Author: ସମୃଦ୍ଧ ଓଡିଶା

ଏବିଭିପି ଭୁବନେଶ୍ୱରର ୨୦୧୮-୧୯ ପାଇଁ ନୂତନ ପଦାଧିକାରୀ ଘୋଷଣା…

ଭୁବନେଶ୍ୱର ((ସମୃଦ୍ଧ ଓଡିଶା)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଶାଖାର ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଛି । ସ୍ଥାନୀୟ ନିକୋପାର୍କ ଛକ ନିକଟସ୍ଥ ଜୟ ଭାରତ ଅଡ଼ିଟୋରିୟମ୍ ରେ ଆୟଜିତ ମହାନଗର ସମ୍ମିଳନୀରେ

ପିଠା କାର୍ଯ୍ୟକ୍ରମରେ ପଂଚାୟତ ବ୍ୟବସ୍ଥାର ଅବମାନନା ଅଭିଯୋଗ ଆଣିଲା କଂଗ୍ରେସ: ୨୬ରେ କଂଗ୍ରେସ ପାଳିବ କଳା ଦିବସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ପିଠା ଯୋଜନା ଏକ ପ୍ରହସନ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।ପିଠା ଯୋଜନା ପଂଚାୟତ ବ୍ୟବସ୍ଥା ପ୍ରତି ଏକ ଅପମାନ ବୋଲି କଂଗ୍ରେସ ପକ୍ଷରୁ

ସେଲଟର ହୋମ୍ କେଳେଙ୍କାରୀ ଘଟଣାରେ ବିଜେଡିର ସଂପୃକ୍ତିକୁ ଘୋଡାଉଛି ମହିଳା ଦଳ: ବିଜେପି ମହିଳାମୋର୍ଚ୍ଚା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସେଲଟର ହୋମ ଗୁଡିକରେ ଯୌନ କେଳାଙ୍କାରୀ, ନାବାଳିକା ଚୋରା ଚାଲାଣ ଏବଂ ଧର୍ମାନ୍ତୀକରଣକୁ ସରକାରୀ ଦଳ ପ୍ରୋତ୍ସାହନ ଯୋଗାଇବା ଏବଂ ସମସ୍ତ ଘଟଣାକୁ ମିଥ୍ୟା ଦର୍ଶାଇ

ଏଣିକି ସରକାରୀ ଅଧିକାରମାନଙ୍କୁ ଟ୍ରାକିଙ୍ଗ କରିବ ଟେଲିଫୋନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଟେଲିଫୋନ ଏଣିକି ଅଧିକାରମାନଙ୍କୁ ଟ୍ରାକିଙ୍ଗ କରିବ । ଗତ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ

ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ :ଖୋର୍ଧାର ବରୁଣେଇରେ ଜନସଭା ହେବ…

ଭୁବନେଶ୍ବର (ସମୃଦ୍ଧ ଓଡିଶା) ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମୟରେ ଖୋର୍ଧାର ବରୁଣେଇ ପାଦ ଦେଶରେ ଜନସଭା ହେବ। ଆଜି ବିେଜପି ପକ୍ଷରୁ ଏହି ସୂଚନା ଦିଆଯାଇଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ସଚିନ୍‌ଙ୍କ ସହ ଏହି ଅପୂର୍ବ ସୁନ୍ଦରୀ ଜଣକ କିଏ ? …

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ହକି ଆଉ କ୍ରିକେଟର ଅଦ୍ଭୁତ ସଂଯୋଗ। କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚି ହକି ଖେଳର ମଜା ନେଉଛନ୍ତି କ୍ରିକେଟ ତାରକା ସଚିନ୍‌ ତେନ୍ଦୁଲକର। ଖାଲି ଖେଳ ନୁହେଁ ଦର୍ଶକଙ୍କ

ପ୍ରଧାନମନ୍ତ୍ରୀ ପାଇଁ ରାହୁଲଙ୍କ ନାମ ପ୍ରସ୍ତାବ କଲେ ଷ୍ଟାଲିନ୍‌…

ଚେନ୍ନାଇ(ସମୃଦ୍ଧ ଓଡିଶା )ସ୍ୱର୍ଗତ ଏମ୍‌ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆଜି ଦ୍ରାବିଡ଼ ମୁନ୍ନେତ୍ରା କଡ଼ଗମ୍‌ (ଡିଏମ୍‌କେ) ପକ୍ଷରୁ ଆୟୋଜିତ ଉତ୍ସବ ବିରୋଧୀଙ୍କ ଶକ୍ତିପ୍ରଦର୍ଶନର ମଞ୍ଚ ପାଲଟିଛି। ଏହି ସୁଯୋଗର

ନାବାଳକକୁ ଖୁଣ୍ଟରେ ବାନ୍ଧି ପିଟିଲେ:ହଜିଗଲା ମାନବିକତା…..

ଜଳେଶ୍ୱର(ସମୃଦ୍ଧ ଓଡିଶା)ବେଳେ ବେଳେ ମଣିଷ ସବୁ ହିତାହିତ ଜ୍ଞାନ ଭୁଲି ଯାଇ ଏପରି କାଣ୍ଡ କରିବସେ ଯାହା ଏକ ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଦୁନିଆରେ ଏପରି ବହୁ

ଗଜପତି ଜିଲ୍ଲା ପ୍ରଭାରୀ ହେଲେ ଶମ୍ଭୁନାଥ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ ଦଳର ଗଜପତି ଜିଲ୍ଲା ପ୍ରଭାରୀ ଭାବେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ ଚିଠି

ସନ୍ଧ୍ୟା ସୁଦ୍ଧା ‘ପେଥାଇ’ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ,୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନ …

ବିଶାଖାପାଟଣା(ସମୃଦ୍ଧ ଓଡିଶା)ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼  ‘ପେଥାଇ’ ଧୀରେ ଧୀରେ ଘନୀଭୂତ ହୋଇ କାଲି ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ସୂଚନା ମିଳିଛି। ଆସନ୍ତାକାଲି

ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ:ଗାଡି ଜବତ କଲା ପୋଲିସ …..

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଜିଲ୍ଲାପାଳ ଆଜି ଅପରାହ୍ନରେ ରାୟଗଡ଼ା ବ୍ଳକ୍‌ର କୂରଲୀ ଗ୍ରାମକୁ ‘ପିଠା’ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ

ଲୋକସେବକ ମଣ୍ଡଳ ପକ୍ଷରୁ ମାଗଣା ମଧୁମେହ ସଚେତନତା ଶିବିର : ରକ୍ତପରୀକ୍ଷା କରାଇ ପରାମର୍ଶ ନେଲେ ୩ ଶହରୁ ଉର୍ଦ୍ଧ୍ୱ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ପୋରେସନ ରୋଡ ସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଲୋକସେବକ ମଣ୍ଡଳ ବ୍ରହ୍ମପୁର କେନ୍ଦ୍ର ପକ୍ଷରୁ ରବିବାର ମାଗଣା ମଧୁମେହ ସଚେତନତା ଶିବିର ରବିବାର ସକାଳି ଅନୁଷ୍ଠିତ

ସାମ୍ବାଦିକ ଜମ୍ବେଶ୍ୱର ପଟ୍ଟନାୟକଙ୍କୁ ପ୍ରବାସୀ ଓଡ଼ିଆ ପୁଦୁଚେରୀ ସମ୍ମାନରେ ସମ୍ମାନୀତ : ଏପଟେ କେନ୍ଦୁଝରରେ ରାହାସ ବିହାରୀ ପୃଷ୍ଟି ହେଲେ ସଙ୍ଘ ସମ୍ପାଦକ …

ତାଳଚେର(ସମୃଦ୍ଧ ଓଡିଶା )ପଣ୍ଡିଚେରୀର ବିଶ୍ୱ ଓଡିଶା ପରିବାର ଓ ପଣ୍ଡିଚେରୀ ଉକ୍ରଳ ସମାଜ ପକ୍ଷରୁ ପୁଦୁଚେରୀର ଜିପମର ଅଡିଟୋରିୟମ୍ ଠାରେ ଆୟୋଜିତ ସଙ୍ଗମ ପ୍ରବାସୀ ଓଡ଼ିଆ ସମ୍ପର୍କ ମିଳନୀ ମହୋତ୍ସବ

୪ ବ୍ଲକର ୫ ଲକ୍ଷଲୋକ ନିର୍ଭର କରୁଥିବା ଛତ୍ରପୁର ମେଡିକାଲ ଆଜି ଅବ୍ୟବସ୍ଥା ଘେରରେ: ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକରେ ଉପଜିଲ୍ଲାପାଳଙ୍କ ଉଦବେଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟିର ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ

ବ୍ରହ୍ମପୁରରେ ତ୍ରୟୋଦଶ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆଗାଁ କେସି ହାଇସ୍କୁଲ ପଡିଆରେ ଗତ ଶନିବାରରୁ ଗଞ୍ଜାମ ଜିଲ୍ଲା ପୁସ୍ତକମେଳା ସମିତି ତରଫରୁ ପୁସ୍ତକମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ

ଆସନ୍ତା କାଲି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ ଓ କାକିନଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଘୁର୍ଣ୍ଣିଝଡ଼’ପେଥାଇ’ …

ବିଶାଖାପାଟଣା(ସମୃଦ୍ଧ ଓଡିଶା )ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ ‘ପେଥାଇ’ର ରୂପ ନେଇଛି। ‘ପେଥାଇ’ ବର୍ତ୍ତମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି

୬୨ ଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିଛନ୍ତି ଯୁବ ପ୍ରତିଭା ଶାଶ୍ୱତ ଯୋଷୀ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ‘ଓଡ଼ିଶୀ’ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ। ଦେଶ ତଥା ବିଦେଶରେ ନୃତ୍ୟ ପରିବେଷଣ କରି ‘ଓଡ଼ିଶୀ’କୁ ବିଶ୍ୱ ଦରବାରେ ଲୋକପ୍ରିୟ କରିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା

ମହାନଦୀରେ ବେଆଇନ୍ ନିର୍ମାଣ ବନ୍ଦ,କଲମା ବ୍ୟାରେଜରୁ ପାଣି ଛାଡ଼ିବା ଦାବୀରେ ସମାଜବାଦୀ ପାର୍ଟିର ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାନଦୀ ଟ୍ରିବୁନାଲର ଦ୍ୱିତୀୟ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଉପର ମୁଣ୍ଡରେ ପରିବେଶ ଆଇନ୍କୁ ଉଲଘଂନ କରି ଛତିଶଗଡ଼

ବିଜେଡିରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକର ବିଜେପି ସମିତି ସଭ୍ୟ ଓ କର୍ମୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ବଡ଼ଝାଡ଼ ପଂଚାୟତ

ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ବିଭ୍ରାନ୍ତିକର : ବିଜେଡି

ଭୁବନେଶ୍ୱର (ସମୃଦ୍ଧ ଓଡିଶା  )ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପକୁ ନେଇ କୌଣସି କାର୍ଯ୍ୟ ଏହି ସଂପର୍କରେ କରାଯାଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ସଂପୂର୍ଣ୍ଣ ଭୁଲ ଓ ବିଭ୍ରାନ୍ତିକର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ପ୍ରଧ୍ୟାପିକା ତଥା ପ୍ରାବନ୍ଧିକା ଡ. ରଂଜିତା ପ୍ରଧାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ

ରୋଲର ସ୍କେଟିଂ ଖେଳାଳୀଙ୍କ ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ ପାଇଁ ବିଶାଖାପାଟଣା ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୧୮ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୫୬ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ

ଶିବସେନାର ଆମରଣ ଅନଶନ ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଶିବସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଆମରଣ ଅନଶନ ଗତକାଲି ସନ୍ଧ୍ୟାରେ ଲିଖିତ ପ୍ରତିଶ୍ରୁତି ଦେବାପରେ

ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଶାନ୍ତିଆ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟର

ହିମାଂଶୁ ଶେଖର ନନ୍ଦୀଙ୍କର ୨ୟ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶିଷ୍ଠ ବାମପନ୍ଥୀ ନେତା, ଲେଖକ, ସମାଜସେବୀ ତଥା ଜଳେଶ୍ୱର ଏନ.ଏ.ସିର ପୂର୍ବତନ ଅଧ୍ୟକ୍ଷ ସାଥୀ ହିମାଂଶୁ ଶେଖର ନନ୍ଦୀଙ୍କର ୨ୟ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ

ଭିଜିଲାନ୍ସ‌ ଜାଲରେ ବିପିଏମ୍‌ କିରାଣି: ୨ ଗିରଫ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା )ଗତକାଲି ଏମ୍‌କେସିଜି ମେଡିକାଲର ମହିଳା ଫାମାସିଷ୍ଟ ଗିରଫ ହେବାର କେଇ ଘଣ୍ଟା ନ ପୂରୁଣୁ ଗଞ୍ଜାମ ଜିଲ୍ଲାର ୨ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇଜଣ ହେଲେ,

କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଜୋତା ଓ ପୋଷାକ ବିତରଣ ଦିବସ ପାଳନ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଜୋତା ଓ ପୋଷାକ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର

ଭାଗିରଥି ମାଣ୍ଡାଙ୍ଗୀଙ୍କ ହତ୍ୟା ମାମଲା ସି.ବି.ଅଇଙ୍କୁ ହସ୍ତାନ୍ତର କରାଯାଉ : ଆପଲସ୍ୱାମୀ କଡ୍ରକା…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ସ୍ଥିତ ତେଜସ୍ୱି ହୋଟେଲ ରେ ଆଦିବାସୀ ମହାସଂଘ ତରଫରୁ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗୀଙ୍କୁ ୧୫/୧୨/୧୦ ଦିନ ଅପହରଣ କରି ନିର୍ମମ ହତ୍ୟା କରାଯାଇଥିଲା

ରଙ୍ଗ ସଙ୍ଗମ-୨୦୧୮ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୂଲ୍ୟରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଛତ୍ରପୁର ଓ ଓଡିଶା

ସିପିଆଇ ର ସହଯୋଗ ଲୋଡିଲା ବିଜେଡ଼ି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ସିପିଆଇର ସହଯୋଗ ଲୋଡିଛି ବିଜେଡି । ଆଜି ନୂଆଦିଲ୍ଲୀ ଠାରେ ବିଜେଡି ପ୍ରତିନିଧିଦଳ ସିପିଆଇର କର୍ମକର୍ତ୍ତାମାନଙ୍କ ସହ