ଶେରଗଡ଼ (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଗଞ୍ଜେଇ ବେପାର ବୃଦ୍ଧି ପାଉଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଅପରାହ୍ନ ସମୟରେ ରପ୍ତାନି କରୁଥିବା ଦୁଇଟି ଗାଡ଼ିରେ ୫୨ ବସ୍ତାର ପ୍ରାୟ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ଶେରଗଡ଼ ପୋଲିସ ହାତରେ ଧରା ପଡିଛି ଓ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏନେଇ ଶେରଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।
ରିପୋର୍ଟ – ବିପ୍ଳବ ସେଠୀ