

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଠାରେ ସ୍ୱତନ୍ତ୍ର ମରାମତି ଅନୁଦାନର ବୁଗୁଡା-ପୋଲସରା ପୂର୍ତ୍ତ ରାସ୍ତା ଠାରୁ ଚିରିକିପଡା ଶାସନ-ସିଂହାସନୀ ପୀଠ ରାସ୍ତାର ଉନ୍ନତିକରଣର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭୂମି ପୂଜା କରି କାର୍ଯ୍ୟାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏସଡିଓ, ଜେଇ ଓ ବହୁ ମାନ୍ୟଗଣ ବ୍ୟକ୍ତି ଏବଂ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
