Bhubaneswar Crime ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ… ସମୃଦ୍ଧ ଓଡିଶା February 8, 2019 1 min read Share this:FacebookX ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସ୍ଥାନୀୟ ସାମନ୍ତରାପୁର ଛକରୁ ବ୍ରାଉନସୁଗର ଜବତ କରାଯାଇଛି । ଅବକାରୀ ଗୁଇନ୍ଦା ବିଭାଗ ଚଢଉ କରି ୧୨୮ ଗ୍ରାମର ଓଜନର ବ୍ରାଉନସୁଗର ଜବତ କରିଛି । ଏଥିସହ ଏହି ଘଟଣାରେ ଜଣକୁ ଗରଫ କରାଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ରିପୋର୍ଟ : ଆକାଶ ମିଶ୍ର Like this:Like Loading... Continue Reading Previous: ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “କୃମି ଦିବସ” ପାଳିତ…Next: ଛତ୍ରପୁର ପୋଲିସ ଥାନା ପକ୍ଷରୁ ୩୦ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନା କାର୍ଯ୍ୟକ୍ରମ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Bhubaneswar Top News ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ଏସଭିନିରତାର) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ସମୃଦ୍ଧ ଓଡିଶା February 22, 2025 1 min read Bhubaneswar Top News ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର : ୨୪ରୁ ୨୭ ଯାଏଁ ଚାଲିବ ଏହି ଉତ୍ସବ ସମୃଦ୍ଧ ଓଡିଶା February 22, 2025