Author: ସମୃଦ୍ଧ ଓଡିଶା

ସବୁଜ ବଳୟ ନାଁରେ ପୁଣି ହେବ ଅର୍ଥ ଶ୍ରାଦ୍ଧ ?..

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ରାଜ୍ୟରେ ସବୁଜ ବଳୟ ନାଁରେ ପୁଣି ସରକାରୀ ଧନ ଲୁଟ କରିବା ପାଇଁ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପ୍ଲାନ । ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ

ବାପୁଜୀ ନଗର ଷ୍ଟେଟ୍‌ ବ୍ୟାଙ୍କରେ ଅଗ୍ନିକାଣ୍ଡ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ବାପୁଜୀ ନଗରରେ ଭୟାବହ ଅଗ୍ନିକାଣ୍ଡ । ବାପୁଜୀ ନଗର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଠ ଘଟିଛି ।

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ମୋର୍ଚ୍ଚା ସଭାପତି ଗୋବିନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଦୀପ

ରାୟଗଡା ଜିଲ୍ଲାପ୍ରଶାସନର ସହାୟତା ଯୋଗୁଁ ମିତା ସୁସ୍ଥ ହୋଇ ଫେରିଲା …

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ପ୍ରଶାସନ ଦେଇଥିଲା ପ୍ରତିଶ୍ରୁତି  ମିତା ଶବରକୁ ଚିକିତ୍ସା କରାଇ ସୁସ୍ଥ କରିବ । ପ୍ରଶାସନ ପକ୍ଷରୁ ଦେଇଥିବା ପ୍ରତିଶ୍ରୁତିକୁ ସଠିକ ଭାବେ ତୁଲାଇବାରେ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ : ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ …

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମଜିଲ୍ଲା ଗ୍ରସ୍ତରେ ଆସି ୧୦୯ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି

ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ଗ୍ରୀନ ମହାନଦୀ ମିସନରେ ଖର୍ଚ୍ଚ ହେବ ୪୪୫ କୋଟି ଟଙ୍କା

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ମହାନଦୀର କୂଳେ କୂଳେ ଗଛ ଲଗାଇ ସବୁଜ ବଳୟ ନିର୍ମାଣ ଲକ୍ଷ୍ୟରେ ଗଠନ ହେବ ଗ୍ରୀନ୍‌ ମହାନଦୀ ମିସନ। ଏହି ମିସନରେ ୪୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ

ପ୍ରିୟାଂଶୁ ହଟାଓ ବିଜେଡି ବଞ୍ଚାଓ ସ୍ଲୋଗାନରେ କମ୍ପିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ…

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ବିଜେଡିରୁ ହଟାଇଲେ ବିଜେଡି ବଞ୍ଚିବ ବୋଲି ନାରା ଦେଇ ପ୍ରିୟାଂଶୁ ଅସନ୍ତୁଷ୍ଠ ବିଜେଡି କର୍ମୀମାନେ ଗଂଜାମ ଏନଏସିରେ

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଏମସି, ଇଡକୋ,ଇପିକଲ,ଯୋଗାଣ ନିଗମରେ କେତେ ପିଲା ନିଯୁକ୍ତି ପାଇଛନ୍ତି…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଶାସକ ବିଜେଡି କେନ୍ଦ୍ରସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ବିରୋଧ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ରାଜ୍ୟର ବିକାଶ

ମୁଖ୍ୟ ଶାସନ ସଚିବଙ୍କ ମହାଖୁଲାସା, ନବୀନ ୧ ନମ୍ବର ବିଶ୍ୱାସଘାତକ : କଂଗ୍ରେସ

ଭୁବନେଶ୍ୱର (ସମୃଦ୍ଧ ଓଡିଶା): ଧରାପଡିଛି ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରମାଗତ ପ୍ରତାରଣା । ଗୋଟିଏ ପଟେ ୨୦୧୪ ନିର୍ବାଚନ ପରେ

ଜଳବାୟୁ ପରିବର୍ତନକୁ ନେଇ ୩ କି.ମି.ର ଚିତ୍ରକଳା ଶିବିର ଆର୍ଟ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ହେବ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ୱକୁ ବର୍ତମାନ ସବୁଠାରୁ ବିପଦ ଜଳବାୟୁ ପରିବର୍ତନ । ଏଥି ପାଇଁ ବିଶ୍ୱର ମାନବ ସମାଜକୁ ସଚେତନ ହେବା ନିହାତି ଜରୁରି ହୋଇ ପଡିଛି ନ ହେଲେ ବିଶ୍ୱର

ଗ୍ରାମ୍ୟ ରାସ୍ତାରେ ବାଲି ବୋଝେଇ ଗାଡି ଯିବାକୁ ନେଇ ଗ୍ରାମବାସୀ ମାନଙ୍କ ଦ୍ୱାରା ରାସ୍ତାରୋକ…

ଜଳେଶ୍ୱର(ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ମହମ୍ମଦନଗରପାଟଣା ଗ୍ରାମର ମୂଖ୍ୟ ଗ୍ରାମ୍ୟରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ବାଲି ବୋଝେଇ ଗାଡି ଯାଉଥିବାରୁ ଗ୍ରାମବାସୀ ମାନଙ୍କ ଦ୍ୱାରା ୮ତାରିଖ ଗୁରୁବାର

ଜଳେଶ୍ୱର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ…

ଜଳେଶ୍ୱର(ସମୃଦ୍ଧ ଓଡିଶା)ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଜଳେଶ୍ୱର ବ୍ଲକର ନୁଆବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ୮ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ବ୍ଲକର ୩୫ଟି ଗ୍ରାମପଂଚାୟତରୁ ବହୁ ବୃଦ୍ଧବୃଦ୍ଧା

ଢେଙ୍କାନାଳ ସଦର ବ୍ଲକ କକୁଡିଭାଗ ଗ୍ରାମପଞ୍ଚାୟତର ବିଜୁ ଯୁବବାହିନୀ ତରଫରୁ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ କକୁଡିଭାଗ ଗ୍ରାମପଞ୍ଚାୟତର ବିଜୁ ଯୁବବାହିନୀ ତରଫରୁ ଏକଦିନିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ କକୁଡିଭାଗ ଗ୍ରାମପଞ୍ଚାୟତର ସରପଞ୍ଚ ଅନ୍ତ୍ରଯ୍ୟାମୀ ସାହୁ

ଢେଙ୍କାନାଳ ସଦର ବ୍ଲକରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟାପକ ପିସି କାରବାର ବିରୁଦ୍ଧରେ ବିଜେପିର ଗଣଧାରଣା ଓ ବିକ୍ଷୋଭ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟାପକ ପିସି କାରବାର ବିରୁଦ୍ଧରେ  ବିଜେପିର ଗଣଧାରଣା ଓ ବିକ୍ଷୋଭ କରାଯାଇଥିଲା । ଏଥିରେ ଜିଲ୍ଲାର ବରିଷ୍ଟ ବିଜେପି କର୍ମୀମାନେ ଯୋଗଦେଇ ଥିଲେ ।

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣର ବିଫଳତା ଓ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ଅବ୍ୟବସ୍ଥା ଓ ବେରୋଜଗାରୀ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗଣଧାରଣା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣର ବିଫଳତା ଓ ଦେଶରେ ଦେଖାଯାଇଥିବା ଅର୍ଥନୈତିକ ଅସ୍ଥିରତା ଓ ବେରୋଜଗାରୀ ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

ପିଙ୍ଗୁଆ ଗ୍ରାମର ସାଇ ପରିବାର ତରଫରୁ ସାଇ ବାବାଙ୍କ ମନ୍ଦିର ନିର୍ମାଣର ଶୁଭାରମ୍ଭ ….

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପିଙ୍ଗୁଆ ଗ୍ରାମର ସାଇ ପରିବାର ତରଫରୁ ଆଜି ସାଇ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଜାଗା ଠିକ କରାଯାଇଛି । ସେହି ଜାଗରେ ୨୦୦ ଟ୍ରପି ମାଟି ପକାଇ ଜାଗାକୁ

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଳାଦିବସ ପାଳନ …

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି କଳାଦିବସ ପାଳନ କରାଯାଇଛି । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି

ଡିସେମ୍ବର ଶେଷ ସପ୍ତାହରେ ବୁଗୁଡ଼ା ଆସୁଛନ୍ତି ପୁରୀ ଗଜପତି ମହାରାଜା …

ବୁଗୁଡ଼ା (ସମୃଦ୍ଧ ଓଡିଶା) ଗଜପତି ମହାରାଜା ଦିବ୍ୟସିଂହ ଦେବ ଡିସେମ୍ବର ୨୭,୨୮,୨୯ ୩୦,ତାରିଖରେ ଆସିବାକୁ ଥିବା ବୁଗୁଡା ଦିବ୍ୟ ଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦ ଆଧ୍ୟାତ୍ମିକ ସାଂସ୍କୃତିକ କେନ୍ଦ୍ର

ଆସିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗଣ ବିକ୍ଷୋଭ …

ଆସିକା (ସମୃଦ୍ଧ ଓଡିଶା) ଅଖିଳ ଭାରତ କିଷାନ ମଜଦୁର ସଭା ପକ୍ଷରୁ ଆଜି ଆସିକା ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀଙ୍କୁ କ୍ଷତିପୂରଣ, ସବୁ ଗରିବଙ୍କୁ

ବୃନ୍ଦାବନ ନାୟକ ଥିଲେ ଯଥାର୍ଥରେ କର୍ମବୀର ତାଙ୍କର ପ୍ରେରଣା ଏବେ ବି ଜୀବିତ – ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର …

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ତତକାଳୀନ ବିଧାୟକ ତଥା ଭାଗ୍ୟବିଧାତା ସ୍ଵର୍ଗତ ବୃନ୍ଦାବନ ନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ବ୍ରହ୍ମପୁର ଟାଉନ ହଲରେ ବହୁ ଆଡମ୍ବର ସହକାରେ

ଗଞ୍ଜାମ ଜିଲ୍ଲାର ନବନିର୍ମିତ ଜିଲ୍ଲାପରିଷଦ ଭବନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଆଗାମୀ ୧୦ତାରିଖ ଦିନିକିଆ ଗସ୍ତରେ…

ଛତ୍ରପୁର(ସମୃଦ୍ଧ ଓଡିଶା)ଆଗାମୀ ୧୦ତାରିଖ ଦିନ ମୁଖ୍ୟମନ୍ତ୍ରୀ ଗଂଜାମ ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ନବନିର୍ମିତ ଜିଲ୍ଲା ପରିଷଦ ଭବନ ଉଦଘାଟନ କରିବେ

ବ୍ରହ୍ମପୁର ସହରରେ କାଳୀପୂଜା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗେଟ ବଜାର ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ କାଳୀ ପୂଜା ଉପଲକ୍ଷେ ଏକ ୨୨ ଫୁଟିଆ କାଳୀମୂର୍ତ୍ତି ସ୍ଥାପନକୁ ନେଇ ସହରରେ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଜାଗ୍ରତ ହୋଇଛି । ପୂର୍ବରୁ

ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ରେସନକାର୍ଡ ପ୍ରଦାନ ନେଇ ବିଡିଓଙ୍କୁ ଭେଟିଲେ ପଞ୍ଚାୟତବାସୀ…

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ମାନଙ୍କୁ ରେସନକାର୍ଡ  ପ୍ରଦନା କରାଯାଉନଥିବା ଏବଂ ସରପଞ୍ଚ  ଓ ଭିଏଲ ଡବ୍ଲ୍ୟୁ ମିଶି ମିଳିତ ଭାବେ

ବୁଗୁଡ଼ାରେ ଠାକୁରାଣୀ ଯାତ୍ରାପାଇଁ ପ୍ରସ୍ତୁତି…

ଛତ୍ରପୁର (ସମୃଦ୍ଧ ଓଡିଶା) ବୁଗୁଡାରେ ଅପ୍ରେଲ ୨୩ତାରିଖରେ ହେବାକୁ ଥିବା ମାଁ ଠାକୁରାଣୀ ଯାତ୍ରାର ପ୍ରଥମ ପ୍ରସ୍ତୁତି ବୈଠକ ଆଜି ବୁଗୁଡା ଏନ.ଏ. ସି ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ

ବିଜେପି ବିରୁଦ୍ଧରେ ମହାମେଣ୍ଟ ପାଇଁ ଆନ୍ଧ୍ର ମୂଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭୂମିକାକୁ ନେଇ ରାଜନୀତି ସରଗରମ….

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )କିଛିଦିନ ହେଲା ନୂଆଦିଲ୍ଲୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ମିଶିବା ପରେ ଅନ୍ୟାନ୍ୟ ବିଜେପି ବିରୋଧୀ ନେତାମାନଙ୍କୁ ସାକ୍ଷାତ କରୁଥିବାରୁ ଜାତୀୟ

ନବୀନ ଏକନମ୍ବର ପ୍ରତାରକ ଓ ବିଶ୍ୱାସଘାତକ ବୋଲି ଅଭିଯୋଗ କଲା କଂଗ୍ରେସ …

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ନବୀନ ଏକନମ୍ବର ପ୍ରତାରକ ଓ ବିଶ୍ୱାସଘାତକ ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପ୍ରତାରଣା

ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ, ଦୈରାତ୍ମା ବନ୍ଦ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଓ ଦୈରାତ୍ମା ବନ୍ଦ କରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନସାଧାରଣଙ୍କ ଗଣଧାରଣା । ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଓ ଦୈରାତ୍ମା

ପୋଲସରାରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ମନଶିଳା ଗ୍ରାମପଞ୍ଚାୟତର ଖେଳ ପଡିଆଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ

ରାଜଧାନୀରେ ହେବାକୁ ଥିବା ବିଶ୍ୱ ହକିଖେଳ ପାଇଁ ଛତ୍ରପୁରରେ ସଚେତନତା କାର୍ଯ୍ୟକ୍ରମ …

ଛତ୍ରପୁର (ସମୃଦ୍ଧ ଓଡିଶା)ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି

କର୍ମବୀର ବୃନ୍ଦାବନ ନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ଆସନ୍ତାକାଲି ପାଳନ ହେବ:ସମସ୍ତଙ୍କୁ ନିମନ୍ତ୍ରଣ କଲେ ସଭାପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କର୍ମବୀର ବୃନ୍ଦାବନ ନାୟକଙ୍କ ୧୦୮ତମ ଜୟନ୍ତୀ ଉତ୍ସବ ଆସନ୍ତା କାଲି ଦିନ ୧୦.୩୦ ଘଣ୍ଟିକା ସମୟରେ ବ୍ରହ୍ମପୁର ଟାଉନ ହଲ ପରିସରରେ ଅନୁଷ୍ଠିତ ହେବ । ଏହି ଅବସରରେ