Author: ସମୃଦ୍ଧ ଓଡିଶା

ବାଲିପଦର ମହୋତ୍ସବ-୨୦୧୯ କୃଷ୍ଣସାର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡା଼ ବ୍ଲକ ଅନ୍ତର୍ଗତ ବାଲିପଦର ମହୋତ୍ସବ ପଡିଆଠାରେ କଳା ଓ ସଂସ୍କୃତିର ପର୍ବ, ବାଲିପଦର ମହୋତ୍ସବ-୨୦୧୯ କୃଷ୍ଣସାର ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ଅନ୍ତିମ

ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାରି ଟଙ୍କା ଲୁଟ୍…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଧାମଲିମା ଗ୍ରାମ ନିକଟସ୍ଥ ଘାଟିରେ ବୁଧବାର ସ୍ପନ୍ଦନା ଫାଇନାନ୍ସ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଛୁରା ମାରି ଟଙ୍କା

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ…

କାଶୀପୁର/ଟିକିରି (ସମୃଦ୍ଧ ଓଡିଶା) ଲାଞ୍ଚ ନେବା ଅଭିଯୋଗରେ ରାୟଗଡା ଜିଲା କାଶୀପୁର ବ୍ଲକ ଗୋରଖପୁର ରାଜସ୍ୱ ନିରୀକ୍ଷକ ପ୍ରଫୁଲ୍ଲକୁମାର ବାଉରୀ ବୁଧବାର ଭିଜିଲାନ୍ସ ଜାଲରେ ପଡିଛି । ଜମି ଦାଖଲ

ରେଳ ଧାରଣାରେ ଫାଟ ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡାରେ ପୁଣି ରେଳ ଧାରଣାରେ ଫାଟ ଦେଖିବାକୁ ମିଳିଛି । ସିଙ୍ଗାପୁର ରୋଡ୍ ରେଳ ଷ୍ଟେସନରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଛି । ସୁରକ୍ଷା

‘କୃଷକ ଅଧିକାର ସମାବେଶ’ଦିଲ୍ଲୀରେ ଓଡ଼ିଶାର ନେତାମାନେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ମହାସଚିବଙ୍କ କୃତଜ୍ଞତା ଜ୍ଞାପନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ୮ତାରିଖ ଦିନ ଦିଲ୍ଲୀରେ

କାଳିଆ ଯୋଜନା ଦରଖାସ୍ତ ଗ୍ରହଣ ୨୦ ତାରିଖ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି : ସମାଜବାଦୀ ପାର୍ଟି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାରେ ଲାଗିଛି । ସରକାରଙ୍କ ତାଗିଦ

ଟିଏମ୍‌ସି ସାଂସଦଙ୍କୁ ହାତେଇ ପଶ୍ଚିମବଙ୍ଗରେ ଅଭିଯାନ ଆରମ୍ଭ କଲା ବିଜେପି…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ବିଜେପି ଆଜି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ସୌମିତ୍ର ଖାନ୍‌ଙ୍କୁ ଦଳରେ ମିଶାଇଛି। ଶ୍ରୀ ଖାନ୍‌ଙ୍କ ଜରିଆରେ ବିଜେପି ପଶ୍ଚିମବଙ୍ଗରେ ନିଜର ଅଭିଯାନ ଆରମ୍ଭ

‘ଜନ ସମୃଦ୍ଧି ପାର୍ଟି’ରେ ମୁଖ୍ୟମନ୍ତ୍ରୀ ସନାତନ ମହାକୁଡ଼ !…

କେଉଁଝର (ସମୃଦ୍ଧ ଓଡିଶା ):ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ଟିକେ ଚର୍ଚ୍ଚା ଧରିଛି। କିଛି ମାସ ତଳେ ‘ଜନ ସମୃଦ୍ଧି ପାର୍ଟି’ ନାମରେ ନୂଆ ଦଳ ଗଢ଼ିଥିବା

‘ମୋଦି ହଟାଅ ଶ୍ରମିକ ବଞ୍ଚାଅ’ସ୍ଲୋଗାନରେ କମ୍ପି ଉଠିଲା ଗଞ୍ଜାମ ଜିଲ୍ଳା :ଶ୍ରମିକ ଆନ୍ଦୋଳନର ଦ୍ୱିତୀୟ ଦିନରେ ଭାରତ ବନ୍ଦ ସମ୍ପୂର୍ଣ ସଫଳ…

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ ମାରଣନୀତିର ପ୍ରତିବାଦ କରି ଜାତୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇଦିନିଆ ଧର୍ମଘଟ ଡ଼ାକରା ସଫଳ ହୋଇଥିବା ବେଳେ ଆଜି ଦ୍ୱିତୀୟ

କାଳିଆ ଉପରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ : ଠିକ କାର୍ଯ୍ୟକାରୀ ନ ହେଲେ ହେବ କାର୍ଯ୍ୟନୁଷ୍ଠାନ …

ଛତ୍ରପୁର (ସମୃଦ୍ଧ ଓଡିଶା) କାଳିଆ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ କହିଲେ ଠିକ ଭାବେ କାର୍ଯ୍ୟକାରୀ ନ ହେଲେ ହେବ କାର୍ଯ୍ୟନୁଷ୍ଠାନ। କାଳିଆକୁ ନେଇ ଗରିବ ଚାଷୀ, ଭାଗଚାଷୀ, ଭୁମିହୀନ କୃଷି

ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ନିଶାମୁକ୍ତ ଜିଲ୍ଳା କରିବାକୁ ଶପଥ ନେଇ ୨୧ରୁ ୩୦ ଯାଏଁ ଗଣଧାରଣର ନିଷ୍ପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ବ୍ରହ୍ମପୁର ଭି ଆଇ ପି କୋଲୋନୀ ସ୍ଥିତ ଗଞ୍ଜାମ ଜିଲ୍ଲାକାର୍ଯ୍ୟାଳୟରେ ମଙ୍ଗଳବାର

ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍‌ ଲୋକସଭାରେ ପାସ୍‌…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜି ଲୋକସଭାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉପରେ ସଂଶୋଧିତ ବିଲ୍‌ ପାସ୍‌ ହୋଇଛି । ବିଲ୍‌ରେ ଥିବା ଆର୍ଥିକ ପଛୁଆ ବର୍ଗଙ୍କ

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲେ ବିଜେଡି ସଭାପତି ନବୀନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା):ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ଆଜି ଦିଲ୍ଲୀରେ ଚାଷୀ ସମାବେଶ କରିଥିବା ବିଜେଡି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଛି।ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ

ଛତ୍ରପୁରରେ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ, ମୋଦି ହଟାଓ ଦେଶ ବଞ୍ଚାଅ ନାରାବାଜିରେ କମ୍ପିଲା ସହର …

ଛତ୍ରପୁର(ସମୃଦ୍ଧ ଓଡିଶା )ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଭାରତ ବନ୍ଦ ସଂପୂର୍ଣ୍ଣ ଭାବେ ସଫଳ ହୋଇଥିବା ଦେଖିବାକ ମିଳିଛି । ଆଜିଠୁ ଦୁଇ ଦିନ ଯାଏଁ କେନ୍ଦ୍ରୀୟ

ଚାଷୀଙ୍କ ନାଁରେ ଦିଲ୍ଲୀରେ ବିଜେଡ଼ିର ପିକ୍‍ ନିକ୍‍ ସମାବେଶ:ସମ୍ପାଦକଙ୍କ ନେତୃତ୍ୱରେ ଚାଷୀଙ୍କ ଦିଲ୍ଲୀ ଗସ୍ତ ….

ଭୁବନେଶ୍ୱର(ସମୃଦ୍ଧ ଓଡିଶା) ବିଜେପି ଓ ବିଜେଡ଼ି କେବଳ ଚାଷୀଙ୍କ ନାଁରେ ନାଟକବାଜୀ କରି ଚାଲିଛନ୍ତି । ୧୯ ବର୍ଷ ଶାସନ ପରେ ବିଜେଡ଼ିର ଚାଷୀଙ୍କ କଥା ମନେ ପଡ଼ିଛି ।ଚାଷ ଓ

ଢେଙ୍କାନାଳରେ ବ୍ୟାଙ୍କ ସମେତ ସ୍କୁଲ କଲେଜ ଓ ସମସ୍ତ ବେସରକାରୀ ଅନୁଷ୍ଠାନ ବନ୍ଦ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶ୍ରମିକ ମାରଣ ନୀତି ଯୋଗୁ ଆଜି ସାରା ଭାରତ ବର୍ଷରେ ଶ୍ରମିକ ସଂଗଠନ ତରଫରୁ ଦିଆଯାଇ ଥିବା ୨ ଦିନିଆ ଧର୍ମଘଟରେ ପ୍ରଥମ ଦିନ ଯଥା

ଢେଙ୍କାନାଳରେ ଭାରତ ବନ୍ଦର ପ୍ରଭାବ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତ ବନ୍ଦର ଆହ୍ୱାନ କ୍ରମେ ୧୧ଟି ଜାତୀୟ ଟ୍ରେଡ଼ ୟୁନିୟନର ଡ଼ାକରାରେ ଢେଙ୍କାନାଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖାଦେଇଛି । ଯାତ୍ରୀବାହୀ ଚଳାଚଳ କରୁଥିବା ସମ୍ପୂର୍ଣ୍ଣ

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ପୋଲିସ ପକ୍ଷରୁ ନିୟମ କାନୁନ ସଚେତନ କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ପକ୍ଷରୁ ଛତ୍ରପୁର ଥାନା ଅନ୍ତର୍ଗତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଏସପି ଅମରେଶ

ଛତ୍ରପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣି ଶିବିର…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା

ଗୋଲଡେନ ବାବାର ରାଜନୈତିକ ସମ୍ପୃକ୍ତିର ତଦନ୍ତ କରିବାକୁ ବିଜେପିର ଦାବି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ଠକେଇ, ଅପରାଧିକ ମାମଲା ତଥା ଆୟ ବର୍ହିଭୁତ ସମ୍ପତି ମାମଲାରେ ଧରା ପଡିଥିବା ଗୋଲଡେନ ବାବାର ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ତଥା ମେୟରଙ୍କ ସହ

ଧାନ ମଣ୍ଡି ଖୋଲିବା ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ପୁଣି ସ୍ମାରକ ପତ୍ର ଓ ଗଣଧାରଣା …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନାଗିଆପଶି ଗ୍ରାମର ଚାଷୀମାନେ ଧାନ ମଣ୍ଡି ପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଗ୍ରାମରେ ଏକ ମଣ୍ଡି ପାଇଁ ଦୀର୍ଘ ୨ମାସ ହେବ ଦାବି କରିଆସୁଛନ୍ତି ।

ପିପିଲି ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲା କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହୋଇଥିବା କ୍ରାଇମ୍ ବ୍ରାଞ୍ଚ ତଦନ୍ତରେ ହେର୍ ଫେର୍ ହୋଇଛି । ଏହି ଘଟଣା ଉପରେ ହୋଇଥିବା ଜଷ୍ଟିସ୍ ପିକେ

ଓଡ଼ିଶାରେ ହରତାଳ ପାଇଁ ଅଲ୍ ଇଣ୍ଡିଆ କିଷାନ୍ ସଭାର ଆହ୍ୱାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଙ୍ଗଳବାର ଓ ବୁଧବାର ଆହୂତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ମାନଙ୍କର ସାଧାରଣ ଧର୍ମଘଟକୁ ୧୧ଟି ସଙ୍ଗଠନ ତରଫରୁ ସମର୍ଥନ ଜ୍ଞାପନ କରାଯାଇଛି । ଏହା ସହିତ କୃଷକମାନଙ୍କ

ଅଙ୍ଗନୱାଡି ମହିଳା କର୍ମଚାରୀ ସଂଘର ବିକ୍ଷୋଭ ଓ ଗଣଧାରଣା ତଥାପି ସରକାର ଘୋର ନିଦ୍ରାରେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଗଞ୍ଜାମ ଜିଲ୍ଲା ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସ ସଂଘ ୧୩ ଦଫା ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ଦେଶ ପ୍ରଭାବିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବିନେଇ ଆଜି ଆଠଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ଆହ୍ୱାନରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ସମଗ୍ର ଦେଶକୁ ପ୍ରଭାବିତ କରିଛି ।

ମହୁରୀ କାଳୁଆରେ ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମର ବନ୍ଧୁମିଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମର ନୂତନ ବର୍ଷ ଉପଲକ୍ଷେ ବନ୍ଧୁମିଳନ ମା’ ମହୁରୀ କାଳୁଆ ଠାରେ ଅନୁଷ୍ଠିତ ହୋଇଥିଲା । ଏ

ଚାଷୀଙ୍କ ନାଁରେ ବିଜେଡ଼ିର ଦିଲ୍ଲୀରେ ଆନ୍ଦୋଳନ ପ୍ରହସନ: ନିରଞ୍ଜନ ପଟ୍ଟନାୟକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଯେଉଁ

ଏଏସଓ ପରୀକ୍ଷା ତାରିଖ ପରିବର୍ତ୍ତନ ଦାବିରେ ଯୁବମୋର୍ଚ୍ଚା ପକ୍ଷରୁ ଓପିଏସସି କାର୍ଯ୍ୟାଳୟ ଘେରାଉ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଗାମୀ ୨୦ ତାରିଖରେ ହେବାକୁ ଥିବା ଏ.ଏସ.ଓ ପରୀକ୍ଷା ତାରିଖକୁ ଘୁଞ୍ଚାଇବା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଦାବି କରିଆସୁଛନ୍ତି । ଏହା

କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକର ୪୮ ଘଣ୍ଟିଆ ଧର୍ମଘଟ – ସମର୍ଥନ କରିବେ ବିଜେଡି, କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଦୁଇ ଦିନିଆ ଧର୍ମଘଟ ପାଳନ