

ଯାଜପୁର (ସମୃଦ୍ଧ ଓଡିଶା) ଆଜି ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ରକ୍ଷାକରି ୩ୟ ଥର ପାଇଁ ପୁଣ୍ୟତୟା ବୈତରଣୀ ନଦୀ କୁଳରେ ଥିବା ଦଶ୍ୱାସମେଧ ଘାଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁର୍ଯ୍ୟାଲୋକ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଘାଟଟି ଆଗକୁ କିପରି ସ୍ୱଚ୍ଛ ରହିପାରିବ ଲୋକମାନଙ୍କୁ ବୁଝାଇବା ସହିତ ଘାଟରେ କାର୍ଯ୍ୟ କରୁଥିବା ପୁରୋହିତମାନଙ୍କୁ ଅବଗତ କରାଇଥିଲେ ।
ରିପୋର୍ଟ : ବାସବନ୍ଧୁ ଦାସ

