

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ ଅବସରରେ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ନବ ଗୁରୁ, ସନ୍ତୋଷ ମିଶ୍ର ଏବଂ ବିଜେପି ଯୁବମୋର୍ଚ୍ଚା ନଗରମଣ୍ଡଳର ସଭାପତି ସଂକଳ୍ପ ଦାସ, ଦେବୀ ପ୍ରସାଦ ବେହେରା, ବିଶ୍ୱଜିତ ବେହେରା, ଶିଵୁନ ପୃଷ୍ଠି, ଦୀପ୍ତିସି ଦଳେଇ, ବିଶାଳ ଦାସ, ଆସିଷ କୁମାର ଲେଙ୍କା, ସୁମିତ ବେହେରା, ଆୟୁଷ ନାୟକ, ସୁମେଶ କୁମାର ସାହୁ, ସୁରେଶ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।

