Author: ସମୃଦ୍ଧ ଓଡିଶା

ବିଜେଡିର ଜୋନ ସ୍ତରୀୟ ୱାର୍ଡ କମିଟି କର୍ମଶାଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କଣାମଣା ପଞ୍ଚାୟତ ଟାକିରିଆ ବ୍ରହ୍ମପୁର ଗ୍ରାମ ନବ ନିର୍ମିତ କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳର ୨୦ନଂ ଜୋନ ସ୍ତରୀୟ ୱାର୍ଡ କମିଟି

ଶିକ୍ଷକ-ଶ୍ରମିକ-କର୍ମଚାରୀ ସମନ୍ନୟ ସମିତି ପକ୍ଷରୁ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ ପାଇଁ ବୈଠକ ….

ଜଳେଶ୍ୱର(ସମୃଦ୍ଧ ଓଡିଶା )ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଗଣ ସଂଗଠନ ମାନଙ୍କ ଡାକରାରେ ଜାନୁଆରୀ ୮ ଓ ୯ ତାରିଖରେ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ସ୍ଥାନୀୟ

ପୋଲସରାରେ ବିଜୁ ଗ୍ରାମ୍ୟ ବିଦ୍ୟୁତ କରଣର ଶୁଭାରମ୍ଭ କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରାରେ ବିଜୁ ଗ୍ରାମ୍ୟ ବିଦ୍ୟୁତ କରଣର ଶୁଭାରମ୍ଭ କରିଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ। ପୋଲସରା ବ୍ଲକ ଅନ୍ତର୍ଗତ ପାଇକରା ପଲ୍ଲୀ(ଠନା ପଲ୍ଲୀ) ଗ୍ରାମରେ ଗ୍ରାମ୍ୟ ବିଦ୍ୟୁତକରଣର

ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ତ୍ରିରଙ୍ଗା ପ୍ରତିଭା ସମ୍ମାନ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ତ୍ରିରଙ୍ଗା ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନରସିଙ୍ଗ ହୁମର ପଣ୍ଡା, ଶାନ୍ତି ଭୂଷଣ

ବିଭିନ୍ନ ଦାବି ନେଇ ପେନସନଧାରୀଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶା ସେବା ନିବୃତ କର୍ମଚାରୀ ଓ ଶିକ୍ଷକ ବିକାଶ ମଂଚର ଆହ୍ୱାନ କ୍ରମେ ଗତ ସେପ୍ଟମ୍ବର ୨୫ରେ ମିଳିତ କନଭେନସନର ନିଷ୍ପତି କ୍ରମେ ରାଜ୍ୟର ଅବସରପ୍ରାପ୍ତ

ରେଳ ବିଭାଗ ପକ୍ଷରୁ ଛତ୍ରପୁର ଷ୍ଟେସନରେ ମକ୍ ଡ୍ରିଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ରେଳବାଇ କ୍ଷେତ୍ରରେ ଯେକୈାଣସି ପ୍ରକାର ଅଘଟଣ ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବାରେ କିଭଳି ସମ୍ଭବ ହୋଇପାରିବ

ଛତ୍ରପୁରର ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଶେଷ ଦିନର…

ଛତ୍ରପୁର (ସମୃଦ୍ଧ ଓଡିଶା) ଐତିହ୍ୟ ସହର ଛତ୍ରପୁରରେ ଗତ ୨୪ତାରିଖ ଠାରୁ ଲାଗି ରହିଥିବା ପ୍ରଥମ ଜିଲ୍ଲାସ୍ତରୀୟ ଲୋକକଳ ମହୋତ୍ସବ ଶେଷ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଦାସକାଠୀ, ଆଧୁନ୍ଖଳ

କଂଗ୍ରେସର ଜୋନାଲ୍ ସଭାପତି ସମ୍ମିଳନୀରେ ନିଷ୍ପତ୍ତି : ପ୍ରତି ଜୋନରେ ୫୦୦ ନୂଆ କଂଗ୍ରେସ ସଭ୍ୟ ସଂଗ୍ରହ ଟାର୍ଗେଟ୍ …

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସାଧାରଣ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କଂଗ୍ରେସ ଆସନ୍ତା ମାସକ ମଧ୍ୟରେ ପ୍ରତି ଜୋନସ୍ତରରେ ୫୦୦ ନୂଆ ସଦସ୍ୟ ସଂଗ୍ରହ କରିବ। ଏଥିପାଇଁ ଆଜି ଜୋନାଲ କମିଟି ସଭାପତିମାନଙ୍କୁ  ଟାର୍ଗେଟ୍

ମେଘାଳୟରେ କୋଇଲା ଖଣିରେ ଫସିଥିବା ୧୫ ଶ୍ରମିକ ଜୀବିତ କି ମୃତ ଏଯାଏଁ ଜଣା ପଡ଼ିନି !

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକ ଦୀର୍ଘ ୧୫ ଦିନ ହେଲା ଫସି ରହିଥିଲେ ହେଁ ସେମାନଙ୍କୁ ଏଯାଏ

କଠୋର ହେଲା ପୋକ୍ସୋ ଆଇନ୍‌ ଏଣିକି ଦୁଷ୍କର୍ମକଲେ ମିଳିବ ମୃତ୍ୟୁଦଣ୍ଡ…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ନାବାଳିକା ଏବଂ ନାବାଳକଙ୍କ ବିରୋଧରେ ଘଟୁଥିବା ଜଘନ୍ୟ ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର ପୋକ୍ସୋ ଆଇନ୍‌କୁ ଅଧିକ କଠୋର କରିଛନ୍ତି। ଏଣିକି ୧୨ ବର୍ଷ ବୟସରୁ

ତେଲେଙ୍ଗାନାରେ ଇଟା ଭାଟିରେ ଶ୍ରମିକରୂପେ କାମକରି ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କଲା ଓଡିଶା ପୋଲିସ …

ହାଇଦରାବାଦ(ସମୃଦ୍ଧ ଓଡିଶା)ଦାଦନ ଖଟିବାକୁ ଆସି ତେଲେଙ୍ଗାନାର ହାଇଦରାବାଦରେ ଶ୍ରମିକରୂପେ ତଥା ଇଟା ଭାଟିରେ କାମ କରି ପେଟ ପୋଷୁଥିବା କିଛି ଓଡ଼ିଆ ଯୁବତୀ ନିର୍ଯାତିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ

ଦଳିତଙ୍କ ଭୋଟକୁ ଆକୃଷ୍ଟ କରିବା ପାଇଁ ଜାନୁଆରୀରେ ହେବ ବିଜେଡିର ଦଳିତ ସମାବେଶ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ନିର୍ବାଚନ ପୂର୍ବରୁ ଦଳିତଙ୍କ ଭୋଟକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏବେ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଫେବୃୟାରୀ ମାସରେ ବିଜେପି ଭୁବନେଶ୍ୱରରେ

ମୋଦିଙ୍କ ଫୋକସରେ ଓଡ଼ିଶା : ସତରେ କଣ ଓଡ଼ିଶାରେ ବିଜେପି ଆସିବ ? …

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସକ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ଆସିବାକୁ ନେଇ ଚର୍ଚ୍ଚା ଜାରି ରହିଛି । ଡିସେମ୍ବର ୨୪ରେ ଖୋର୍ଦ୍ଧାରେ ବିଜେପିର ସ୍ୱାଭିମାନ ସମାବେଶରେ

ମନୋଜ ଜେନା କଂଗ୍ରେସ ସେବାଦଳ କାର୍ଯ୍ୟକାରୀ ମୁଖ୍ୟ ସଂଗଠକ ନିଯୁକ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ଜାତୀୟ କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ଅବସରରେ ଅଖିଳ ଭାରତ କଂଗ୍ରେସ ସେବାଦଳର ରାଷ୍ଟ୍ରୀୟ ମୁଖ୍ୟ ସଂଗଠକ ଲାଲଜୀ ଦେଶାଇ ଯୁବ ସଂଗଠକ

ମହାରଥୀଙ୍କ ଘରକୁ ମହିଳା କଂଗ୍ରେସ କର୍ମୀଙ୍କ ଅଣ୍ଡା, ଟମାଟ ମାଡ…

ଭୁବନେଶ୍ୱର  (ସମୃଦ୍ଧ ଓଡିଶା )ପିପିଲି ପୀଡିତାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ଦେଇଥିବା ରାୟ ଉପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ମହିଳା କଂଗ୍ରେସ

ମଧୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ଏନ୍ତୁଡ଼ିଶାଳ:ଶତ ବାର୍ଷିକୀ ସମାରୋହରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା )୩୩୩ ବର୍ଷ ତଳେ କବିସୂର୍ଯ୍ୟଙ୍କ ବଂଶଧରମାନେ ବସବାସ କରୁଥିବା ମଧୁବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରସାର କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି

ସୀମାନ୍ତ ମହୋତ୍ସବର ୭ମ ଦିନ: ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ୱର(ସମୃଦ୍ଧ ଓଡିଶା )ସୀମାନ୍ତ ମହୋତ୍ସବରେ ୨୮ ତାରିଖ ଦିବା ଘ୧୦.୩୦ମି. ସମୟରେ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି କମଳ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଢେଙ୍କାନାଳରେ ୪୭ତମ ପୋଷ୍ଟାଲ ପ୍ରତିଷ୍ଠା ଦିବସ ପାଳନ….

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ୪୭ତମ ପୋଷ୍ଟାଲ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ

ଢେଙ୍କାନାଳର ଜିଜ୍ଞାସା କର୍ମଶାଳାର ରୋପ୍ୟ ଜୟନ୍ତୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳର ଜିଜ୍ଞାସା କର୍ମଶାଳାର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ

ବେଗୁନିଆପଡା ବ୍ଲକର ଅଙ୍ଗାର ଗାଁରେ ଘରଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ବିଲୁପ୍ତ ହୋଇଯାଉଥିବା ଘରଚଟିଆ ସଂରକ୍ଷଣ ନେଇ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଆରମ୍ଭ ହେଉଥିବା ଅଭିଯାନର ଦ୍ଵିତୀୟ ପର୍ଯ୍ୟାୟରେ ବେଗୁନିଆପଡା ବ୍ଲକର ଅଙ୍ଗାର ଗ୍ରାମରେ ଘରଚଟିଆ

ଛତ୍ରପୁରରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଚତୁର୍ଥ ସନ୍ଧ୍ୟାର…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ସଖୀ ନାଚ, ପଶୁ ମୁଖା ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଢାଲି ନୃତ୍ୟ, ନାଗପୁରୀ ଝଉମର୍,

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦୁର୍ବନ୍ଧର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦୁର୍ବନ୍ଧର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନା କମିଟି ସଭାପତି ରାମହରି ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ

ବିଭିନ୍ନ ଦାବି ନେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଫିସରଙ୍କ ଧର୍ମଘଟ ….

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ସର୍ବଭାରତୀୟ ବ୍ୟାଙ୍କିଙ୍ଗ ଅଫିସରମାନଙ୍କ ବିଭିନ୍ନ ଦାବିନେଇ AIBOCର ଆହ୍ୱାନ କ୍ରମେ ଆନ୍ଦୋଳନ ଡ଼ାକରାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୨୧/୧୨/୧୮ ତାରିଖରେ ଧର୍ମଘଟରେ ସାମିଲ ହୋଇଥିଲେ। ସେମାନଙ୍କ ଦାବି

ଦିଗପହଣ୍ଡିରେ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁକୁ ପ୍ରଶାସନ ଗ୍ରହଣ କରୁ ନ ଥିବାରୁ ଉତ୍ତେଜନା ଓ ରାସ୍ତା ରୋକ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବନ୍ୟଞ୍ଚଳ ବିଭାଗୀୟ ଅଧିକାରୀ ହାତୀ ମାରି ନ ଥିବା କହିବାରୁ ଗ୍ରାମରେ ଉତ୍ୟକ୍ତ ଲୋକେ ଉତେଜିତ ହୋଇ ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତାରେ ଶବ

୩୦ତମ ରାଜ୍ୟସ୍ତରୀୟ ସିନିୟର କରାଟେ ପ୍ରତିଯୋଗୀତା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜୟପୁର ଠାରେ ଅନୁଷ୍ଠିତ ହେଇଥିବା ୩୦ତମ ରାଜ୍ୟସ୍ତରୀୟ ସିନିୟର କରାଟେ ପ୍ରତିଯୋଗୀତାରେ ପ୍ରଥମ ଥର ଭାଗ ନେଇ କାଂସ୍ୟ ପଦକ ହାସଲ କରିଛନ୍ତି । ଦେବରାଜ

ଆନ୍ଧ୍ରା ବିଶ୍ୱବିଦ୍ୟାଳୟରେ କଳା ଡିଗ୍ରୀରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନୀତ ହେଲେ କେ. କିଶୋର କୁମାର…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ରା ବିଶ୍ୱବିଦ୍ୟାଳୟରେ କଳା ଡିଗ୍ରୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟବାଡାର କଳା ଛାତ୍ର କେ. କିଶୋର କୁମାରଙ୍କୁ ଏକସିଲେନସି ଆୱାର୍ଡରେ

କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଜିଲ୍ଲା ସଭାପତି ତ୍ରିନାଥ ବେହେରାଙ୍କ ସଭାପତିତ୍ୱରେ

୨୮ ରୁ ଆରମ୍ଭ ହେବ ତୋଷାଳି ହସ୍ତତନ୍ତ ମେଳା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳାର ଶୁଭାରମ୍ଭ ହେବ । ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏହି

ଢେଙ୍କାନାଳର ଡ଼. ଦଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ରଜତ ଜୟନ୍ତୀ ଉତ୍ସବ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳରେ ଅବସ୍ଥିତ ଡ଼. ଦଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ

ଢେଙ୍କାନାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଗଁଦିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧ୍ୟାୟକ ସରୋଜ କୁମାର ସାମଲ, ଢେଙ୍କାନାଳ