

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଉ ଦୁଇ ଦିନ ପରେ ସାରା ଦେଶରେ ୭୨ ତମ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ଥିବା ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଦୋକାନ ବଜାରରେ ପତାକା ବିକ୍ରି କରିବାର ଆରମ୍ଭ ହୋଇସାରିଛି । ଏହି ଅବସରରେ ବିଭିନ୍ନ ପ୍ରକାରର ପତାକା ବିଭିନ୍ନ ଷ୍ଟାଇଲରେ ତିଆରି ହୋଇ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଶୁଭମ କୁମାର ପାଣି