Author: ସମୃଦ୍ଧ ଓଡିଶା

ଦୋସ୍ତୀ କ୍ଲବର ଅଭିନବ ଉପାୟରେ ଦୀପାବଳୀ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପିଙ୍ଗୁଆ ଗ୍ରାମର ମଝି ସାହି ଦୋସ୍ତୀ କ୍ଲବର ସଦସ୍ୟମାନେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଅଭିନବ ପ୍ରୟାସ କରି ପ୍ରସଂଶିତ ହୋଇଛନ୍ତି . ଗତକାଲି ଦୀପାବଳୀରେ ଦିନରେ ଭୋଜି

ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନୂଆ ମୋଡ଼ : ୧୨ରୁ ମାତ୍ର ଜଣେ ଯୋଗ୍ୟ ବିବେଚିତ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆବଶ୍ୟକ ବିଚାରପତି ନ ଥିବାରୁ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁନାହିଁ ଦର୍ଶାଇ ଗୋଟିଏ ସମୟରେ ଆଇନଜୀବୀମାନେ ଆପତ୍ତି ଉଠାଇଥିଲେ । କଟକରେ ପୁଲିସ-ଆଇନଜୀବୀ ବିବାଦ କାରଣରୁ ଦୀର୍ଘ ଦୁଇ ମାସ ଧରି କୋର୍ଟ

ଗତକାଲି ରାତିରେ ବ୍ରହ୍ମପୁର ଫୂଡିସ ରେସଟୁରେଣ୍ଟରେ ଅଗ୍ନିକାଣ୍ଡ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର କାମାପଲ୍ଲୀ ବ୍ରିଡ଼ଜି ନିକଟରେ ଥିବା ଫୂଡିସ ରେସଟୁରେଣ୍ଟରେ ଅଗ୍ନିକାଣ୍ଡ ଘଟି ସହରକୁ ଆତଙ୍କିତ କରିଦେଇଛି । କ୍ଷୟକ୍ଷତିର ପରିମାଣ ସଠିକ ଜଣା ପଡ଼ିନଥିଲେ ମଧ୍ୟ ବାରମ୍ବାର

ଖୁବଶୀଘ୍ର ଦାମ ରାଉତ ଗଢ଼ିବେ ନୂଆ ଦଳ:ନବୀନଙ୍କୁ ହଟାଇବା ଏକ ମାତ୍ର ଲକ୍ଷ ହେବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଡା.ଦାମୋଦର ରାଉତ ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ବୁଧବାର ସଙ୍କେତ ଦେଇଛନ୍ତି । ନୂଆ ଦଳ

ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ତରଫରୁ ଉପହାର ଉତ୍ସବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର ଓ ଖୁସିର ଦୀପାବଳି ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଛତ୍ରପୁର ବ୍ଲକର ଶତାଧିକ ଭିନ୍ନକ୍ଷମ

ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଗଞ୍ଜାମଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ମରଣୀୟ ଦିବସ ପାଳନ ଓ ଶ୍ରଦ୍ଧାଞ୍ଜଳି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ବରପୁତ୍ର ବକ୍ସି ଜଗବନ୍ଧୁଙ୍କ ନିର୍ଭିକ ଦାୟାଦ କାଳଜୟୀ ଯୁବନେତା ତଥା  ରାଜ୍ୟ କଂଗ୍ରେସର ବର୍ଷିଆନ ଯୁବନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ

ହଜରତ ମେହବୁବ ଜୋତଆଲି ସାହା ବାବାଙ୍କ ଦରଗାର ୧୦୦ ବର୍ଷ ପାଳନ ଅବସରରେ ଉର୍ସ ମୁବାରକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହଜାରତ ମେହବୁବ ଜୋତଆଲି ସାହା ବାବାଙ୍କ ଦରଗାର ୧୦୦ ବର୍ଷ ପୂର୍ତ୍ତ ଅବସରରେ ଦରଗା ସହି ସ୍ଥିତ ବାବାଙ୍କ ଦରଗା ଠାରେ ଦରଗା କମିଟି ତରଫରୁ

ରାୟଗଡା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାକକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଖରିଫ ଋତୁରେ ଧାନ ସଂଗ୍ରହ ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ

ଗୋସାଇଁନୂଆଗାଁ କପଡ଼ା ଦୋକାନରେ ଅଗ୍ନିକାଣ୍ଡ

ବ୍ରହ୍ମପୁର(ସମୃଦ୍ଧ ଓଡିଶା): ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ହରେକୃଷ୍ଣ ନଗର ୧ମ ଲାଇନ ସ୍ଥିତ ଏକ କପଡ଼ା ଦୋକାନରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି ।  ସକାଳ ପ୍ରାୟ ୬.୩୦

ଓମ୍ ସାଇ ଘରୋଇ କଲେଜ ବସ୍ ଧକ୍କା:ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ବସ ଜବତ

ଛତ୍ରପୁର(ସମୃଦ୍ଧ ଓଡିଶ): ଚମାଖଣ୍ଡି ଥାନା ଅନ୍ତର୍ଗତ ପାରାଳା ମହାରାଜା କଲେଜ ଛକ ନିକଟସ୍ଥ ରାଜ୍ୟ ରାଜପଥରେ ଏକ ଘରୋଇ କଲେଜ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ

କନିଷି ସ୍ଥିତ ଚିଟଫଣ୍ଡ ସଂସ୍ଥା ‘ଡ଼ାଟମ୍’ର ୨ଗିରଫ: ଏମଡ଼ିଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାର କନିଶିରେ ଏକ ଚିଟଫଣ୍ଡ ସଂସ୍ଥା କରି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରି  ଫେରାର୍ ହୋଇଥିବା ଡ଼ଟମ୍ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ

କମାପଲ୍ଲୀ ଦୋକାନରେ ଅଗ୍ନିକାଣ୍ଡରେ ୩ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସହରର କମାପଲ୍ଲୀ ମୁଖ୍ୟ ରାସ୍ତାରେ ସୋମବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ରାତି ପ୍ରାୟ ୧୧.୪୫ ଘଣ୍ଟା ସମୟରେ କମାପଲ୍ଲୀ ରୋଡ଼ ସ୍ଥିତ ଅମରନାଥ ନାମକ ଏକ

ପୋଲସରା ବ୍ଲକ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଘଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ …

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ସାଙ୍ଘଠନିକ କାର୍ଯ୍ୟକ୍ରମ ବନ୍ଥପଲ୍ଲୀ ଶିବ ମନ୍ଦିର ପରିସରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ

ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ : ବାହ୍ୟ ମଳତ୍ୟାଗ ପ୍ରତିହତ ପାଇଁ ତୁଳସୀ କୁଣ୍ଡ ଓ ବେଲଗଛର ସାହାରା …

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ ସଂପୂର୍ଣ୍ଣ ବାହ୍ୟ ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିବା ପାଇଁ ଯେଉଁ କେତୋଟି ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଏବଂ

ସାନଖେମୁଣ୍ଡି ବ୍ଲକରେ ସମୀକ୍ଷା ବୈଠକରେ ବ୍ରହ୍ମପୁର ବିଧାୟକ…

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ସାନଖେମୁଣ୍ଡି ବ୍ଲକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ବେହେରା ଓ ସାନଖେମୁଣ୍ଡି 

ଜିଲ୍ଲା ଥଇଥାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ବ୍ରହ୍ମପୁରର ରେଭେନ୍ୟୁ ଆଇବି ନଫରେନସ ହଲରେ ଆତ୍ମହତ୍ୟା ଓ ଡ୍ରଗ୍ସ ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ଜିଲ୍ଲା ଥଇଥାନ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିଲା । ସେଥିରେ

ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଅନିଲି ସାହୁଙ୍କ ପରିବାରକୁ ଆର୍ଥିକ ସହାୟତା…

ପୋଲସରା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଦୁଆ ଗ୍ରାମର ଅନିଲି କୁମାରୀ ସାହୁ ସାପ କାମୁଡି ମୃତ୍ୟୁ ବରଣ କରିଛନ୍ତି । ଆଜି ଓଡିଶା ସରକାରଙ୍କ ତରଫରୁ ମୃତ୍ୟୁ

ପୋଲସରା ନାବାଳିକା ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ:ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ସନ୍ଧ୍ୟାରେ ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଗଞ୍ଜାମ ଜିଲ୍ଲାର ପୋଲସରା ନାବାଳିକା ପୀଡ଼ିତାକୁ ନ୍ୟାୟ ଦେବା ଏବଂ

ନାଗାବଳୀ ନଦୀରେ ପଡି ଜଣେ ଯୁବକ ମୃତ

ରାୟଗଡା(ସମୃଦ୍ଧ ଓଡିଶା)ପଡୋଶୀ ଆନ୍ଧ୍ରର କତାବାଲସରୁ ୧୧ଜଣ ଯୁବକ ମଙ୍ଗଳବାର ରାୟଗଡା ବୁଲିବାକୁ ଆସିଥିଲେ । ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ପରେ ଝୁଲା ବ୍ରିଜ ତଳେ ପ୍ରଭାବିତ ହେଉଥିବା ନାଗାବଳୀ

ତିତିଲି ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦାବିରେ କଂଗ୍ରେସର ପୁରୁଷୋତ୍ତମପୁର ବ୍ଲକ ଓ ତହସିଲ ଘେରାଉ

ଗଞ୍ଜାମ(ସମୃଦ୍ଧ ଓଡିଶା)ଗତ ୧୧ ତାରିଖ ତିତିଲି ବାତ୍ୟାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ବ୍ୟାପକ କ୍ଷୟକ୍ଷତି ଘଟିଛି । ବଢି ପାଣି ଓ ବାତ୍ୟା ପବନରେ ଧାନ ଫସଲ ଓ ପନିପରିବା

ଜଳେଶ୍ୱର ଥାନାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ

ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ଥାନା ପରିସରରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ଥାନା ଅଧିକାରୀ ପ୍ରଦୀପ କୁମାର ମାଝୀଙ୍କ ସଭାପତିତ୍ୱରେ ଆୟଜିତ ଏହି ବୈଠକରେ

ଭାରତୀୟ ଜନତା ପାର୍ଟି ଜଳେଶ୍ୱର ଶାଖା ତରଫରୁ ଜଳେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ୱର(ସମୃଦ୍ଧ ଓଡିଶା) ଭାରତୀୟ ଜନତା ପାର୍ଟି ଜଳେଶ୍ୱର ଶାଖା ତରଫରୁ ୫ ତାରଖ ସୋମବାର ପୂର୍ବାହ୍ନ ୧୧ଘଟିକା ସମୟରେ ଜଳେଶ୍ୱର ବ୍ଲକ ସମ୍ମୁଖରେ ବିଶାଳ ସମାବେଶ ସହିତ ବିକ୍ଷୋଭ ପ୍ରଦର୍ଶନ

ଚାଷୀନେତାଙ୍କ ଗିରଫଦାରୀକୁ ବିରୋଧ:ସମାଜବାଦୀ ପାର୍ଟି

ଭୁବନେଶ୍ୱର (ସମୃଦ୍ଧ ଓଡିଶା)ନିଜର ହକ୍ ଓ ଅଧିକାରୀ ନେଇ ଅକ୍ଟୋବର ୨୯ତାରିଖରୁ ବିଭିନ୍ନ ଅଂଚଳରୁ ପଦଯାତ୍ରାରେ ରାଜଧାନୀ ଆସି ଶାନ୍ତିପୂର୍ଣ୍ଣ ସମାବେଶ କରିବା ପାଇଁ ଅନୁମତି ମାଗିଥିବା ଚାଷୀମାନଙ୍କୁ ୧୪୪

କୃଷକମାନଙ୍କୁ ରାଜଧାନୀକୁ ଆସିବା ପାଇଁ ନଦେବା ନିନ୍ଦନୀୟ – ଓଡିଶା କୃଷକ ସଭା

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନବ ନିର୍ମାଣ କୃଷକ ସଂଗଠନ ତରଫରୁ କୃଷକମାନଙ୍କ ଦାବି ଉପରେ ଆସୁଥିବା ପଦଯାତ୍ରାକୁ ରାଜଧାନୀ ମଧ୍ୟକୁ ପ୍ରବେଶ କରିବା ପାଇଁ ଅବରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ

ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଦେଇଥିବା ପ୍ରତିଶୃତି ଆଜି ପାଣିର ଗାର ପାଲଟିଛି

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟସରକାର ଗଣତାନ୍ତ୍ରିକ ଉପାୟରେ ନିଜର କଥା ରଖିବା ପାଇଁ ଆସୁଥିବା ଚାଷୀମାନଙ୍କର କଣ୍ଠରୋଧ କରିବା ପାଇଁ ଅପଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଚାଷୀମାନଙ୍କ ସମସ୍ୟାର

୧୭, ୧୮ କବିସୂର୍ଯ୍ୟନଗରରେ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରୋତ୍ତୋଳନରେ ଗଞ୍ଜାମ ଜିଲ୍ଲା ଏକ ସ୍ୱତନ୍ତ୍ର ସ୍ଥାନରେ ରହିଛି । ଜାତୀୟ ଓ ଆନ୍ତର୍ଜାତୀୟ ଭାରୋତ୍ତୋଲନ ପ୍ରତିଯୋଗିତାରେ ସୁନାମ ଅର୍ଜନ କରି ଗଞ୍ଜାମ ଜିଲ୍ଲାର ବିଜୟ ଶତପଥୀ, କେ. ରବି କୁମାର,

ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ବଦଳି ହୋଇଥିବା ଅଧ୍ୟାପିକା/ଅଧ୍ୟାପକ ଶୈକ୍ଷିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ରିଲିଭ ନକରିବାକୁ ଦାବି:କାର୍ଯ୍ୟରେ ବ୍ୟତିକ୍ରମ ହେଲେ ଧାରଣାରେ ବସିବା ସହ ଆନ୍ଦୋଳନକୁ ଓହ୍ଲେଇବା ଧମକ

ବ୍ରହ୍ମପୁର (ସମୃଦ୍ଧ ଓଡିଶା )କନିସି ଶିକ୍ଷାକେନ୍ଦ୍ର ଅନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ପଦବୀ ୨୬ଥିବାବେଳେ ପାଞ୍ଚରୁ କାମ ଅଧ୍ୟାପକ/ଅଧ୍ୟାପିକା ଥିବାସତ୍ତ୍ୱେ ସେଥିମଧ୍ୟରୁ ପୁନଃ ୨ ଜଣକୁ ବଦଳି କରିବା ଦୁର୍ଭାଗ୍ୟ ଜଣକ ବିଷୟ ।

ସ୍ୱଚ୍ଛ ପାନୀୟଜଳ ବ୍ୟବସ୍ଥା ଦାବିନେଇ ଶିବସେନା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ …

ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବଡ଼ପୁଟି ଗ୍ରାମରେ ଦୀର୍ଘ ଦିନ ହେଲା ପାନୀୟ ଜଳର ସମସ୍ୟା ଲାଗି ରହିଛି । ଯାହାଫଳରେ ଦୂଷିତ ପାଣି ପିଇ ଗ୍ରାମବାସୀ

ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ନୂତନ ଭିଡିଓ କନଫେରେନ୍ସ ହଲର ଉଦଘାଟନ ହୋଇଯାଇଛି….

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ନୂତନ ଭିଡିଓ କନଫେରେନ୍ସ ହଲର ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନୁଷ୍ଠାନିକ ଭାବେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି । ଏହି