Sambalpur(ପଶ୍ଚିମାଞ୍ଚଳ ଖବର) ସିମୁଳିଆରେ ରାଣୀତାଲ କୃପାରୀ ରାସ୍ତାର ସମ୍ପ୍ରସାରଣର ଶିଳାନ୍ୟାସ… ସମୃଦ୍ଧ ଓଡିଶା February 9, 2019 1 min read Share this:FacebookX ସିମୁଳିଆ (ସମୃଦ୍ଧ ଓଡିଶା) ଆଜି ସିମୁଳିଆରେ ରାଣୀତାଲ କୃପାରୀ ରାସ୍ତାର ସମ୍ପ୍ରସାରଣର ଶିଳାନ୍ୟାସ ହୋଇଯାଇଛି । ଏହି ଶିଳାନ୍ୟାସ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା କରାଯାଇଛି । ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ । ରିପୋର୍ଟ : ସୁଶାନ୍ତ କୁମାର ନାୟକ Like this:Like Loading... Continue Reading Previous: ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ପାଶ୍ଚାତ୍ୟରେ ସଂସ୍କୃତ ଓ ସଂସ୍କୃତିକୁ ଆଦର ବେଳେ ଭାରତରେ ହତାଦର : ସଚେତନାତେ ଆବଶ୍ୟକ…Next: ଢେଙ୍କାନାଳ ଜିଲ୍ଲାର ଷ୍ଟେଟ୍ ବ୍ୟାଙ୍କ୍ ଆସୋସିଏନର ବୈଠକ… Related Stories 1 min read Education Sambalpur(ପଶ୍ଚିମାଞ୍ଚଳ ଖବର) ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ସମୃଦ୍ଧ ଓଡିଶା February 22, 2025 1 min read Bhubaneswar Important News Sambalpur(ପଶ୍ଚିମାଞ୍ଚଳ ଖବର) ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର : ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ମିଶି ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ସମୃଦ୍ଧ ଓଡିଶା February 21, 2025 1 min read Education Sambalpur(ପଶ୍ଚିମାଞ୍ଚଳ ଖବର) ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ସମୃଦ୍ଧ ଓଡିଶା February 21, 2025