

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶା ବିଧାନସଭାରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଆଜି ଦାଖଲ କରି ଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବି ଜେ ପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ମଣ୍ତଳ ର ସଦସ୍ୟ ଗଣ ଓ ବିଧାୟକ ବୃନ୍ଦ ଉପସ୍ଥିତ ଅଛନ୍ତି ।