Author: ସମୃଦ୍ଧ ଓଡିଶା

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଆନ୍ତଃରାଷ୍ଟ୍ରୀୟ ଯୁବ ଛାତ୍ର ସମ୍ମିଳନୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ଛାତ୍ର ଓ ଯୁବ ସଂଗଠନ  (World Organisation of Students and Youth)  ଭାରତରେ ଅବସ୍ଥାପିତ ଏକ ଅନ୍ତରାଷ୍ଟ୍ରୀୟ ଛାତ୍ର ଓ ଯୁବ ସଂଗଠନ, ଯାହାକି ବୈଶ୍ୱିକ

‘ଜବାବ୍ ମାଗୁଛି ଓଡ଼ିଶା’ ରଥର ଶୁଭାରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରୁ ଜବାବ୍ ମାଗୁଛି ଓଡ଼ିଶା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି

ବିଜେପିର ଜନପରାମର୍ଶ ପଦଯାତ୍ରା…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଜଗନ୍ନାଥପ୍ରସାଦ ଠାରେ ବିଜେପିର ଜନପରାମର୍ଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନପରାମର୍ଶ ଯାତ୍ରାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,

ରାଶିଫଳ

ମେଷ: ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିପାରନ୍ତି। ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଅଧିକ ପରିଶ୍ରମ କରିବେ। ବୃଷ: ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ମନ ଖୁସି ରହିବ। ବ୍ୟବସାୟରେ

ରାଶିଫଳ…

ମେଷମନର ସରସତା ଉଭେଇ ଯାଇପାରେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ତଥାପି ଗୃହ ସମସ୍ୟା, ଗାଡିମୋଟର

ରାୟଗଡା ଷ୍ଟେସନରୁ ଗଞ୍ଜେଇ ଜବତ:୧ଗିରଫ

ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡା ରେଳ ଷ୍ଟେସନରୁ ୧୯ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ଗଞ୍ଜେଇ ଚାଲାଣକାରୀ ପ୍ରଶାନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା

ଜାତୀୟ ବଲ୍ ବ୍ୟାଡ଼ମିଂଟନ୍ ଚମ୍ପିୟନସିପ୍ ରେ କୁସୁମୀ ଆଦର୍ଶ ବିଦ୍ୟାଳୟର ୧୧ ଖେଳାଳୀ…

ବ୍ରହ୍ମପୁର (ସମୃଦ୍ଧଓଡିଶା) ଆନ୍ଧ୍ର ପ୍ରଦେଶର ନେଲୋର୍ ଠାରେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏସଜିଏଫଆଇ ଜାତୀୟ ସ୍ତରୀୟ ବଲ୍ ବ୍ୟାଡ଼ମିଂଟନ ଚମ୍ପିୟନସିପରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା

ହିଞ୍ଜିଳିକାଟୁରେ ଇଭିଏମ୍-ଭିଭିପାଟ ସଚେତନତା ରଥର ଶୁଭାରମ୍ଭ…

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଜାତୀୟ ନିର୍ବାଚନ କମିଶନଙ୍କ ନିଷ୍ପତି ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଦେଶର ସବୁ ମତଦାନ କେନ୍ଦ୍ରରେ  ଇଭିଏମ୍ ମେସିନ୍ ସହ ପ୍ରଥମଥର ପାଇଁ ଭିଭିପ୍ୟାଟ୍ ର ବ୍ୟବହାର କରାଯିବ ।

ଯୁବ ବିକାଶ ମଞ୍ଚର ପ୍ରଥମ ସମାବେଶ:ଏକଜୁଟ ହୋଇ ସାମାଜିକ କାର୍ଯ୍ୟରେ ନିୟୋଜିତ ହେବାକୁ ସଂକଳ୍ପ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଆଉ ଅଳ୍ପ କେତେ ଦିନ ବାକି ରହିଛି । ତେବେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳଗୁଡିକ ଭୋଟ ହାତେଇବାକୁ ବିଭିନ୍ନ ଦଳୀୟ ପ୍ରତିଶ୍ରୁତି

ଜଳେଶ୍ୱର ବିଡିଓ ବାଣ୍ଟିଲେ ଭିନ୍ନକ୍ଷମଙ୍କୁ ତିନିଚକିଆ ଯାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଇ ଆସୁଥିବା ବେଳେ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ପଣ୍ଡା ୨ ଜଣ ଭିନ୍ନକ୍ଷମକୁ ଟ୍ରାଇସାଇକେଲ ବଣ୍ଟନ କରିଛନ୍ତି ।

ମନ ମୋହୁଛି ତୋଷାଳୀ, ବିଭିନ୍ନ ଜିନିଷ କିଣିବା ପାଇଁ ଲାଗୁଛି ଲୋକଙ୍କ ଗହଳି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୧୩ତମ ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା । ଜନତା ମାଇଦାନରେ ୬ଦିନ ଧରି ଚାଲିଛି ଏହି ମେଳା । ବିଭିନ୍ନ ପ୍ରକାରର ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ

ଢେଙ୍କାନାଳରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ତରଫରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ

୪୩ତମ ଗଞ୍ଜ।ମ ଜିଲ୍ଲା ସିନିୟର ବଡ଼ିବିଲଡିଙ୍ଗ ଚାମ୍ପିୟନସିପି ପ୍ରତିଯୋଗିତା ଅନୁଷ୍ଠିତ…

ଆସିକା (ସମୃଦ୍ଧ ଓଡିଶା) ଆସିକା ଟ।ଉନ ହଲ ପରିସରରେ ୪୩ତମ ଗଞ୍ଜ।ମ ଜିଲ୍ଲା ସିନିୟର ବଡିବିଲଡିଙ୍ଗ ଚମ୍ପିୟନସିପି ଗଞ୍ଜ।ମ-ଶ୍ରୀ ୨୦୧୮-୧୯ ପ୍ରତିଯେ।ଗିତା ଅନୁଷ୍ଠିତ ହୋଇଯାଇଛି । ପ୍ର।ଣକୃଷ୍ଣ ସ।ହୁ ଗଞ୍ଜ।ମ

ଛତ୍ରପୁର ଓକିଲ ସଂଘର ସମସ୍ତ ମୋକଦ୍ଦମା ଛତ୍ରପୁର କୋର୍ଟ ପରିସର ଭୁକ୍ତ କରିବା ଦାବି ନେଇ ଆଜିଠୁ ଆରମ୍ଭ ହୋଇଛି ଧାରଣା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଓକିଲ ସଂଘର ଜରୁରୀ ବୈଠକ ଗତ ଶନିବାର ଦିନ ସ୍ଥାନୀୟ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ସଭାପତି କେ.

ବିଭିନ୍ନ ପଞ୍ଚାୟତର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ…

ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ନିମନ୍ତେ ଲାଞ୍ଜିପଲ୍ଲୀ ଗାଇଗୋଠ ପଡିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ଅନ୍ତର୍ଜାତୀୟ ପାରିବାରିକ ଶୌଣ୍ଡିକ ସମାଜ ବନ୍ଧୁ ମିଳନ ମହୋତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ମହାନଗର ଶୌଣ୍ଡିକ ସମାଜ ଗଞ୍ଜାମ ଜିଲ୍ଲା ଶୌଣ୍ଡିକ ସମାଜ ଓ ନିଖିଳ ଉତ୍କଳ ଶୌଣ୍ଡିକ ସମାଜ ଅନୁକୁଲ୍ୟରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ

କୃଷି ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଯଥେଷ୍ଟ ନୁହଁ, ଘଟଣାର ସାନି ତଦନ୍ତ କରାଯାଉ:କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପିଲି ଗଣଦୁର୍ଷ୍କମ ମାମଲାରେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତପା ପ୍ରଦାନ କରିବା ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିଯା ଆସିଛି । ଦଳ ପକ୍ଷରୁ

ରାଜ୍ୟ ସରକାର ନିରବରେ ବସି ରହି ନିଜ ଦାୟୀତ୍ୱରୁ ଖସିବାର ପ୍ରୟାସ କରୁଛନ୍ତି : କନକ ବର୍ଦ୍ଧନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖ ଦିନ ଦିନିକିଆ ଗସ୍ତରେ ବଲାଙ୍ଗୀର ଆସୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସରକାରୀ

ପିପିଲିର ଗଣଦୁଷ୍କର୍ମ ପୀଡିତା ବେବିନାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବଳାତ୍କାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ ଘଟଣାର ସିବିଆଇ ତଦନ୍ତ ଓ ପରିବାରକୁ

କାଳିଆ ସଚେତନତା ରଥ ଉଦଘାଟନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ସରକାରଙ୍କ କାଳଆ ଯୋଜନା ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବ । କୃଷି କ୍ଷେତ୍ରରେ ସର୍ବଦା ଆର୍ଥିକ ସମସ୍ୟା ଭୋଗି ଆସୁଥିବା ବେଳେ ବିଭିନ୍ନ ବର୍ଗର ଚାଷୀ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ସଂକେଶ ଠାରେ ସଡ଼କ ଦୁର୍ଘଟଣା ୩୨୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ କୁଡ଼ିଆ ଘର ଉପରେ ମାଡ଼ିଯିବା ଯୋଗୁଁ ୨ ଜଣଙ୍କ

ଆନ୍ଧ୍ର-ଓଡ଼ିଶା ସୀମାରେ ହାତୀ ପଲର ତାଣ୍ଡବଲୀଳା…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲାରେ ଦେଖାଦେଇଛି ହାତୀ ପଲ । ଆନ୍ଧ୍ର-ଓଡିଶା ସୀମାନ୍ତ ଗ୍ରାମରେ ଏହି ହାତୀ ପଲ ଵୁଲୁଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟର କୁନେରୁ ଗ୍ରାମରେ ଏହି

ଆଜି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ନବିନ ନିବାସ ଓ ସଚିବାଳୟ ଘେରାଉ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ମଣ୍ଡି ସମସ୍ୟା ଏବଂ କାଳିଆ ଯୋଜନା ପ୍ରତିବାଦରେ ମଙ୍ଗଳବାର ଦିନ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଓ ସଚିବାଳୟ ଘେରାଉ କରାଯିବ

ମହାରଥୀଙ୍କ ଇସ୍ତଫା ପରେ ଏହି ଦୁଇ ମନ୍ତ୍ରୀଙ୍କୁ ମିଳିଲା ପଞ୍ଚାୟତିରାଜ ଓ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟରେ ଥିବା ଦୁଇ ବିଭାଗର ଆବଣ୍ଟନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶିଭୁଷଣ

ବ୍ରହ୍ମପୁରରେ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରକ ଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ଡାଇମଣ୍ଡ ଜୁବଲି ଟାଉନ ହଲ ଠାରେ ୫ ତାରିଖ ଏବଂ ୬ ତାରିଖ ଦୁଇ ଦିନ ଧରି ଜିଲ୍ଲା

ଢେଙ୍କାନାଳରେ ମହାବୀର ବଜାର କ୍ରିକେଟ ଟିମ ଚମ୍ପିୟାନ ହୋଇ ପୁରସ୍କୃତ ହେଲେ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାବୀର ବଜାର କ୍ରିକେଟ ଦଳ ଅନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଦୀର୍ଘ ୧୦ ଦିନ ବ୍ୟାପି ମେଘା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

ଢେଙ୍କାନାଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ନିହଳ ପ୍ରସାଦ ସରପଞ୍ଚ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ପ୍ରିମିୟାର ଲିଗର ଫାଇନାଲ ମ୍ୟାଚରେ ମୁର୍ଦୁଙ୍ଗା ଦେଓଗାଁକୁ ପରାସ୍ତ କରି ବିଜେୟୀ ହୋଇଥିଲା । ଦେଓଗାଁ ପ୍ରଥମେ ଟଚ ଜିତି ପ୍ରଥମେ ବ୍ୟାଟିଂ କରିବାର

କ୍ରୀଡ଼ାବିତ୍‌ ନାରାୟଣ ସାହୁଙ୍କ ମାତୃ ବିୟୋଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଜଣାଣୁଣା କ୍ରୀଡ଼ାବିତ୍‌ ତଥା ରାଜ୍ୟ ଭାରୋତ୍ତୋଳନ ସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁଙ୍କ ମାତା ସାଧବାଣୀ ସାହୁଙ୍କ ୯୩ ବର୍ଷ ବୟସରେ ଗତ ୩