

ରମ୍ଭା (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶରୁ ସାନ ପେଟ ହୋଟେଲରେ କାମ କରୁଥିବା ଦିନମଜୁରିଆମାନେ ସାଇକେଲରେ ଫେରୁଥିବାର ରମ୍ଭା ବାଇପାସ ଗଛ ମୂଳରେ ଦେଖି ସମାଜସେବୀ ଭୀମସେନ ବେହେରା ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏଭଳି ସମାଜସେବୀଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା