Author: ସମୃଦ୍ଧ ଓଡିଶା

ଓଡ଼ିଶାରେ ଅଘୋଷିତ ଜରୁରୀକଳୀନ ପରିସ୍ଥିତି ପରି ଲାଗୁଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବେବିନା ଗଣବଳାକ୍ରାରର ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହେବା ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ମାତ୍ରାଧିକ ବଳ ପ୍ରୟୋଗ ନିନ୍ଦନୀୟ ବୋଲି

ଜିଲ୍ଲାର ସମସ୍ତ ପୋଲିସ ଅଫିସର ଗଞ୍ଜାମ ଏସପିଙ୍କୁ ଜଣାଇଲେ ନୂଆ ବର୍ଷର ଅଭିନନ୍ଦନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସମସ୍ତ ପୋଲିସ ଅଫିସର ନୂଆ ବର୍ଷରେ ଗଞ୍ଜାମ ପୋଲିସ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କୁ ଶୁଭ ଅଭିନନ୍ଦନ ଜଣାଇ ଆଶୀର୍ବାଦ ନେଇଛନ୍ତି ।

ଗଞ୍ଜାମ ଭାରତ ସ୍କାଉଟସ୍ ଓ ଗାଇଡସ ସୁପର ଚମ୍ପିୟାନ ହାସଲ କରିଥିବା ଟିମକୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଭାରତ ସ୍କାଉଟସ ଓ ଗାଇଡସ୍ ୧୭ତମ ରାଜ୍ୟ ସ୍କାଉଟଗାଇଡ଼୍ ଜାମ୍ବୋରେଟରେ ସୁପର ଚମ୍ପିଆନ ସିଲଡ଼୍ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ

ବିପର୍ଯ୍ୟସ୍ତ ପରିମଳ ଯୋଗୁଁ ହୋଟେଲ ଉପରେ ବିଏମସିର ଚଢ଼ାଉ:୧୦ହଜାର ଜରିମାନା ଆଦାୟ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂଆ ବର୍ଷ ପାଇଁ ଖୁସି ମନଉ ଥିବା ବେଳେ ବ୍ରହ୍ମପୁର ପୌରପରିଷଦ ପକ୍ଷରୁ ଏକ ହୋଟେଲ ଉପରେ ଚଢ଼ାଉ କରାଯାଇଛି । ବିପର୍ଯ୍ୟସ୍ତ ପରିମଳ ପାଇଁ

ମୁଖ୍ୟମନ୍ତ୍ରୀ ଶାସନ ଛାଡି ଚୁଡି ପିନ୍ଧି ଘରେ ବସନ୍ତୁ : ପ୍ରଭାତି ପରିଡା

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଓ ଏସଂକ୍ରାନ୍ତରେ କୋର୍ଟ ଦେଇଥିବା ରାୟ ଉପରେ କୃଷିମନ୍ତ୍ରୀ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ବହିଷ୍କାର

ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଉଭୟ ଚାଷୀ ବିରୋଧୀ : ସି.ପି.ଆଇ.(ଏମ୍)…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ନୀତି ଯୋଗୁଁ ଚାଷୀ ଓ ଚାଷ ବିପଦରେ । ସରକାରୀ ନୀତି ଯୋଗୁଁ ଚାଷୀ ଆମହତ୍ୟା କରୁଛି ଓ ଚାଷୀ ପରିବାର ସର୍ବସ୍ୱାନ୍ତ ହେଉଛି

ସରକାରୀ ଡାଏରୀରେ ଭୁଲ୍ ତଥ୍ୟ ଅଭିଯୋଗ , ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ – ରାଜ୍ୟବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ:ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ଡାଏରୀରେ ବିଭ୍ରାନ୍ତିମୂଳକ ଥିବା ତଥ୍ୟ ରହିଥିବାରୁ ତାହାକୁ ପ୍ରତ୍ୟାହାର କରିନେବା ଦାବି କରି ମଙ୍ଗଳବାର ଭୁବନେଶ୍ୱର ସୂଚନା ଭବନ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ

ବନ୍ଧୁମାନଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ମୋର ଏକ ନୂତନ ଗଳ୍ପ: ତୃତୀୟ ଘର …

କନଫରେନସ ରୁମରୁ କଞ୍ଚା ଦି ଅକ୍ଷରି ଇଂରାଜୀ ଗାଳି ଗୁଡିକ କ୍ଲାଏଣ୍ଟ ପାଖରୁ ଦି ଘଣ୍ଟା କାଳ ଶୁଣି, ବାହାରକୁ ବାହାରି ଆସିଲା ବେଳକୁ ସିଇଓ ଡାକି କହିଲେ,”ମିଶ୍ର ବାବୁ,

ଭଞ୍ଜ ମଣ୍ଡପରେ ନବବର୍ଷ ସ୍ୱାଗତ ସାହିତ୍ୟ ସଭା…

ବ୍ରହ୍ମପୁର(ସମୃଦ୍ଧ ଓଡିଶା )ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର” ପରିଚାଳିତ ‘ସାହିତ୍ୟ ସନ୍ଧ୍ୟା’ ତରଫରୁ ଇଂରାଜୀ ନବବର୍ଷ ୨୦୧୯କୁ ସ୍ୱାଗତ ଉପଲକ୍ଷେ ଏକ ସାହିତ୍ୟ ସଭା

ଜଳେଶ୍ୱର ସୀମାନ୍ତ ମହୋତ୍ସବ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆବଜାର ଠାରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ସୀମାନ୍ତ ମହୋତ୍ସବ ଗତ ସୋମବାର ଦିନ ଉଦଯାପିତ ହୋଇଯାଇଛି । କମିଟିର କାର୍ଯ୍ୟକାରୀ

ଛତ୍ରପୁର ୨୦ ନମ୍ବର ଜୋନରେ ବିଜେପିର ଜନପରାମର୍ଶ ପଦଯାତ୍ରା:ସରକାରଙ୍କ ବିଫଳତା ନେଇ ଉଦବେଗ…

ଛତ୍ରପୁର (ସମୃଦ୍ଧ ଓଡିଶା)ଛତ୍ରପୁର ନିର୍ବାଚନମଣ୍ଡଳୀର ୨୦ ନମ୍ବର ଜୋନରେ ବିଜେପି ଜନପରାମର୍ଶ ପଦଯାତ୍ରା ଜୋନ୍ ମଣ୍ଡଳ ସଭାପତି ପଦ୍ମଚରଣ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କର

ବିଭିନ୍ନ ପାନୀୟଜଳ ପ୍ରକଳ୍ପର ଉଦଘାଟନ କଲେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପୋଲସରା ସହରାଞ୍ଚଳର ଜନସଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପାନୀୟଜଳ ପ୍ରକଳ୍ପର ପୋଲସରା ବିଧାୟକ

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୭ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ଆନୁକୁଲ୍ୟରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୭ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶିଶିର କୁମାର

ୟୁନିଭରସିଟି ହାୟର ସେକାଣ୍ଡେରୀ ସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୟୁନିଭରସିଟି ହାୟର ସେକାଣ୍ଡେରୀ ସ୍କୁଲର ୧୯୯୨ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଙ୍କ ଏକ ବନ୍ଧୁମିଳନ ଆଲ୍ଲିପୁର ନିକଟସ୍ଥ ମାଁ

ଗଛରେ ପିଟି ହେଲା ବୋଲେରୋ, ଚାଲିଗଲା ୪ ଜୀବନ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି

ଜାନୁୟାରୀ ଦ୍ୱିତୀୟାର୍ଦ୍ଧରେ କୃଷକ ମେଳା କରିବେ ଜିଲ୍ଲାପ୍ରଶାସନ : ଏକଲକ୍ଷ ଚାଷୀ ଯୋଗଦେବାର ଲକ୍ଷ ଧାର୍ଯ୍ୟ…

ଛତ୍ରପୁର(ସମୃଦ୍ଧ ଓଡିଶା)କୃଷକଙ୍କ ବିଭିନ୍ନ ସମସ୍ୟାନେଇ ଅନୁଧ୍ୟାନ କରିବା ସହ ସେମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବା, ବିଭିନ୍ନ ଉନ୍ନତି ମୂଳକ ପରାମର୍ଶ ଦେବା ପାଇଁ ଗଞ୍ଜାମ ଜିଲ୍ଲା

ବିଜେଡିର ପରିବର୍ଦ୍ଧିତ ମହିଳା କାର୍ଯ୍ୟକାରିଣୀ ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ପରିବର୍ଦ୍ଧିତ ମହିଳା କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ

ସାକ୍ଷର, ସ୍ୱଚ୍ଛ ଏବଂ ସବୁଜ ଭାରତର ସଂକଳ୍ପ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ପ୍ରେରଣାରେ ଚାଲୁଥିବା ଵାଲ ମୁକୁନ୍ଦ କେନ୍ଦ୍ର ତରଫରୁ ‘ସଂକଳ୍ପ’ କାର୍ଯ୍ୟକ୍ରମ ଶ୍ରୀ ରସିକରାଜ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ବିଶିଷ୍ଟ

ଓଡିଶା ଦରବାର ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୨ତମ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାକ୍ଷିକ ଖବର କାଗଜ ଆଜିର ଓଡିଶା ଦରବାର ତରଫରୁ ସ୍ଥାନୀୟ ବିଜିପୁର ସ୍ଥିତ କାର୍ଯ୍ୟାଳୟଠାରେ ପଣ୍ଡିତ ଗାଦବରୀଶ ମିଶ୍ରଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ଉତ୍କଳ ଭାରତ ମହିଳା ସମ୍ମିନଳୀରେ ପିସି କାରବାରକୁ ନେଇ ସମାଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକର ନାରୀ ଉତ୍କଳ ଭାରତ ମହିଳା ସଂଗଠନର ଏକ ବୈଠକ ରାଜ୍ୟ ସଭାପତି ସାବିତ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।

ଜାତୀୟ ଶ୍ରମ ସମ୍ମିଳନୀ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମାନ୍ୟତା ଦାବୀରେ ଜାନୁୟାରୀ ୮ଓ୯ ଦେଶ ବ୍ୟାପୀ ଆନ୍ଦୋଳନ….

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ଢେଙ୍କାନାଳ ଜିଲ୍ଲା କମିଟିର ବୈଠକ ଢେଙ୍କାନାଳ ସ୍ଥିତ ଦଧିବାମନ ମଠରେ ଅନୁଷ୍ଠିତ ହୋଇ କେନ୍ଦ୍ରୀୟ

ଢେଙ୍କାନାଳରେ ନବନିର୍ମାଣ କୃଷକ ସଂଗଠନର ବୈଠକ:କାଳିଆ ଯୋଜନାକୁ ବିରୋଧ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ଢେଙ୍କାନାଳ ଟାଉନ ଦଧିବାମନ ଜୀଉ ମଠ ପ୍ରାଙ୍ଗଣରେ ବୈଠକ

ଗଞ୍ଜାମ ଜିଲ୍ଲା ପୋଲିସର ଚଳିତ ବର୍ଷର ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସର ଚଳିତ ବର୍ଷର ଶେଷ ସମୀକ୍ଷା ବୈଠକ ଗତକାଲି ଏସ୍ପିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର

ରାୟଗଡା ‘ଚଇତି’ର ଚତୁର୍ଥ ସନ୍ଧ୍ୟାରେ ଛଉ, ବିହୁ ଓ ଢେମସାରେ ଦୁଲୁକିଲା ମଞ୍ଚ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ଜି.ସି.ଡ଼ି ପଡିଆରେ ଶନିବାର ଲୋକ ମହୋତ୍ସବ ‘ଚଇତି’ର ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଷ୍ଟଲ ମାନଙ୍କରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା

ଆଇଟିଆଇ ବିଦ୍ୟାର୍ଥୀଙ୍କ ୩୨ ଫୁଟର ଜିରାଫ ନିର୍ମାଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୁଣା ତଥା ଅଦରକାରୀ ଜିନିଷର ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରି ସଫଳତା ପାଇଥିବା ବ୍ରହ୍ମପୁର ସରକାରୀ ଆଇଟିଆଇର ବିଦ୍ୟାର୍ଥୀମାନେ ପୁଣି ଚଳିତ ବର୍ଷ ଏକ ଜିରାଫ

ଜିଲ୍ଲାସ୍ତରୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଉତ୍କଳ ଜନନୀ ପୂଜନ ସଂକଳ୍ପ : ଏଣିକି ଗାଇବେ ବନ୍ଦେ ଉତ୍କଳ ଜନନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପୁର୍ତ୍ତବିଭାଗ ଡାକବଂଗଳାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ପ୍ରତି ବିଦ୍ୟାଳୟରେ ବନ୍ଦେ ଉତ୍କଳ ଜନନୀ ଗାନ, ଉତ୍କଳ ଜନନୀଙ୍କ

ଗୋବର୍ଦ୍ଧନପୁର ଅଖିଳେଶ୍ୱର ଯୁବକ ସଂଘ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁର ଠାରେ ଥିବା ଅଖିଳେଶ୍ୱର ଯୁବକ ସଂଘ ପକ୍ଷରୁ ଆଜି ସଂଧ୍ୟାରେ ୭ ଦିନ ବ୍ୟାପି ଚାଲିଥିବା କ୍ରିକେଟ

ଢେଙ୍କାନାଳରେ ନିଖିଳ ଓଡିଶା ଏମ ଡି ଏମ ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବୀର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ସ୍ଥାନୀୟ ଜାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି

ଓଡିଶା ମହିଳା ମୁଷ୍ଟିଯୋଦ୍ଧା ଦଳର କର୍ଣ୍ଣାଟକ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଆସନ୍ତା ଜାନୁୟାରୀ ୬ ତାରିଖରେ ସମାପ୍ତ ହେବାକୁ ଥିବା ତୃତୀୟ ଏଲିଟ ମହିଳା ଜାତୀୟ ବକ୍ସିଂ ପ୍ରତିଯୋଗିତା କର୍ଣ୍ଣାଟକ