
ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ 2500କୋଟି ଟଙ୍କାର ଅମରାବତୀ ଉନୟନ ବଣ୍ଡ 2018 ର ଶୁଭାରମ୍ଭ କରି ମୁମ୍ବାଇରେ ଆଜିସକାଳେ ବମ୍ବେୟ ଷ୍ଟକ ଏକ୍ସଚେଞ୍ଜ ଏମ.ଡି. ଆଶିଷ ଚହୁଵାନ ସହ ଆଲୋଚନା କରି ଲିଷ୍ଟିଙ୍ଗ କରିଛନ୍ତି. ଏଥିରୁ ମିଳିବା ଅର୍ଥରେ ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ ଡେଭଲପେମେଣ୍ଟ ଅଥରିଟି ର ଆର୍ଥିକ ବ୍ୟବସ୍ଥା ସୁଧାରିବା ସହ ସାଧାରଣ ବର୍ଗର ଲୋକଙ୍କ ପାଇଁ ସହାୟକ ହେବ.