

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ ହୋଇଛନ୍ତି । ଏହି ଖବର ଜଣାପଡିଲା ପରେ ସାନଖେମୁଣ୍ଡି ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରେ ଅଂଚଳର ଲୋକମାନେ ବିଜୟୀ ଉସ୍ଵବ ଧୁମଧାମରେ ପାଳନ କରିଛନ୍ତି । ଏହାସହ ମିଠା ମଧ୍ୟ ବଣ୍ଟନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା