

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ପିପୁ୍ଲସ୍ କଲେଜ ପରିସରରେ ରାଜ୍ୟ ସ୍ତରୀୟ ବାଳକ କବାଡି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାର ଅନ୍ତିମ ଦିବସରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପ୍ରତିଯୋଗିତାରେ ପିପୁ୍ଲସ୍ କଲେଜର ଅଧ୍ୟକ୍ଷ,ଅଧ୍ୟାପକ,କଲେଜ କର୍ମଚାରୀ ତଥା ବହୁ ମାନ୍ୟଗଣ ବ୍ୟକ୍ତି ଓ ଖେଳାଳିମାନେ ଅଂଶ ଗ୍ରହଣ କାରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

