

ବାଲେଶ୍ୱର (ସମୃଦ୍ଧ ଓଡିଶା) ଆଜି ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜର ଶହଶହ ସମର୍ଥନଙ୍କ ସହିତ ନିଜ ବାସ ଭବନରୁ ନିଜ ମା ଙ୍କ ଆଶୀର୍ବାଦ ନେଇ ବିରାଟ ଶୋଭାଯାତ୍ରାରେ ବାହାରି ମାର୍କୋଣା ବଜ଼ାର ଦେଇ ବାଲେଶ୍ୱରରେ ପହଞ୍ଚି ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ









