



ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତରେ ଗତ ୨୨ତାରିଖରୁ ଲକ ଡାଉନ ଜାରି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିବା ଦୀପ ଦାନକୁ ସାରା ଦେଶ ପାଳନ କରିଛି । କରୋନା ଭୂତରୁ ଉଦ୍ଦେଶ୍ୟରେ ଆଜି ରାତ୍ର ୯ରେ ୯ ମିନିଟ ଯାଏଁ ସମସ୍ତ ଲୋକ ଲାଇଟ ବନ୍ଦ କରି ଦୁଆର ମୁହଁରେ ମହମବତୀ କିମ୍ବା ଦୀପ ଜଳାଇ ପ୍ରାର୍ଥନା କରିବାକୁ ପ୍ରଧାନମନ୍ତ୍ରୀ ଯାହା ଡ଼ାକରାରେ ଦେଇଥିଲେ ତାହା ଆଜି ସତ ପ୍ରତିଶତ ପାଳନ ହୋଇଥିବା ଦେଖିବାକୁ ମିଳିଛି । ସାରା ଦେଶ ଦୀପାବଳୀ ଭଳି ଏହି ୯ ମିନିଟ ମୋଦିଙ୍କ ଆହ୍ୱାନକୁ ପାଳନ କରିଥିଲେ । ନିଜେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ସେହିଭଳି ଓଡ଼ିଶାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ସେମାନଙ୍କ ନିଜ ନିଜ ଘରର ଦ୍ୱାର ମୁହଁରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରି ଚନ୍ଦନ ମଧ୍ୟ ବିଜୟୱାଡା ରାଜଭବନରେ ସମସ୍ତ କର୍ମଚାରୀଙ୍କୁ ନେଇ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଏଥିରେ ଲେଡି ଗଭର୍ନର ଶ୍ରୀମତୀ ସୁପ୍ରଭା ହରିଚନ୍ଦନ ମଧ୍ୟ ସାମିଲ ହୋଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଉଭୟ ଗଭର୍ନର ରାଜ୍ୟବାସୀଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମସ୍ତେ ଏକତ୍ରିତ ହୋଇ ମହମବତୀ ଜାଳି କରୋନା ଭଳି ଭୁତାଣୁକୁ ପ୍ରତିହତ କରିବା ପାଇଁ ଆଜି ମାର୍ଚ୍ଚ ୫ ତାରିଖ ରବିବାର ଦିନ ରାତି ୯ଟା ବେଳେ ୯ ମିନିଟ ପ୍ରାର୍ଥନା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।ସେହିଭଳି ସାରା ଦେଶରେ ରାଜ୍ୟପାଳ, ଜିଲ୍ଲାପାଳ ଓ ସାଧାରଣ ଜନତା ମଧ୍ୟ ମହମବତୀ ଜାଳି କରୋନା ବିପକ୍ଷରେ ସ୍ଲୋଗାନ ଦେଇଥିବା ଜଣାପଡିଛି । ଠିକ ୯ଟା ବେଳେ ୯ ମିନିଟ ଯାଏଁ ସାରା ଦେଶ ବତୀ ଆଲୋକରେ ଆଲୋକିତ ହୋଇଯାଇଥିଲା । ଏକ ସ୍ୱରରେ ସହର ଠାରୁ ପଲ୍ଲୀ ଯାଏଁ ‘ଗୋ କରୋନା’ ସ୍ୱରରେ ପ୍ରକମ୍ପିତ ହୋଇ ଉଠିଥିଲା । ଆନ୍ଧ୍ରପ୍ରଦେଶ ଓ ଓଡିଶାରୁ ମିଳିଥିବା ଖବର ଅନୁଯାୟୀ ଉଭୟ ରାଜ୍ୟର ରାଜ୍ୟପାଳମାନେ ଦୀପ ପ୍ରଜ୍ଜ୍ଵଳନ କରି ‘ଗୋ କରୋନା’ ସ୍ଲୋଗାନ ଦେଇ ୯ ମିନିଟ ପ୍ରାର୍ଥନା କରିଥିଲେ । ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବରଗଡ଼, ବ୍ରହ୍ମପୁର, ଜୟପୁର, ରାୟଗଡା ଆଦି ସହର ସମେତ ଆନ୍ଧ୍ରପ୍ରଦେଶର ବିଜୟୱାଡା, ରାଜମହେନ୍ଦ୍ରୀ, ବିଶାଖାପାଟଣା, ପଲାସା, ଆଦି ସହର ଗୁଡିକ ଦୀପାବଳୀ ଭଳି ୯ ମିନିଟ ଆଲୋକ ମୟ ହୋଇଯାଇଥିବା ବେଳେ ‘କରୋନା ଭୁତାଣୁ ଫେରିଯା’ ସ୍ଲୋଗାନରେ ସହର ଗୁଡିକ ପ୍ରକମ୍ପିତ ହୋଇ ଉଠିଥିଲା । ତେବେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ପୁରା ଦେଶବାସୀ ଏକତ୍ରିତ ତଥା ସଂଘଟିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୯ ମିନିଟ ପାଇଁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଯେଉଁ ସଫଳତା ପ୍ରଦର୍ଶନ କଲେ ତାହା ଆଗାମୀ ଦିନ ପାଇଁ ନିଶ୍ଚିତ ସୁଫଳ ମିଳିବାର ଆଶା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ କରିଛନ୍ତି ।
ରିପୋର୍ଟ : ନୂଆଦିଲ୍ଲୀରୁ ସୁଧାଂଶୁ ଶେଖର, ବିଜୟୱାଡାରୁ ଏମବି ରମଣ ଓ ଓଡିଶା ଛତ୍ରପୁରରୁ ନିମାଇଁ ଚରଣ ପଣ୍ଡାଙ୍କ ରିପୋର୍ଟ


భారతీయుల దీక్ష, దక్షతలకు ప్రతిరూపంగా జ్యోతీప్రజ్వలన
ఆంధ్రప్రదేశ్ గవర్నర్ మాననీయ బిశ్వ భూషన్ హరిచందన్
ప్రధాని పిలుపుకు ప్రతి స్పందించిన ప్రతి ఒక్కరికీ ధన్యవాదాలు
కాంతి వెలుగులతో కరోనా చీకటికి ముగింపు తధ్యం
కరోనా మహమ్మారి నుండి భారతావనిని రక్షించుకునే క్రమంలో రాష్ట్ర ప్రజలంతా దీపాలు వెలిగించి తమలోని ఐక్యతను చాటటం ముదావహమని ఆంధ్రప్రదేశ్ గవర్నర్ మాననీయ బిశ్వ భూషణ్ హరిచందన్ అన్నారు. భౌతికంగా దూరంగా ఉన్నప్పటికీ మానసికంగా మనమంతా ఒక్కటేనన్న నినాదంతో చేపట్టిన ఈ కార్యక్రమం విజయవంతం కావటం మనలోని దీక్ష, దక్షతలను ప్రస్పుటింప చేస్తుందన్నారు. ప్రజలందరూ తమ తమ ఇళ్లల్లోని విద్యుత్ లైట్లన్నీ ఆపేసి, జ్యోతులు వెలిగించాలన్న ప్రధాని మోదీ పిలుపు మేరకు ఆదివారం రాత్రి 9 గంటల సమయంలో రాజ్ భవన్ లో గౌరవ గవర్నర్ దంపతులు బిశ్వ భూషన్ హరిచందన్, సుప్రవ హరిచందన్ స్వయంగా ఈ కార్యక్రమాన్ని చేపట్టారు. 9 నిమిషాల పాటు గవర్నర్ దంపతులు జ్యోతులను వెలిగించి కరోనా వ్యాప్తి నిరోధం పట్ల తమ అంకాంక్షను ప్రపంచానికి చాటారు. గవర్నర్ వారి కార్యదర్శి ముఖేష్ కుమార్ మీనాతో సహా అధికారులు, అనధికారులు, గవర్నర్ వారి వ్యక్తిగత రక్షణ సిబ్బంది ఇలా… అందుబాటులో ఉన్న ప్రతి ఒక్కరూ కార్యక్రమంలో పాల్గొని కారు చీకటిలో వెలుగును నింపారు.
ప్రత్యేకించి రాజ్ భవన్ సెక్యురిటీ సిబ్బంది తమదైన శైలిలో క్రమశిక్షణతో దీపాల వెలుగులు ప్రసరింపచేసారు. ఈ సందర్భంగా గవర్నర్ సందేశం ఇస్తూ ప్రతి ఒక్కరూ తమ ఇళ్లవద్దనే ఉండి ఇళ్లల్లోని విద్యుత్ దీపాలను ఆపేసి, జ్యోతులు వెలిగించి, తమ ధృఢ సంకల్పాన్ని వెల్లడించటం సహేతుకమైన పోరాటానికి నిదర్శనమన్నారు. జనతా స్ఫూర్తిని మరోమారు చాటుతూ, రాష్ట్ర ప్రజలు తమ విలువైన సమయంలో ఓ 9 నిమిషాలు దేశం కోసం కేటాయించటం అభినందనీయమన్నారు. చమురు దీపాలు, కొవ్వొత్తులు, టార్చ్ లైట్లు, సెల్ఫోన్ ఫ్లాష్ లైట్లు … ఇలా ఏదోక రూపంలో కాంతిని ప్రజ్వలింప చేసి కరోనా చీకటిని తరిమేద్దాం అన్న సంకల్పం ప్రదర్శించటం వల్ల భారతీయులు ఏదైనా సాధించగలరన్న విషయం ప్రపంచానికి చాటినట్లయ్యిందన్నారు. జారీ చేసిన వారు: గవర్నర్ కార్యదర్శి వారి కార్యాలయం, రాజ్ భవన్, విజయవాడ

