
ପୋଲସରା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ସାମ୍ବାଦିକ ସନ୍ତୋଷ ପଣ୍ଡାଙ୍କ ଧର୍ମପତ୍ନୀ ସବିତା ପଣ୍ଡାଙ୍କ ୪୫ ବର୍ଷ ବୟସରେ ଗତ ରାତ୍ର ପ୍ରାୟ ୧୨ଟା ସମୟରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସବିତା ପଣ୍ଡା ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସ୍ୱର୍ଗତ ସବିତା ପଣ୍ଡାଙ୍କ ମାତ୍ର ୪୫ ବର୍ଷ ବୟସରେ ଅକାଳ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା