Author: ସମୃଦ୍ଧ ଓଡିଶା

ଆସନ୍ତା ୧୫ରୁ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ରାୟଗଡା (ସମୃଦ୍ଧ ଓଡ଼ିଶା) ଅଙ୍ଗନବାଡି କର୍ମୀଙ୍କ ୧୩ଦଫା ଦାବି ସମ୍ପର୍କରେ ବର୍ଷବର୍ଷ ଧରି ଅବଗତ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି ।

ତୃତୀୟ ଘର…  ଭାଗ – ୩  ଚିଠି

କାହାକୁ କହିବେ ? ପ୍ରତ୍ୟୁଷ ଏବେ କେଉଁଠି ଥିବେ? କେମିତି ଥିବେ ଭାବି କାନ୍ଦ କାନ୍ଦ ହୋଇଯାଉଥିଲେ ସେ। ତା’ପରେ ….    ଆସ୍ତେ ଆସ୍ତେ ଦିନ ସବୁ ଗଡିବାକୁ ଲାଗିଲେ,ଏ

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା…

ବରଗଡ଼ (ସମୃଦ୍ଧ ଓଡ଼ିଶା) ଉଦ୍‌ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜିଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର

ସିବିଆଇ ମୁଖ୍ୟ ପଦରୁ ବଦଳି ହେବାପରେ ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା..

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଭାରତୀୟ ପୁଲିସ୍‌ ସେବାରୁ ଇସ୍ତଫା ଦେଇଛନ୍ତି। ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ହାଇପାୱର ସିଲେକସନ୍ ପ୍ୟାନେଲ ସିବିଆଇ ମୁଖ୍ୟ

ସିବିଆଇ ମୁଖ୍ୟ ନଂ ୨ ରାକେଶ ଆସ୍ଥାନା ହୋଇପାରନ୍ତି ଗିରଫ !

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ସିବିଆଇ ମହାକଳି ପରେ ବାଧ୍ୟତାମୂଳକ ଛୁଟିରେ ଥିବା ସଂସ୍ଥାର ନଂ ୨ ରାକେଶ ଆସ୍ଥାନାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ସିବିଆଇ ପକ୍ଷରୁ ଲାଞ୍ଚ ନେଇଥିବା ଭଳି

ଆନ୍ଧ୍ର,ପଶ୍ଚିମବଙ୍ଗପରେ ଏବେ ଛତିଶଗଡ଼କୁ ସିବିଆଇ ମନା: ସେପଟେ ସିବିଆଇ ନିର୍ଦେଶକ ପଦରୁ ଇସ୍ତଫା ଦେଲେ ….

ରାୟପୁର(ସମୃଦ୍ଧ ଓଡିଶା )ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ପରେ ଏବେ କଂଗ୍ରେସ କ୍ଷମତାରେ ଥିବା ଛତିଶଗଡ଼ରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲାଗିଛି। କଂଗ୍ରେସ ଜିତିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା

ମହିଳା କଂଗ୍ରେସ ପ୍ରତିନିଧି ଦଳର ଅର୍ଜୁନଗୋଦା ଗସ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସାଂସଦ ସୁସ୍ମିତା ଦେବ, ଏଆଇସିସି

ଜଗନ୍ନାଥଙ୍କ ୩୨ ବେଶ ଉଦଘାଟିତ ଓ ପଶ୍ଚିମବାର୍ଡ ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ ପଂଚାୟତର ଭକ୍ତିକ୍ଷେତ୍ରଠାରେ ଅନୁଷ୍ଠିତ ହୋଇଥିବା ସୁବର୍ଣ୍ଣରେଖା ଗ୍ରାମୀଣ ମହୋତ୍ସବ ଗତ ୬ତାରିଖରେ ଉଦଘାଟନ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ତଥା

ଢେଙ୍କାନାଳରେ ବିନା ଟେଂଣ୍ଡରରେ ରେଳ ବିଭାଗର ଗଛ କଟା ଅଭିଯାନ ଅଭିଯୋଗ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ମୋଦିଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଢେଙ୍କାନାଳ ରେଲୱେ ତରଫରୁ ଅବମାନନା କରିବାର ଦେଖାଦେଇଛି । ଢେଙ୍କାନାଳ ମୁଖ୍ୟ ଷ୍ଟେସନ ପାଖରେ ଲାଗିଥିବା ବଡ଼ ବଡ଼

ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ବିଜେଡ଼ି ସରକାରର କାଳିଆ ଯୋଜନା ଏକ ମସୁଧା- କିଷାନ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷି କ୍ଷେତ୍ରରେ ଦୀର୍ଘସ୍ଥାୟୀ ବ୍ୟବସ୍ଥାର ଲକ୍ଷ୍ୟ ରଖି ଚାଷୀଙ୍କୁ ସାମୟିକ ଭାବରେ ଆଶ୍ୱସ୍ତି ଦେବା ପାଇଁ ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ କଂଗ୍ରେସ ସରକାର କୃଷିଋଣ

ପାରଳାଖେମୁଣ୍ଡିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଡ଼ଃ ସତପନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାରଳାଖେମୁଣ୍ଡିର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୌର ପରିଷଦର କନିଷ୍ଠ

ଢେଙ୍କାନାଳର ରେଳଧାରଣା ତଳେ ଏକ ସୁଡ଼ଙ୍ଗ ପୋଲ ନିର୍ମାଣ ପାଇଁ ରେଳ ବିଭାଗକୁ ଦାବିପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ରେଳଧାରଣା ତଳେ ଏକ ସୁଡ଼ଙ୍ଗ ପୋଲ ନିର୍ମାଣ ପାଇଁ ରେଳ ବିଭାଗକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଢେଙ୍କାନାଳର ସଞ୍ଜୟ ଜୀ କୃଷ୍ଣ ସେବା

ଜଳାଇବା ଜ୍ଞାନର ଆଲୋକ…

ସୂର୍ଯ୍ୟ ଯେପରି ରାତ୍ରିର ଅନ୍ଧକାର ଦୂର କରିବାକୁ ସମର୍ଥ ହୋଇଥାନ୍ତି ,ସେହିପରି ଶ୍ରେଷ୍ଠ ପ୍ରାଣୀ ରୂପରେ ପରିଗଣିତ ହେଉଥିବା ମଣିଷ ବିବେକ ଖଟାଇ କାମ କଲେ ସବୁଥିରେ ଜୟ ଲାଭ

ଭଗବତ ସ୍ୱାମୀ ଉନ୍ନତି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମର ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ମେଳା ଓ ବାର୍ଷିକ ଉତ୍ସବ

ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚଙ୍କ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାର ଖଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଗଲପୁର ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ ସମାରୋହରେ ସରପଞ୍ଚ କିଛି ନିରୀହ ଲୋକଙ୍କୁ ମାଡ଼

ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଯୋଗାଇଥିବା ହେତୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦିଜୀଙ୍କ ନେତୃତ୍ୱର୍ରେ ଆର୍ଥିକ ଅନଗ୍ରସରତା ଭିତିରେ ସାଧାରଣବର୍ଗର ଗରିବ ପରିବାରଙ୍କୁ ଶିକ୍ଷା ଏବଂ ସରକାରୀ ନିଯୁ୍କ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣର ଏହି

୮ ଦଫା ଦାବି ନେଇ ଆମ୍ବେଦକର ସମତା ପରିଷଦ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦ୍ୱିତୀୟ ଦିନରେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୃହହୀନଙ୍କୁ ଗୃହ, ଜମିପଟ୍ଟା, ଭୂମିହୀନଙ୍କୁ ଭୂମି, ଚାଷୀ-ଭାଗଚାଷୀ ତଥା ଶ୍ରମିକମାନଙ୍କୁ ଆଇନତଃ ଅଧିକାର ପ୍ରଦାନରେ ଅବହେଳାର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲିଠାରୁ ଆମ୍ବେଦକର ସମତା ପରିଷଦ

ବାତ୍ୟା କ୍ଷତିଗ୍ରସ୍ତ ପରିବାରକୁ କ୍ଷତି ପୂରଣ ଦାବୀରେ ବସ୍ତି ସୁରକ୍ଷା ମଞ୍ଚର ଗଣବିକ୍ଷୋଭ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପୁଣି ରାଜରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା, ତିତିଲି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଳମ୍ବ

ଦଳୀୟ ସଂପୃକ୍ତି ଥିବା ବ୍ୟକ୍ତି ତୁରନ୍ତ ଇସ୍ତଫା ଦିଅନ୍ତୁ:କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ ତାର ସାମ୍ବିଧାନିକ ଗୁରୁତ୍ୱ ଏବଂ ମହତ୍ୱ ହରାଇଛି । ରାଜ୍ୟର କାର୍ଯ୍ୟରତ ଅନେକ

ଡିଏମ୍ୟୁ ଟ୍ରେନ୍ ଅଭରହେଡ ଇକ୍ୟୁପେମେଣ୍ଟ ସମସ୍ୟା ପାଇଁ ରାସ୍ତାରେ ଅଟକିଲା ଦେଢଘଣ୍ଟାରୁ ଉର୍ଦ୍ଧ୍ୱ ସମୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନରୁ ଭଦ୍ରକ-ଖଡଗପୁର ପୁରୁଣା ଟ୍ରେନ୍ ଟି ଉକ୍ତ ରୁଟ୍ ରେ ଯାତାୟାତ କରିଆସୁଥିବା ବେଳେ ଏହାକୁ ପରିବର୍ତ୍ତନ କରି ରେଳ ବିଭାଗ ଗତ ଡିସେମ୍ବର ପହିଲାରୁ

ବ୍ରହ୍ମପୁର ସହରର ସାକ୍ଷୀ କିନ୍ନରଙ୍କ ନିରାଶ୍ରୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଓଡିଶା ପ୍ରବଳ ଶୀତରେ ଥରିବା ସହ ଶୀତର ମାତ୍ର ବଢୁଥିବା ଜଣାପଡୁଛି । ଶୀତର ପ୍ରକୋପରେ ବାସହୀନ ଗରିବ ଅସହାୟକ ଲୋକମାନେ ବହୁ ଅସୁବିଧାର

“ମା ମାଳିଝୋଳା ୟୁଥ ଆସୋସିଏସନ” ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା ଏନଏସି ବାଲିପିଣ୍ଡି ସାହି ମିନି ଷ୍ଟାଡିୟମ ଠାରେ “ମା ମାଳିଝୋଳା ୟୁଥ ଆସୋସିଏସନ” ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ

ପୋଟ୍ଟଲାମପୁର ପଞ୍ଚାୟତସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ…

ଛତ୍ରପୁର(ସମୃଦ୍ଧ ଓଡିଶା)ଆଗକୁ ସାଧାରଣ ନିର୍ବାଚନ ଯେତେ ନିକଟତର ହୋଇ ଆସୁଛି । ସେତିକ ସବୁ ରାଜନୈତିକ ଦଳ ର ଉଷ୍ମତା ବଢୁଛୁ । ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ

ସରପଞ୍ଚଙ୍କ ଦାଦାଗିରି:ବୟସ୍କ ବ୍ୟକ୍ତିଙ୍କୁ ମାଡ ମାରିଲେ ସରପଞ୍ଚ ବାବୁ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ବୟସ୍କ ବ୍ୟକ୍ତିଙ୍କୁ ଧକ୍କାମାରି ପକାଇ ଦେବା ପରେ ଗୋଇଠା ବିଧା ଲାଦି ଦେଇ ଗଲେ ସରପଂଚ ବାବୁ । ଏମିତି ଏକ ଅଭାବନୀୟ  ଘଟଣା ଗତ

ଢେଙ୍କାନାଳ ଆମ ଆଦମୀ ପାର୍ଟି ତରଫରୁ ବୁଥ ଲେବଲ ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଆମ ଆଦମୀ ପାର୍ଟି ତରଫରୁ ନାଗିଆପଶି ଗ୍ରାମ ପଞ୍ଚାୟତର ଗୁଣ୍ଠ ସାହି, ବିରାଡ଼ିଆ ସ୍ଥାନରେ ବୁଥ ଲେବଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି

ଆନ୍ଦୋଳନ ନାଟକ ନ କରି ସୁରକ୍ଷା ଭର୍ତ୍ତା ଓ ବୋନସ୍ ଦିଅ – ଅକ୍ଷୟ କୁମାର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ଦର ବୃଦ୍ଧି ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ୨୯୩୦ ଟଙ୍କା କରିବା ଓ ୨୦ ବର୍ଷ ବୟସରୁ ପ୍ରତ୍ୟେକ ଚାଷୀକୁ ମାସିକ ଟ. ୫,୦୦୦/-

୮ ଦଫା ଦାବି ନେଇ ଆମ୍ବେଦକର ସମତା ପରିଷଦ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ୮ ଦଫା ଦାବି ନେଇ ଆମ୍ବେଦକର ସମତା ପରିଷଦ ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଗଣଧାରଣାରେ

ଶିବ ସେନା ପକ୍ଷରୁ କୃଷକ ଓ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଓ ଶ୍ରମ କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) କୃଷକ ଓ ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ଶିବ ସେନା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଓ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶ୍ରମ କାର୍ଯ୍ୟାଳୟରେ