Author: ସମୃଦ୍ଧ ଓଡିଶା

ଢେଙ୍କାନାଳରେ ମହିଳା ଯୋଗଶକ୍ତି ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳ ଜିଲ୍ଲାରେ ଲେଖକ ସଂସାଦଠାରେ ଏକ ସମାରୋହ ଉତ୍ସବ ପାଳନ କରାଯାଇଥିଲା । ଗତକାଲି ଢେଙ୍କାନାଳ ଯୋଗ ଜିଲ୍ଲାର ସମସ୍ତ

ତ୍ରୟୋଦଶ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳାରେ ଗୋପାଳପୁର ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ଗୋସାଇଁନୂଆଗାଁ କେ.ସି. ହାଇସ୍କୁଲ ଖେଳ ପଡିଆ ଠାରେ ତ୍ରୟୋଦଶ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଗୋପାଳପୁର

ଇସକଫ ସର୍ବଭାରତୀୟ ସମ୍ମିଳନୀ:ଜାତୀୟ ପରିଷଦରେ ଗଞ୍ଜାମର ତିନି ଆଇନଜିବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ଇସକଫର ସର୍ବଭାରତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଗତ ୨୨,୨୩ ଓ ୨୪ ତିନି ଦିନ ଧରି

ନେତ୍ରୋତ୍ସବ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗତ ଶନିବାର ଦିନ ଚିଙ୍ଗୁଡ଼ିଘାଇ ସ୍ଥିତ ନେତ୍ରୋତ୍ସବ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ

ଏକଶହ ଟାଙ୍କିଆ ମୁଦ୍ରାର ଉନ୍ମୋଚନ:ସେଥିରେ ରହିଛି ବାଜପେୟୀଙ୍କ ଚିତ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଶକୁ ମହାନଭକ୍ତଙ୍କ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଶହ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି ସେଥିରେ ବାଜପେୟୀଙ୍କ ଚିତ୍ର ରହିଛି । ୨୦୦୨ ମସିହାରେ

ଗଞ୍ଜାମ ଭାରତ ସ୍କାଉଟସ ଓ ଗାଇଡ଼ସର ବରୁଣେଇ ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟସ ଓ ଗାଇଡ଼ସ ରାଜ୍ୟ ୧୭ତମ ଜାମ୍ବୋରୀରେ ଯୋଗଦେବା ପାଇଁ ଆଜି ବରୁଣେଇ ଯାତ୍ରା କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ.

ହିଞ୍ଜିଳିକାଟୁରେ ପଥ ମହୋତ୍ସବ ଅନୁଷ୍ଠିତ …

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ସହରର ୫୯ନଂ ରାଜପଥର ରାଜାସାହି ଠାରୁ ବଇଞ୍ଚବଣିଆ ପ୍ରାୟ ଦେଢ଼ କିମି ରାସ୍ତାରେ ଗତକାଲି ପ୍ରଥମ ଥର ପାଇଁ ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି

ବ୍ରହ୍ମପୁରରେ ପଟ୍ଟାରିକ୍ସା ଚାଳକ ସଂଘର ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବାଲ୍ୟ ଠାକୁରାଣୀ ମନ୍ଦିର ନିକଟରେ ବ୍ରହ୍ମପୁର ପଟ୍ଟାରିକ୍ସା ଚାଳକ ସଂଘର ଏକ ବୈଠକ ଭାରତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ(INTUE)ର ଜିଲ୍ଲା ସଭାପତି ଶ୍ରୀ ପୀତବାସ

ରାୟଗଡା ଚଇତି ପ୍ରଚାର ପ୍ରସାର ନିମନ୍ତେ ଚଇତି ରଥର ଶୁଭାରମ୍ଭ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲାର ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା-୨୦୧୮ ଆସନ୍ତା୨୬ତାରିଖରେ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିିଛି ।

ଅଟଳଜୀ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଟଳଜୀ ସ୍ମୃତି କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳନ ସହ ସୁଶାସନ ଦିବସ ଓ ସ୍ମୃତିଚାରଣ

ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଉଦଘାଟିତ:ଡ଼. ମହାରଣାଙ୍କ ଶିଶୁ ନାଟକ ପୁସ୍ତକ “ଆମେ ତ ଭାଗ୍ୟବାନ ପିଲାରେ”ଉନ୍ମୋଚିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ଗଞ୍ଜାମଜିଲ୍ଲା ଶାଖା ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସଂଘର ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଶିଶୁ

ବ୍ରହ୍ମପୁର ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ସ୍ଥାୟୀ କ୍ୟାମ୍ପସ ପ୍ରକଳ୍ପର ଶିଳାନ୍ୟାସ…

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଲଉଡ଼ିଗାଁଠାରେ ବ୍ରହ୍ମପୁର ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ସ୍ଥାୟୀ କ୍ୟାମ୍ପସ ନିମନ୍ତେ ଗତକାଲି ଶିଳାନ୍ୟାସ ହୋଇଛି

ଛତ୍ରପୁର ଷ୍ଟାଡିୟମ ପଡିଆଠାରେ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମ ପଡିଆଠାରେ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ-୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ

ବ୍ରହ୍ମପୁର ରେଳ ଷ୍ଟେଶନରେ କୃତୀ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗୀଙ୍କୁ ବିପୁଳ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାରାଷ୍ଟ୍ରର ନାଗପୁର ଠାରେ ଚଳିତ ମାସ ୧୪ ରୁ ୨୨ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ ବର୍ଗର (ବାଳକ ଓ ବାଳିକା) ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ

ଗୋପାଳପୁର ବେଳାଭୂମି ବିଚ୍ ଫେଷ୍ଟିଭାଲ ମଣ୍ଡପରେ ଯୁବ କଂଗ୍ରେସ କ୍ରାନ୍ତି ସମାବେଶ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବେଳାଭୂମି ବିଚ୍ ଫେଷ୍ଟିଭାଲ ମଣ୍ଡପଠାରେ ଯୁବ କଂଗ୍ରେସ କ୍ରାନ୍ତି ସମାବେଶ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶାକା ସୁଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନଠାରେ ବସନ୍ତ ଉତ୍ସଵ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସଂସ୍କୃତି ଭବନଠାରେ କଳାଞ୍ଜଳି ଆର୍ଟିଷ୍ଟ୍ରି ଟ୍ରଷ୍ଟି ତରଫରୁ ବସନ୍ତ ଉତ୍ସଵ ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ

ଜିଲ୍ଲା ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ଫୋରମର ବୈଠକ:୩୦ ବରିଷ୍ଠ ନାଗରିକଙ୍କୁ ଜନ୍ମ ଦିନରେ ସମ୍ବର୍ଦ୍ଧନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ଫୋରମର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଉକିଳ ଆଶ୍ରମ ସଭାଗୃହରେ ଶନିବାର ସଂଗଠନର ସଭାପତି ରାସ ବିହାରୀ

ଠାକୁର ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ଅଷ୍ଟମ ବାର୍ଷିକ ସ୍ମୃତି ମହୋତ୍ସବ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ନୂଆପୋଲିସ ଲାଇନ୍ ସାହି ସ୍ଥିତ ବୀରେଶ୍ୱର ମନ୍ଦିର ରାସ୍ତା ପାର୍ଶ୍ୱରେ ଥିବା ସତ୍ସଙ୍ଗ ବିହାରରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ମନ୍ଦିର ପ୍ରତିଷ୍ଠା ଅଷ୍ଟମ ବାର୍ଷିକ ସ୍ମୃତି ମହୋତ୍ସବ

ପ୍ରତିରକ୍ଷା ବିଭାଗର ବିମାନ କିଣାବିକା କରି ଚାନ୍ଦା ଆଦାୟ କରିବା କଂଗ୍ରେସର ଡିଏନଏରେ ରହିଛିି: ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କଂଗ୍ରେସ ଦଳ ଦେଶର ଗଣତନ୍ତ୍ର ବିଦ୍ଧିବ୍ୟବସ୍ଥା ଅବା ସମ୍ବିଧାନକୁ ବିଶ୍ୱାସ କରେ ନାହିଁ । ରାଫେଲ ଯୁଦ୍ଧ ବିମାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଲା ପରେ

ବିଭିନ୍ନ ଦାବିରେ ଓ.ଇ.ଆର.ସି. ସମ୍ମୁଖରେ ସମାଜବାଦି ପାର୍ଟି ର ଗଣବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଘୋଷିତ ବିଜୁଳିକାଟ ବନ୍ଦ କରିବା, ବିଜୁଳି ଦରବୃଦ୍ଧିକୁ ବିରୋଧ, ସେସୁ ବିକ୍ରିରେ ଅନିୟମିୟତାର ତଦନ୍ତ ଚାଷୀମାନଙ୍କୁ ମାଗଣା ବିଜୁଳି ଓ ବିଜୁଳି କମ୍ପାନୀମାନଙ୍କର ଲାଭ କ୍ଷତିର

ଜୀବିକା ପ୍ରକଳ୍ପ, ନାବାର୍ଡ ଓ ମନରେଗା ଭଳି ଯୋଜନାରେ ଥିବା ଅର୍ଥକୁ କାଳିଆ ଯୋଜନା କରାଯାଇଛି:ନବନିର୍ମାଣ କୃଷକ ସଙ୍ଗଠନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର “କାଳିଆ” ଯୋଜନା ଘୋଷଣା କରିଛନ୍ତି । ଏଥିରେ ଚାଷୀମାନଙ୍କ ପାଇଁ ଅନେକ

ଡାଉନ ହାଇଦ୍ରାବାଦ-ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନ ବଗିରେ ନିଆଁ- ଯାତ୍ରୀ ଆତଙ୍କିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳପଥର ଜଳେଶ୍ୱର ଓ ରାଜଘାଟ ମଧ୍ୟବର୍ତୀ ସ୍ଥାନରେ ଅପରାହ୍ନ ୨ଟା ସମୟରେ ଡାଉନ ହାଇଦ୍ରାବାଦ-ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ (ନଂ ୮୬୪୬) ଟ୍ରେନର ସାମନା ବଗିରେ

ଜ୍ଞାନ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଳେଶ୍ୱର (ସମୃଦ୍ଧ ଓଡିଶା) ନନ୍ଦିକା ସ୍ଥିତ ଜ୍ଞାନ ବିକାଶ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ବିକାଶ ଇଂରାଜୀ ମିଡିୟମ

ଜଳେଶ୍ୱର ସୀମାନ୍ତ ମହୋତ୍ସବ ଉଦଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆ ବଜାର ଠାରେ ଗତକାଲି ସନ୍ଧ୍ୟାରେ ସୀମାନ୍ତ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସୀମାନ୍ତ ମହୋତ୍ସବର ସଭାପତି ଚିନ୍ମୟ କୁମାର ଦାସଙ୍କ

ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ ଆଇନ ଲାଗୁ ନେଇ ଜିଲା ଏନୟୁଜେ (ଆଇ) ବୈଠକରେ ଦାଵୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟର ବଭିନ୍ନ ଅଞ୍ଚଳରେ ଦୈନିକ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ଅତି ଲଜ୍ଜାର ବିଷୟ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଲଗାତର ଆକ୍ରମଣ ଉଦବେଗଜନକ ।

ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଥାନା ଆମ ପୁଲିସ ସମିତି ପକ୍ଷରୁ ଏକ ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ

ଆସନ୍ତାକାଲି ଯୁବ କଂଗ୍ରେସ କ୍ରାନ୍ତି ସମାବେଶ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବେକାରୀ, କୃଷି ସମେତ ବିଭିନ୍ନ ସମସ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରିବା ଓ ଏହାର ସମାଧାନ ଦାବି ନେଇ ଅଖିଳ ଭାରତ ଯୁବ କଂଗ୍ରେସ ପକ୍ଷରୁ

ଛତ୍ରପୁରରେ କ୍ରାନ୍ତି ଯୁବଛାତ୍ର ସଂଘର ୬ଷ୍ଟତମ ପ୍ରତିଷ୍ଠା ଦିବସ:ଯୁବକ ଓ ଛାତ୍ରସମାଜର ମଶାଲ ଶୋଭାଯାତ୍ରା…

ଛତ୍ରପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଯୁବ ଛାତ୍ର ସଂଘର ଷଷ୍ଠତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଇଜୁ ଅମିନ୍ ଖାନ୍ କ୍ରାନ୍ତି ପତାକା ଉତ୍ତୋଳନ

ହତ୍ୟା ଘଟଣାର ଖୁଲାସା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି : ଆତ୍ମାହୁତି ଚେତାବନୀ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଚୁଡାମଣିପୁର ଗ୍ରାମର ସ୍ୱର୍ଗତ ବ୍ରଜେନ୍ଦ୍ର ପ୍ରଧାନଙ୍କର ପୁତ୍ର ସପନ ପ୍ରଧାନ ନାମ୍ପୋ ବିଦ୍ୟୁତ୍ ଷ୍ଟକ୍ଚରରେ ଠିକା ଭିତ୍ତିକ କର୍ମଚାରୀ ରୂପେ କାର୍ଯ୍ୟ

ସଡକ ଦୁର୍ଘଟଣାରେ ୨ ଛାତ୍ର ଗୁରୁତର : ହମ୍ପସ୍ ନିର୍ମାଣ ଦାବିରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଅବରୋଧ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆଠାରେ ଅବସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଆଜି ସକାଳ ପ୍ରାୟ ଦିବା ୧୦ ଘଟିକା ସମୟରେ ଜଳେଶ୍ୱର ଅଭିମୁଖେ ଆସୁଥିବା ଏକ