



ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୨୩ତାରିଖ ମଙ୍ଗଳ ବାର ଦିନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚଣ୍ଡି ପ୍ରସାଦ ବେହେରା ମୂଖ୍ୟ ଅତିଥି ଙ୍କ ପରିଚୟ ପ୍ରଦାନ କରିଥଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଦାରୁଭଦ୍ରl ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବିକାଶ କୁମାର ସେଠୀ ଯୋଗ ଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତି ବିଷୟରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ l ପରିଚାଳନା ସମିତି ର ଉପସଭାପତି ଶ୍ରୀଯୁକ୍ତ ଜଗଦୀଶ ଖାଡଙ୍ଗl ଉପସ୍ଥିତ ରହି ଶିଶୁ ମାନଙ୍କୁ ଆଶ୍ରିବଚନ ସହ ଧନ୍ୟବାଦ ଜ୍ଞାପନ କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁ ମା ପ୍ରମୁଖ ଦାହୋଯୋଗ କରିଥଲେ l
ରିପୋର୍ଟ୍ : ରଜତ ପଟ୍ଟନାୟକ