Author: ସମୃଦ୍ଧ ଓଡିଶା

ଏକ ନୁଆଁ ପାର୍ଟି ‘ଜନସତ୍ତା ଦଳ’ ଗଢୁଛନ୍ତି ୟୁପିର ବାହୁବଳୀ ନେତା ରାଜା ଭୈୟା …

ଲକ୍ଷ୍ନୌ (ସମୃଦ୍ଧ ଓଡିଶା ) ଥରେ ନୁହେଁ କି ଦି’ଥର ନୁହେଁ; ଛ’ ଛ’ ଥର ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଜିତିଥିବା ଉତ୍ତରପ୍ରଦେଶର ବାହୁବଳୀ ନେତା ରାଜା ଭୈୟା ଓରଫ ରଘୁରାଜ

୪ ବର୍ଷ ତଳେ ଆତ୍ମସମର୍ପଣ କରିଥିଲେ କନ୍ଧମାଳର ମହିଳା ମାଓବାଦୀ,ପୁଲିସ ଉପସ୍ଥିତିରେ କଲେ ବିବାହ

ଫୁଲବାଣୀ (ସମୃଦ୍ଧ ଓଡିଶା) ଚାରି ବର୍ଷ ତଳେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଶୁକ୍ରବାର ଆଜି  ବୈବାହିକ ଜୀବନ ଆରମ୍ଭ କରିଛନ୍ତି । ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ

ମାତ୍ର ୧୧ ମିନିଟରେ ବିଜେଡିର ରଣନୀତି ବୈଠକ ଶେଷ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜେଡି ବିଧାୟକ ଦଳର ଶୀତ ଅଧିବେଶନ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୧ମିନିଟର ବୈଠକରେ ଦଳୀୟ

ଆମ ଗାଁ ଆମ ବିକାଶ ପ୍ରକଳ୍ପକୁ ଭିତ୍ତି ପ୍ରସ୍ତର କଲେ ଜଳେଶ୍ୱର ବିଧାୟକ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗତ ବୁଧବାର ଦିନ ବର୍ତ୍ତନା ଗ୍ରାମ ପଞ୍ଚାୟତରେ “ଆମ ଗାଁ ଆମ ବିକାଶ” ଯୋଜନାରେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଜଳେଶ୍ୱର ବିଧାୟକ

ରାୟଗଡା ଗସ୍ତରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ …

ରାୟଗଡ଼ା (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟପାଳ ଗଣେଶୀ ଲାଲ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସାରି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି । ରାଜ୍ୟପାଳ କୋରାପୁଟ ଠାରୁ ସଡକ ପଥରେ ରାୟଗଡ଼ା

ଯୁବ ସମାଜସେବୀ ତଥା ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ସମ୍ମାନୀତ …

ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ଅଞ୍ଚଳର ଯୁବ ସମାଜସେବୀ ତଥା ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ସଚ୍ଚୋଟ, ନିରପେକ୍ଷ ସମ୍ବାଦ ପରିପେକ୍ଷଣ ତଥା ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାର

ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ନବ ନିର୍ମାଣ କୃଷକର ଆନ୍ଦୋଳନ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଭାରପ୍ରାପ୍ତ ଅଧିକାରୀ ସଦର ଥାନା ଜରିଆରେ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ନବ ନିର୍ମାଣ କୃଷକ ଆନ୍ଦୋଳନରେ ବସିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ଅଜାକୁ ଦିର୍ଘ

‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ବୁଧବାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିଜ ବିଦ୍ୟାଳୟ ପରିସରର

ସରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆର ପ୍ରଥମ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସରସ୍ୱତୀ ଶିଶୁ ମନ୍ଦିର ଗେଙ୍ଗୁଟିଆର ପ୍ରଥମ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ରଣପଶି ଗ୍ରାମ ନିକସ୍ଥ ନିଗମାନନ୍ଦ ମଠରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ରଣଜୀ ଟ୍ରଫି: ଓଡ଼ିଶା ୧୦ ୱିକେଟ୍‌ରେ ପରାସ୍ତ

ଭୁବନେଶ୍ବର(ସମୃଦ୍ଧ ଓଡିଶା )ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ୧୦ ୱିକେଟ୍‌ରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ଫଳରେ ଘରୋଇ ପରିବେଶରେ ନିଜର ପ୍ରଥମ ଦୁଇ ମ୍ୟାଚ୍‌ ଖେଳି

ବିଶ୍ୱକପ୍‌ ହକି ମାସ୍କଟ ଓଲିକୁ ଛତ୍ରପୁରରେ ସ୍ୱାଗତ ଜଣାଇଲେ ଜିଲ୍ଲାପାଳ…

ଛତ୍ରପୁର(ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟ ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ମାସ୍କଟ ଓଲି ଛତ୍ରପୁରଠାରେ ପହଞ୍ଚିଥିଲା। ଏହାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି

ଗଞ୍ଜାମର ୯ଏନ୍‌ଏସି ବସ୍ତିବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନରେ ଗୁରୁବାର ଜାଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଓ

ବୁଗୁଡ଼ା ଥାନାରେ ଓକିଲଙ୍କୁ ମାଡ ଘଟଣାରେ ଦକ୍ଷିଣାଞ୍ଚଳ ଡିଅାଇଜିଙ୍କୁ ଭେଟିଲା ଭାଜପା

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବୁଗୁଡା ଅଞ୍ଚଳର ଅାଇନଜୀବୀ ତଥା ଭାଜପା ନଗର ମଣ୍ଡଳ ସଭାପତି ହରପ୍ରସାଦ ଦାଶଙ୍କୁ ମଙ୍ଗଳବାର ବୁଗୁଡ଼ା ଥାନାରେ ଅାଇଅାଇସି ରାମଚନ୍ଦ୍ର ବିଶ୍ୱାଳ ଅାକ୍ରମଣ କରିବା ଘଟଣାକୁ ଭାଜପା ପକ୍ଷରୁନିନ୍ଦା

ଓଡିଶା କୃଷକ ସଭା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର(ସମୃଦ୍ଧ ଓଡିଶା)ଓଡିଶା କୃଷକ ସଭା ଆହ୍ୱାନ କ୍ରମେ ଗଂଜାମ ଜିଲ୍ଲା କୃଷକ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ଓ ଗଣଧାରଣାରେ ବସିଛନ୍ତି ।

ରାସ୍ତା ଉପରେ ଗାଡ଼ିରଖି ଏମଭିଆଇ ଗାଡି ଯାଞ୍ଚ କରୁଥିବାରୁ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇ୧ମୃତ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୂଲ୍ୟା ବ୍ରିଜ ନିକଟ ମାଛ ବିକ୍ରି ସ୍ଥାନରେ ଏମଭିଆଇର ଯାନବାହାନ ଯାଞ୍ଚ ସମୟରେ ଦୁର୍ଘଟଣାର ଶିକାର ହୋଇ ବାଇକ ଚାଳକ ଦାଦା ଘଟଣା ସ୍ଥଳରେ

ଆହ୍ଲାବାଦ ବ୍ୟାଙ୍କକୁ ସରକାର ଦେଲେ ୩୦୫୪ କୋଟି

ନୂଆଦିଲ୍ଲୀ(ସମୃଦ୍ଧ ଓଡ଼ିଶା)ରାଷ୍ଟ୍ରାୟତ୍ତ ଆହ୍ଲାବାଦ ବ୍ୟାଙ୍କକୁ କେନ୍ଦ୍ର ସରକାର ୩,୦୫୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ପକ୍ଷରୁ ଆହ୍ଲାବାଦ ବ୍ୟାଙ୍କରେ ଏକ ପୁଞ୍ଜି

ପିସି ଖିଆ ସରକାର ଜଗନ୍ନାଥଙ୍କୁ ବି ଛାଡ଼ିଲାନି: ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) “ଦାରୁ ଚିହ୍ନଟରେ ଟଙ୍କା କାରବାର କେବଳ ଧାର୍ମିକ ଭାବନାକୁ ଆଘାତ କରିବାର ଘଟଣା ନୁହେଁ, ଏକ ବିରାଟ ଅପରାଧିକ ଷଡ଼ଯନ୍ତ୍ର ମଧ୍ୟ। ଏ ଅପରାଧିକ ଷଡ଼ଯନ୍ତ୍ର

ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ : ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୯ଟି ଏନଏସିର ୧୧୧୯ ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ

ଛତ୍ରପୁର (ସମୃଦ୍ଧ ଓଡିଶା )ଓଡ଼ିଶାରେ ପ୍ରଥମ କରି ଭୂମିହୀନ ପରିବାରଙ୍କ ପାଇଁ ଥଇଥାନ କରିବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇ ଥିବାରୁ  ଗଂଜାମ ଜିଲ୍ଲା ଛତ୍ରପୁରରେ ରାଜ୍ୟସ୍ତରୀୟ ସମାରୋହ

ଗୋକର୍ଣ୍ଣପୁରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୬୫ଟି ରକ୍ତ ୟୁନିଟ ସଂଗ୍ରହ

ଦିଗପହଣ୍ଡି (ସମୃଦ୍ଧ ଓଡିଶା )ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ଏଲଆଇସି କାର୍ଯ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ସେବା ଭାରତୀ ଓ

ଦୀନକୃଷ୍ଣ ମୀନାମଣ୍ଡଳୀ ଓ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମୀନାମଣ୍ଡଳୀ ଓ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ ଓ ବିଶିଷ୍ଟ ଶିକ୍ଷାବିତ୍ବିପିନ

ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମଳନୀ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ନାମ୍ପ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଜନତାପାର୍ଟିର ଏକ କର୍ମୀ ସମ୍ମଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦର ୯ ଓ ୧୦

ଆଜି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ତୋଫାନ ‘ଗାଜା’:ତାମିଲନାଡୁରେ ସ୍କୁଲ୍‌, କଲେଜ ବନ୍ଦ …

ଚେନ୍ନାଇ (ସମୃଦ୍ଧ ଓଡିଶା) ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୪୭୦ କିଲୋମିଟର ଦୂରରେ ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍‌ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ

ହକି ବିଶ୍ୱକପ ପାଇଁ ଟିକଟ ନ ମିଳିବାରୁ କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ ଭଙ୍ଗାରୁଜା:ଟିକଟ କଳା ବଜାର ଅଭିଯୋଗ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜି ୯ ନମ୍ବର ଗେଟ୍‌

ବେଗୁନିଆପଡାରେ ବିଜେଡିର କର୍ମୀ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ଖଲିକୋଟ ରାଣୀ ସୁଜ୍ଞାନୀ ଦେଓ …

ଛତ୍ରପୁର (ସମୃଦ୍ଧ ଓଡିଶା) କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ

ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଶଶୁର ଗିରଫ ଆହୁରି ଗିରଫ ହେବେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଆର୍ଯ୍ୟପାଲ୍ଲୀ ମେରାଇନ ଥାନା ବଡଆର୍ଯ୍ୟପଲ୍ଲୀ ଗାଁର ପି. ରାମାୟାଙ୍କ ସ୍ତ୍ରୀ ପି. କାଲାମ୍ମା ରବିବାର ସଂଧ୍ୟାରେ ପୋଡି ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ଛତ୍ରପୁର ଓ

ନାଉଳି ଗାଁରେ ଶିଶୁ ଦିବସ ଉପଲକ୍ଷେ ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ‘ମୋ ସ୍କୁଲ’ କାଜ୍ୟକ୍ରମରେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଶିଶୁ ଦିବସ ଅବସରରେ ‘ତଳେ ବସିବାକୁ ନା’ କାର୍ଯ୍ୟକ୍ରମ ଛତ୍ରପୁର

କଳାକାରମାନଙ୍କୁ ସମ୍ମାନିତ କଲେ ଗୋପାଳପୁର ବିଧାୟକ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗଂଜୁ ଗ୍ରାମପଞ୍ଚାୟତରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିରେ ହୋଇଥିଲା । ଏଥିରେ ଗଞ୍ଜାମଜିଲ୍ଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ

ବୁଗୁଡ଼ାରେ ଜଣେ ଓକିଲଙ୍କୁ ପୋଲିସର ମାଡ଼ ଘଟଣାକୁ ନେଇ ଗଞ୍ଜାମ ଓକିଲ ସଂଘର ଦୃଢ ନିନ୍ଦା, ଜରୁରୀ ବୈଠକ, ଗଞ୍ଜାମ ବନ୍ଦ ପାଇଁ ଆହ୍ୱାନ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଗୁଡ଼ାର ଜଣେ ଆଇନ ଓକିଲଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣାକୁ ଘୋର ନିନ୍ଦା କରି ଗତକାଲି ଗଞ୍ଜାମଜିଲ୍ଲା ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ

ଶିଶୁ ଦିବସରେ ବିଜ୍ଞାନମେଳା ଅନୁଷ୍ଠିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବୋୖରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ଼. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ କରାଯିବା ସହ ଏକ ବିଜ୍ଞାନ ମେଳାର