

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ରାତି ଠାରୁ ୟସ ବାତ୍ୟା ପ୍ରଭାବରୁ ଅବପାତ ରୂପ ନେଇଥିବା ପାଣିପାଗ ସୂଚନା ଦେଇଥିବା ସ୍ଥଳେ ସମଗ୍ର ଓଡିଶାରେ ଏଥିପାଇଁ ବର୍ଷା ଆରମ୍ଭ ହୋଇଯାଇଛି । ଢେଙ୍କାନାଲ ଜିଲ୍ଳାରେ ମଧ୍ୟ ଏହି ଅବପାତ ଯୋଗୁ ଗତକାଲି ରାତି ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳ ଠାରୁ ଅବପାତ ଉଗ୍ର ରୂପ ଧାରଣ କରିଥିବାରୁ ବର୍ଷାର ମାତ୍ର ବଢିଯାଇଛି । ଯାହାଦ୍ୱାରା ଆଜି ଲୋକମାନେ ବଜାରରୁ ଜିନିଷ ପତ୍ର କିଣାକିଣି ସମୟରେ ଭିଜି ଯାଇଥିବା ଦେଖିବାକୁ ମିଳିଛି ।