ ରାଜ୍ୟର ସ୍ବେଛାସେବୀ ସଙ୍ଗଠନ ମାନଙ୍କୁ ନେଇ ଏକ ଅର୍ଥନୈତିକ ଶିବିରର ଆୟୋଜନ କରିଥିଲା I ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସେବାସଂଗଠନ ଗୁଡିକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ I ନିମନ୍ତ୍ରଣ ରକ୍ଷାକରି ‘ଏସକର୍ଡ’ ପକ୍ଷରୁ ଏହାର ଚେୟାରମ୍ୟାନ ଓଡିଶା ହାଇକୋର୍ଟ ଆଇନଜୀବୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ସମେତ ଦୁଇ ସ୍ବେଚ୍ଛାସେବୀ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ I

Mr.Prasan Kumar Pattanaik the Chairman of ESCORD & Advocate, Orissa High Court attained the discussion on various points like Health, Education, Environment, Green atmosphere, irradiation of poverty in the state etc. he has raised his voice for better implementation of various projects need to be sufficient funds by the Government otherwise smooth management cannot be sought in Odisha State. This symposium was organised by HCL Tech.Grant in Auditorium No.5 of KIIT University , Bhubaneswar.