
ଛତ୍ରପୁର (ସମୃଦ୍ଧ ଓଡିଶା) ୭୩ତମ ସାଧାରଣତନ୍ତ୍ର ଦିବସ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ନୀଳମାଧବ ଭୋଇ ଜାତୀୟ ପତାକା ଉତ୍ତୋଳ କରିଥିଲେ । ଏହି ଅବସରରେ ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ କୁମାର ପ୍ରଧାନ, ସେକ୍ସନ ଅଫିସ ପ୍ରଶାନ୍ତ ଶତପଥୀ, ଏସଡିପିଓ ଅନ୍ତର୍ଯ୍ୟାମୀ କହଁର, ମଦନ ବେହେରାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା