Bhubaneswar National Political News ସ୍ମୃତିରଂଜନ ଲେଙ୍କାଙ୍କୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ଦାୟିତ୍ୱ ସମୃଦ୍ଧ ଓଡିଶା June 15, 2023 1 min read Share this:FacebookX ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଅଖିଳ ଭାରତ ଯୁବ କଂଗ୍ରେସ (AIYC)ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ରୂପେ ନିଯୁକ୍ତ ହେଲେ ଡା ସ୍ମୃ୍ତିରଂଜନ ଲେଙ୍କା I ସେ ଏବେ ଆସାମ ଓ ମେଘାଳୟ ରାଜ୍ୟର ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ I ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ମଧ୍ୟ ଅଛନ୍ତି ଡା ସ୍ମୃତିରଂଜନ ଲେଙ୍କା I Like this:Like Loading... Continue Reading Previous: ପୁରୀ ବଡ଼ଦାଣ୍ଡରେ ଆଜି ଏକ ଅଘଟଣ : ଅପରେଟର ମୃତ୍ୟୁNext: ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଯୁକ୍ତ Related Stories 1 min read Bhubaneswar Top News ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ଏସଭିନିରତାର) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ସମୃଦ୍ଧ ଓଡିଶା February 22, 2025 1 min read Bhubaneswar Top News ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର : ୨୪ରୁ ୨୭ ଯାଏଁ ଚାଲିବ ଏହି ଉତ୍ସବ ସମୃଦ୍ଧ ଓଡିଶା February 22, 2025 1 min read Bhubaneswar Sports ୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ -୨୦୨୫ ଶୁଭାରମ୍ଭ ସମୃଦ୍ଧ ଓଡିଶା February 22, 2025