Author: ସମୃଦ୍ଧ ଓଡିଶା

ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି

ସାନଖେମୁଣ୍ଡିରେ ବିଜେଡିର ମିଶ୍ରଣ ପର୍ବ …

ବ୍ରହ୍ମପୁର ( ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ମେଇନ ରୋଡ ପଡିଆରେ ବିଜୁ ଜନତା ଦଳର ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ

ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ଦିବସ ପାଳନ …

ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣା ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ପାଳନ ହୋଇଯାଇଛି । ଏଥିରେ

ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୫ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟି ୫ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନୂଆ

ଆଇସିଟି ବିଦ୍ୟାଳୟ ସଙ୍ଘ ପକ୍ଷର କମ୍ପୁଟର ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦାବି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଆଇସିଟି ବିଦ୍ୟାଳୟ ସଙ୍ଘ ପକ୍ଷର କମ୍ପୁଟର ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦାବି ପୂରଣ ପାଇଁ ସରକାର ପ୍ରତିଶୃତି ଦେଇ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ

ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ବୋହୁ ଆଡ଼ମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ପ୍ରଧାନ ଶିକ୍ଷୟତ୍ରୀ ମିନତି ବେହେରା

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା ଆଚାର୍ଯ୍ୟଙ୍କ ଦ୍ଵାରା ୧୩୮ତମ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ବିଦ୍ୟାଳୟରେ ବକୃତା, ସଙ୍ଗୀତ,

ଛତ୍ରପୁରରେ ହେବାକୁଥିବା ଫ୍ଲୁଡ଼ ଲାଇଟ ହକିଖେଳ ପାଇଁ ପ୍ରଚାର ଗାଡିକୁ ଉଦଘାଟନ କଲେ ଜିଲ୍ଲାପାଳ…

ଛତ୍ରପୁର(ସମୃଦ୍ଧ ଓଡିଶା) ଆସନ୍ତା କଲି ଛତ୍ରପୁରରେ ଅନୁଷ୍ଠିତ ହେଉଥିବା ଫ୍ଲଡଲାଇଟ ହକିଖେଳ ପାଇଁ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ଏକ ପ୍ରଚାର ଗାଡିକୁ ଆଜି ସକାଳେ ଉଦଘାଟନକଲେ ଜିଲ୍ଲାପାଳ ବିଜୟ ଅମୃତ

ନେହୁରୁଙ୍କ ଯୋଗୁଁ ଆଜି ଦେଶରେ ଜଣେ ଚା’ ବେପାରୀ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଜବାହାରଲାଲ ନେହୁରୁଙ୍କ ଯୋଗୁଁ ଭାରତବର୍ଷରେ ଜଣେ ସାଧାରଣ ଚା’ ବେପାରୀ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି ବୋଲି ଆଜି କଂଗ୍ରେସ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଶଶୀ

ଆସନ୍ତାକାଲି ହେବ ଫ୍ଲୁଡ଼ଲାଇଟ ଟୁର୍ଣ୍ଣାମେଣ୍ଟ:ବିଶ୍ୱକପ ଓଲିକୁ କରିବେ ସ୍ୱାଗତ…

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପର ଷ୍ଟାଡୟମରେ ଅାସନ୍ତା କାଲି ଫ୍ଲୁଡ଼ ଲାଇଟରେ ହକି ଟୁର୍ନାମେଣ୍ଟ ହେବ। ଗଞ୍ଜାମଜିଲ୍ଲା ହକି ଅାସୋସଏଶନ ପକ୍ଷରୁ ବିଶ୍ୱକପ ଓଲି ଅାୟୋଜିତ ହେବ । ଟୁର୍ନାମେଣ୍ଟରେ ଭୁବନେଶ୍ୱର ସ୍ପୋର୍ଟ୍ସ ଏକ୍ସଲେନସି ସେଣ୍ଟର ଓ ଇଷ୍ଟକୋଷ୍ଟ

ରାୟଗଡାରେ ମାସ୍କଟ ଓଲିକୁ ବିପୁଳ ସମ୍ବର୍ଦ୍ଧନା…

ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡ଼ା ଜିଲ୍ଲାରେ ବିଶ୍ୱକପ ହକିର ମାସ୍କଟ ଓଲି ପହଞ୍ଚି ଥିବାବେଳେ ଗତକାଲି ରାତିରେ ରାୟଗଡ଼ା ନାଗାବଳୀ ଲାୟନ୍ସ କ୍ଲବ, ସେଞ୍ଚୁରିୟାନ ୟୁନଭରସିଟି ସହ ଓାର୍କରସ କ୍ଲବ ପକ୍ଷରୁ ସ୍ୱାଗତ

ବିଜୁ ମହିଳା ଜନତା ଦଳର ନୂତନ ସାଂଗଠନିକ ପରିବର୍ତ୍ତନକୁ ନେଇ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା…

ଶାସକ ଦଳ ସଂଗଠନରେ ଯଦି ପରିବର୍ତ୍ତନ ହୁଏ ତେବେ ସବୁଆଡେ ଚର୍ଚ୍ଚା ହୁଏ । ଆଉ ଯଦି ଛୋଟ ଛୋଟ ଦଳ ବିରୋଧି ଦଳର ସଂଗଠନରେ ପରିବର୍ତ୍ତନ ହୁଏ ତେବେ

ପୁଣି ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା )ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ । କାର୍ତ୍ତିକ ମାସ ଆରମ୍ଭରୁ ପାଖାପାଖି ୨୧ ଦିନ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ ଥିବା କହିଛନ୍ତି ଶ୍ରୀମନ୍ଦିର

ଓଡିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଭାରତୀୟ ମଜଦୁର ସଂଘ ଦ୍ୱାରା  ପରିଚାଳିତ ଓଡିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘର ଆହ୍ଵାନ କ୍ରମେ ଆଜି ଗଞ୍ଜାମଜିଲ୍ଲା ତରଫରୁ ଛତ୍ରପୁର ଡି.ଆର.ଡି.ଏ ଅଫିସ

ନବନିର୍ମିତ ଘରର ଛାତ ଭୁଷୁଡି ଘର ମାଲିକଙ୍କ ମୃତ୍ୟୁ …

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ଶିରିକଣା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ନିର୍ମାଣଧୀନ ଗୃହର ଛାତ ଭୁଶୁଡି ଘର ମାଲିକଙ୍କ ମୃତ୍ୟୁ ହୋଇଛି । ମୃତ

ଜିଲ୍ଲା ଦିବ୍ୟାଙ୍ଗ ସାଧନା କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସମଗ୍ର ଶିକ୍ଷା ଅଭିଯାନ,ଅନ୍ତର୍ନିବେଶି ଶିକ୍ଷା ବିଭାଗ ପକ୍ଷରୁ  ଭିନ୍ନକ୍ଷମ ଛାତ୍ରଛାତ୍ରୀ  ଓ ଅଭିଭାବକମାନଙ୍କ ବାକ୍ ଚିକିିତ୍ସା ଓ ଭୌତିକ ଚିକିତ୍ସାପାଇଁ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଆଜି

ବୁଗୁଡ଼ାରେ ଓକିଲଙ୍କୁ ପୋଲିସର ମାଡ଼ ମାରିବା ଘଟଣାକୁ ନେଇ ଗଞ୍ଜାମଜିଲ୍ଲାରେ ହଇଚଇ …

ଛତ୍ରପୁର(ସମୃଦ୍ଧ ଓଡିଶା)ବୁଗୁଡାରେ ଜଣେ ଆଇନଜୀବିଙ୍କୁ ମାଡ ମାରିଲା ପୋଲିସ । ଏକ ବିବାଦୀୟ ରାସ୍ତାକୁ ନେଇ ବୁଗୁଡା ଥାନାରେ ଆଲୋଚନା ଚାଲିଥିଲା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା  ।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ପୋଷାକ ବଣ୍ଟନ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷରେ ୧୨୪ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂହ

ବିଡ଼ିଏ କିରାଣୀ ଵାଣିଶ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଟଙ୍କା ଜବତ ଓ ସେ ଗିରଫ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଘରର ନକସା ଅନୁମୋଦନ ଫାଇଲ୍ ପ୍ରୋସେସିଂ ପାଇଁ ୧୨ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡି ବ୍ରହ୍ମପୁର ଉନ୍ନୟନ ସଂସ୍ଥା (ବିଡ଼ିଏ)ର ଡ଼ିଲିଙ୍ଗ୍ କିରାଣୀ ସି.ଏଚ୍

ଚାର୍ଜସିଟ୍‌ ଦାଖଲ ନ ହେବାରୁ ପୋଲିସ-ଓକିଲ ବିବାଦ ଶୁଣାଣି ଘୁଞ୍ଚିିଲା ୧୫କୁ …

କଟକ (ସମୃଦ୍ଧ ଓଡିଶା) ପୁଲିସ-ଆଇନଜୀବୀ ବିବାଦର ଆଜି ବି ଶୁଣାଣି ହୋଇ ପାରିଲାନାହିଁ । ହାଇକୋର୍ଟ ଆଜି ପୁଲିସ ଆଇନଜୀବୀ ବିବାଦର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଚାର୍ଜସିଟ ଦାଖଲ

ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ଛତିଶଗଡର ଦାନ୍ତେୱାଡା ଠାରେ ମାଓବାଦୀ ମାନେ ଗୁଳିକରି ହତ୍ୟାକରିବା ପ୍ରତିବାଦରେ ଜଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଶହୀଦଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ହୋସଲା-୨୦୧୮’ରେ ଜଳେଶ୍ୱର ଗାନ୍ଧୀ ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଶିଶୁ ମହିଳା ବିକାଶ ଓ ମିଶନ ଶକ୍ତି ବିଭାଗ, ଭୁବନେଶ୍ୱର ତରଫରୁ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ଶିଶୁ

ମାଗଣା ଉଜ୍ଜ୍ୱଳା ଗ୍ୟାସ ଯୋଗାଣ ପ୍ରହସନ: ମହିଳାଙ୍କୁ ଠକିଲେ ସରକାର, ମା’ମାନେ ପୁଣି ଧରିଲେ କାଠ ଚୁଲି …

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ମୋଦୀ ସରକାରଙ୍କର ବହୁ ପ୍ରଚାରିତ ଗରିବ ମାଆ ମାନଙ୍କର ଆଖିର ଲୁହ ପୋଛିବା ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଣ ପ୍ରହସନରେ ପରିଣତ

ଘାଟାକେଶ୍ୱର ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି ନେଇ ଚାଷୀ ସୁରକ୍ଷା ଅଭିଯାନର ଆନ୍ଦୋଳନ ନିଷ୍ପତ୍ତି …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମସିହାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁକୁଡ଼ାଖଣ୍ଡି ବ୍ଳକର ଘଡ଼କା ନାଳ ଉପରେ ଡ୍ୟାମ ନିର୍ମାଣ କରାଯାଇ ତଳି ଅଞ୍ଚଳର ଜମି ଗୁଡ଼ିକୁ ମରୁଡ଼ି ଦାଉରୁ ରକ୍ଷା କରିବା

“ସରକାରୀ କାର୍ଯ୍ୟାଳୟରେ ଲାଗିବ ଆରଏସ୍‌ଏସ୍‌ ଶାଖା, ଭାଗନେଇ ପାରିବେ କର୍ମଚାରୀ”

ଭୋପାଳ(ସମୃଦ୍ଧ ଓଡିଶା) ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଏଣିକି ରାଷ୍ଟ୍ରୀୟ ସ୍ୱୟଂ ସେବକ  ଶାଖା ଖୋଲିବ ଓ  ଏହି କାର୍ଯ୍ୟାଳୟର କର୍ମଚାରୀମାନେ ସେଥିରେ ଭାଗ ନେବାରେ କୌଣସି କଟକଣା ରହିବନି ବୋଲି ମତ ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଗୋପାଳପୁର ବିଧାୟକ ନିଜ କର୍ମୀଙ୍କୁ ନେଇ ମନାଉଛନ୍ତି ମିଶ୍ରଣ ପର୍ବର ପ୍ରହସନ : ବିଜେପିର ଅଭିଯୋଗ

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସଂପ୍ରତି ରିଲିଫ ବଣ୍ଟନରେ ବ୍ୟାପକ ହେରଫେର ହୋଇଥିବା ବେଳେ ବିଜେଡି ମିଶ୍ରଣ ପର୍ବ ଏକ  ପ୍ରହସନ ପାଲଟିଛି । ବିଜେଡି ଲୋକଙ୍କୁ ହିଁ

ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ପକ୍ଷରୁ ବିଭିନ୍ନ ଦାବି କରାଯାଇଛି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକର ଉନ୍ନତି ନିମନ୍ତେ ମଧ୍ୟ ଦାବି ହୋଇଛି  । ୩