Author: ସମୃଦ୍ଧ ଓଡିଶା

ଢେଙ୍କାନାଳରେ ଜାତୀୟ ଶିକ୍ଷା ଦିବସ ପାଳନ ହୋଇଯାଇଛି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଗତ ରବିବାର ଦିନ ପୌରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟର ପରିସରରେ ଜାତୀୟ ଶିକ୍ଷା ଦିବସ ପାଲନ  ହୋଇଯାଇଛି । ଏହି ଉପଲକ୍ଷେ

ହାୱଡା-ପୁରୀ ଧଉଳି ସୁପର ଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ ଲାଇନ ଚ୍ୟୁତ …

ଜଳେଶ୍ୱରନ (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁରଡିଭିଜନର ଭୋଗପୁର ଓ ପାଁଶକୁଡା ରେଳ ଷ୍ଟେସନମଧ୍ୟରେ ଥିବା ନାରାୟଣ ପାକୁଡିଆ ମୁଢାଇ ଷ୍ଟେସନନିକଟରେ ମଙ୍ଗଳବାର ସକାଳ ଘ୭.୦୮ମି. ସମୟରେ ଦ୍ରୃତଗତିରେ ଓଡିଶା ଅଭିମୁଖେ

ଆନ୍ଧ୍ରା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନବୀନଙ୍କୁ ନିମନ୍ତ୍ରଣ କଲେ : ଆସନ୍ତା ୨୨ରେ ମୋଦିଙ୍କୁ ହଟାଇବା ପାଇଁ ସର୍ବଦଳୀୟ ବୈଠକ,ଯାଇ ପାରିବେ ତ ?….

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କଥା ହୋଇ ଆସନ୍ତା ୨୨ ତାରିଖରେ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଫୋନ୍‌ କରି

ଆମ ମୁଖ୍ୟମନ୍ତ୍ରୀ ଖୁବ ଉଲ୍ଲସିତ:ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିବା ପରେ ଅସଲ କଥାଟା ବଖାଣି ଦେଲେ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’। ଏହି ମେଗା ଇଭେଣ୍ଟରେ ଯୋଗଦେଇଥିବା ଶିଳ୍ପପତି ଓ ଶିଳ୍ପ ସଂସ୍ଥାର

ଶିକ୍ଷାବିତ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧରେ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳି ଦେଲେ ଗଞ୍ଜାମସହରବାସୀ ଓ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କଲେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ  ସହରର ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ତଥା ପ୍ରଜ୍ଞା ପୁରୁଷ ଛାତ୍ର ବତ୍ସଳ ଗୁରୁ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଗଞ୍ଜାମ ସହରର

ଭିନ୍ନ ଭିନ୍ନ ଦୁଃର୍ଘଟଣା: ଅଟୋ-ଇଣ୍ଡିକା ଧକ୍କାରେ ଅଟୋ ଡ୍ରାଇବାର ମୃତ୍ୟୁ,ଅନ୍ୟ ୨ ଗୁରୁତର …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଥାନା ଅଧିନସ୍ଥ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଅଟୋ-ଇଣ୍ଡିକା ଧକ୍କାରେ ଜଣେ ମୄତ୍ୟୁ ବରଣ କରିଥିବା ବେଳେ, ସ୍କପିଓ ଓଲଟି ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି

ବିଭିନ୍ନ ଦାବି ନେଇ ମାନବ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଭିଜିଲାନ୍ସ ଏସପିଙ୍କୁ ସ୍ମାରକପତ୍ର …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏମକେସିଜି ଓ ସିଟି ହସପିଟାଲରୁ ଘରୋଇ ନର୍ସିଂ ହୋମକୁ ରୋଗୀ ଚାଲାଣ କରୁଥିବା ଓ ଔଷଧ କମ୍ପାନୀର ଦଲାଲଗିରି କରି ଘରୋଇ ଔଷଧ କିଣିବା ପାଇଁ

ଜଳେଶ୍ୱରର ଟାଣୁଆ ନେତା ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରା:ରା:ପୁର ଗ୍ରାମ ପଞ୍ଚାୟତ କୁଞ୍ଜ ହାଟ ପଡିଆଠାରେ ଗତ ଶନିବାର ସନ୍ଧ୍ୟାରେ ରା:ରା:ପୁର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ପ୍ରବୀର କୁମାର ଦାସଙ୍କ

ଜଳେଶ୍ୱର ବ୍ରାଉନ ସୁଗରର ପେଣ୍ଠସ୍ଥଳୀ:ବ୍ରାଉନ ସୁଗର ଜବତ ୧ ଗିରଫ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡେଶ୍ୱର ଗ୍ରାମର ସେକ ସମର ତୁଲ୍ଲା (ବୟସ ୫୨ବର୍ଷ)ଙ୍କ ଘରେ ଆଜି ସକାଳେ ୩ ଘଣ୍ଟିକା ସମୟରେ ଅବକାରୀ କମିଶନର ଦେବେନ୍ଦ୍ର

ବ୍ରହ୍ମପୁର ଷ୍ଟାଡିୟମରେ ଜିଲ୍ଲା ଯୁବ ମହୋତ୍ସବ ଉଦଯାପିତ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ଗଞ୍ଜାମଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଛି । କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଲୋକଗୀତ ପ୍ରତିଯୋଗିତାରେ

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀକୁ ନେଇ ରାଜନୀତି …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନେଇ ଅଯଥା ରାଜନୀତି କରାଯାଉଥିବାରୁ ସାଧାରରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପାର୍ଥିପତ୍ର ଦାଖଲରୁ ଅସନ୍ତୋଷ

ଭୂ-ଅର୍ଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଆରଡ଼ିସି …

ଛତ୍ରପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଅଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗା ଆଓ ଛତ୍ରପୁର ସ୍ଥିତ ସ୍ୱତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟକୁ ଶୁକ୍ରବାର ଦିନ ପରିଦର୍ଶନ କରିଥିଲେ । ଭୂ-ଅର୍ଜନ କାର୍ଯ୍ୟାଳୟର ସମସ୍ତ ନଥିପତ୍ର ଆରଡିସି

ଛତ୍ରପୁର ଉପକାରାଗାରରେ ଅନ୍ତେବାସୀଙ୍କୁ ସୁସ୍ଥ ସମାଜ ଗଠନ କରିବାକୁ ପରାମର୍ଶ …

ଛତ୍ରପୁର (ସମୃଦ୍ଧ ଓଡିଶା) All India True Christian Council ପକ୍ଷରୁ ଛତ୍ରପୁର ଉପକାରାଗାରରେ ଏକ ସଚେତନତା କାର୍ଯ୍ୟକ୍ରମ ଜେଲର ଅନ୍ତେବାସୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଅନ୍ତେବାସୀମାନେ ପରସ୍ପରକୁ ଭଲ

ବେଗୁନିଆପଡାରେ ବିଜେଡିର ଜନସମ୍ପର୍କ ଯାତ୍ରା …

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେଡ଼ି ସରକାରର ବିଭିନ୍ନ ଲୋକହିତକର ପ୍ରକଳ୍ପ ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ସଚେତନତା ସୃଷ୍ଟି କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀରୁ

ଅନସ୍ଲୋ ହାଇସ୍କୁଲରେ ଜାତୀୟ ଶିକ୍ଷା ଦିବସ ପାଳିତ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ସମ୍ମିଳନୀ ଗୃହରେ ଗତକାଲି ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏଥିରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ ।

କର୍ଣ୍ଣାଟକର ଆଇକନ ନେତା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକରେ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଗଭୀର ଶୋକ ….

ବେଙ୍ଗାଲୁର(ସମୃଦ୍ଧ ଓଡିଶା)ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ୫୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ଫୁସ୍‌ଫୁସ୍‌ ଜନିତ କ୍ୟାନସରରେ ପୀଡ଼ିତ ଥିଲେ। ଲଣ୍ଡନ ଓ ନ୍ୟୁୟର୍କରେ ମଧ୍ୟ

ମେକ୍‌ ଇନ ଓଡ଼ିଶା କନକ୍ଲେଭ ଉଦଘାଟିତ

ଭୁବନେଶ୍ୱର (ସମୃଦ୍ଧ ଓଡିଶା )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାକୁମ୍ଭ ମେକ-ଇନ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ଜନତା ମୈଦାନଠାରେ ଅନୁଷ୍ଠିତ ଏହି କନକ୍ଲେଭ ୫ ଦିନ ଧରି

ସୋନିଆ ଗାନ୍ଧି କିଣିଲେ କନ୍ଧମାଳ ହଳଦି

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଙ୍କ ମାତା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ନୂଆଦିଲ୍ଲୀର ଜନପଥ ନିକଟରେ ଅନୁଷ୍ଠିତ ହୋଇଥିବା ଜୈବିକ ମହୋତ୍ସବକୁ ଭ୍ରମଣରେ ଯାଇଥିଲେ।ମେଳାରେ  କନ୍ଧମାଳର  ହଳଦି ତାଙ୍କ  ନଜରକୁ 

ବାହାରିପାରିଲାନି ପୁଲିସ-ଓକିଲ ବିବାଦର ନିଷ୍କର୍ସ : ଚାଲୁ ରହିବ କି ଆନ୍ଦୋଳନ ?

କଟକ(ସମୃଦ୍ଧ ଓଡ଼ିଶା )ପୁଲିସ-ଓକିଲ ବିବାଦର ସମାଧାନ କେବେ ହେବ, ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଆଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ

ଛତ୍ରପୁର ଆଞ୍ଚଳିକ ପରିଷଦ ବୈଠକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ପରିଷଦ ବୈଠକ ସାଥି ସିକନ୍ଦର ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ଗତ

‘ବାଲମୁକୁନ୍ଦ’ କେନ୍ଦ୍ରର ପିଲାମାନେ ପାଳନ କଲେ ସେବା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜଗତଗୁରୁ କୃପାଳୁ ମହାରାଜାଙ୍କ ଶିଷ୍ୟ ସ୍ୱାମୀ ମୁକୁନ୍ଦ ନନ୍ଦଜୀଙ୍କ ନିର୍ଦେଶ କ୍ରମେ ରାଜଗୁରୁ ସହି ପରିଚ୍ଛା ମଠରେ ଚାଲୁଥିବା “ବାଲ ମୁକୁନ୍ଦ” କେନ୍ଦ୍ରର ପିଲାମାନଙ୍କ ଦ୍ୱାରା “ଆମେ

ହାତୀଓଟ ଜରାଶ୍ରମର ବୃଦ୍ଧାଙ୍କୁ ଶୀତ ବସ୍ତ୍ର ଦାନ କଲେ ପୋଲସରା ବିଧାୟକ …

ପୋଲସରା (ସମୃଦ୍ଧ ଓଡିଶା) କାର୍ତ୍ତିକ ମାସରେ ଧର୍ମ ଅର୍ଜନ କରିବା ହେଉଛି ସାଧାରଣ ମନୁଷ୍ୟର କର୍ତ୍ତବ୍ୟ ବୋଲି ଶାସ୍ତ୍ରରେ ଲେଖା ହୋଇଛି । ସେଥିପାଇଁ ବୃଦ୍ଧ ବନିତା ସମସ୍ତେ ଦେବଦେବୀଙ୍କୁ

ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ଯୁବ ମହୋତ୍ସବରେ ସାଂସଦ, ଅଭିନେତା ସିଦ୍ଧାନ୍ତ …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ସଂସ୍କୃତି ବିଭାଗପକ୍ଷରୁ ୨୪ତମ ଜିଲ୍ଲା ଯୁବ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ତଥା ରାଜ୍ୟର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର

ବିଜୁବାବୁଙ୍କ ନାଁରେ ଦାମ ଗଢ଼ିଲେ ନୂଆ ଦଳ:ବିଜୁ ସମତା କ୍ରାନ୍ତି ଦଳ

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଗତକାଲି ନିଜର ରାଜନୀତିକ କାର୍ଡ ଖୋଲିଛନ୍ତି । ବିଜେଡିରୁ ବହିଷ୍କାର ହେବାର ପ୍ରାୟ ଦୁଇମାସ ପରେ

କଂଗ୍ରେସ ପାଇଁ ଏକାଠି ପ୍ରଚାର କଲେ ରାହୁଲ ଓ ମୋଦି ଶୁଣିଲେ ଆଶ୍ଚର୍ଯ୍ୟ ହେବେ !..

ରାୟପୁର (ସମୃଦ୍ଧ ଓଡିଶା) ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକିଥିବାବେଳେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ ଦଳ ପାଇଁ

ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗ:ମୋବାଇଲ ଛଡ଼ାଇ ଭିଡିଓ ଡିଲିଟ୍‌ କରିଦେଲେ ଅଧିକାରୀ …

ନୟାଗଡ଼ (ସମୃଦ୍ଧ ଓଡ଼ିଶା) ରାଜ୍ୟରେ ଗତ କିଛି ବର୍ଷ ହେଲା ସାମ୍ବାଦିକମାନେ ସରକାରୀ ଅଧିକରୀମାନଙ୍କ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ସେଥିପାଇଁ ସାମ୍ବାଦିକମାନେ ବ୍ଲକଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଗଣବିକ୍ଷୋଭ, ଆନ୍ଦୋଳନ, ଶୋଭାଯାତ୍ରା,

ଗଞ୍ଜାମଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ:ବିରୋଧୀ କହିଲେ ଏହା ରାଜନୈତିକ ପ୍ରହାଳିକା …

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦିନିକିଆ ଗଞ୍ଜାମ ଗ୍ରସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାରଥାନ ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଛତ୍ରପୁରରେ ନୂତନ ଶୈଳୀରେ ସୌନ୍ଦର୍ଯ୍ୟ ଭାବେ ନବନିର୍ମିତ

ପାୱାରଫୁଲଙ୍କ ପାଖରେ ଜିଲ୍ଲାପାଳ …

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟର ମୋଷ୍ଟ ପାୱାରଫୁଲ, ଚଳନ୍ତି ମୁଖ୍ୟମନ୍ତ୍ରୀ କୁହାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ପର୍ସନାଲ ସେକ୍ରେଟାରୀ ଭି.କେ.ପାଣ୍ଡିଆନ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଓ ଡିଆରଦିଏ ପି.ଡି.ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ରାଜ୍ୟ ସରକାର କେତେ ଜମି ଚାଷୀଙ୍କଠୁ ଛଡାଇ ଆଣି ଶିଳ୍ପ ହାତରେ ଦେଇଛନ୍ତି ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନବୀନ ସରକାର ଅତୀତରେ ଶିଳ୍ପ ସଂସ୍ଥାମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଚାଷୀମାନଙ୍କୁଠାରୁ ହଜାର ହଜାର ଏକର ଉର୍ବର ଓ ଜଳସେଚିତ ଜମି ନେଇ ଶିଳ୍ପସଂସ୍ଥାମାନଙ୍କ ହାତକୁ

ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼:ବାତ୍ୟା ଓ ବନ୍ୟାର ସମ୍ଭାବନା …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡର ରୂପ ନେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି