

ଶେରଗଡ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଶେରଗଡ ବ୍ଲକ ଗସ୍ତରେ ଆସି ଏଠାରେ ଚାଲିଥିବା ବିଭିନ୍ନ ଏମଜିଏନଆରଇଜିଏସ କାର୍ଯ୍ୟ ବୁଲି ଦେଖିଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ସହ ବିଡିଓ ସୁରଞ୍ଜନ ସାହୁ, ତହସିଲଦାର ଦୟାସିନ୍ଧୁ ପରିଡା ଓ ବ୍ଲକର ଯନ୍ତ୍ରୀଙ୍କ ସମେତ ବିଭିନ୍ନ ସଂପୃକ୍ତ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


