Author: ସମୃଦ୍ଧ ଓଡିଶା

୨ ସୁଦ୍ଧା ଓକିଲ ଆନ୍ଦୋଳନର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ହାଇକୋର୍ଟରେ ଆଇନଜୀବୀ ମାନଙ୍କ ଆନ୍ଦୋଳନ ଜନସାଧାରଣଙ୍କୁ ବ୍ୟଥିତ କରିଛି ଫଳରେ ଗଣତନ୍ତ୍ର ନଷ୍ଟ ହେବାକୁ ଯାଉଛି । ଆସନ୍ତା ୨ ତାରିଖ ସୁଦ୍ଧା ଏହାର

ପାଟିଗଡରେ ବିପନ୍ନଙ୍କୁ ରିଲିଫ ବଣ୍ଟନ କଲେ ବିଧାୟକ ଶ୍ରୀକାନ୍ତ ସାହୁ…

ଛତ୍ରପୁର (ସମୃଦ୍ଧ ଓଡିଶା) ପୋଲସରା ଏନ.ଏ. ସି ୱାର୍ଡ ନଂ୧୬ ପାଟିଗଡ଼ ରେ ତିତିଲି ବାତ୍ୟାରେ ପ୍ରଭାବିତ ହୋଇଥିବା ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅବସରପ୍ରାପ୍ତ ଯବାନଙ୍କ ସମାବେଶରେ ଗଂଜାମ ଜିଲ୍ଲାପାଳ:ଯବାନଙ୍କ ଅବଦାନକୁ ଭୁୟସୀ ପ୍ରଶଂସା

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)-ଅବସର ପ୍ରାପ୍ତ ଆର୍ମି ଯବାନଙ୍କ ଏକ ବିରାଟ ସମାବେଶ ଗୋପାଳପୁରରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଏଥିରେ ମୁଖ୍ୟ ଅତିଥି

ଏସଏମଆଇଟିର ମେକାନିକଲ ବିଭାଗରେ ତିନିଦିନିଆ ନନ ଡିଷ୍ଟ୍ରକ୍ଟିଭ ଟେଷ୍ଟିଙ୍ଗ ଶିବିର ଅନୁଷ୍ଠିତ

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା / ରବି ପଟ୍ଟନାୟକ)ସଞ୍ଜୟ ମେମୋରିଆଲ ବୈଷୟିକ ଶିକ୍ଷା ଅନୁଷ୍ଠାନ (ଏସଏମଆଇଟି)ଚଣ୍ଡିପଦର ମେକାନିକାଲ ଡିଗ୍ରୀ ଇଞ୍ଜିନିୟରିଂ କଲେଜର ଆଜି ମେକାନିକାଲ ବିଭାଗ ତରଫରୁ ଏକ ତିନିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ

ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘର ୨ଦିନିଆ ଜିଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ଗତ ୨୭-୨୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଜିଲାସ୍ତରୀୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ

ପ୍ରାଇସ୍‌,ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଚାଷୀ ଆନ୍ଦୋଳନ:ଶତାଧିକ ଚାଷୀଙ୍କୁଉଠାଇନେଲା ପୁଲିସ୍‌…

କେନ୍ଦୁଝର(ପ୍ରସନ୍ନ ପଟ୍ଟନାୟକ)ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି ।

ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ବକ୍ସରଙ୍କ ସଫଳତା

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା) ପୁନେରେ ଚାଲିଥିବା ତୃତୀୟ ଏଲିଟ୍‌ ପୁରୁଷ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାର ୩ଜଣ ବକ୍ସର ଉତ୍ତମ ଖେଳ ପ୍ରଦର୍ଶନ କରି ପରବର୍ତ୍ତି ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି

ଗ୍ରାମରକ୍ଷୀଙ୍କୁ ଜନସେବା ଶିକ୍ଷା ପ୍ରଦାନ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ବ୍ରିଜେଶ କୁମାର ରାୟଙ୍କ ଦ୍ଵାରା ଗାଁ ମାନଙ୍କରେ କାର୍ଯ୍ୟରତ ଗ୍ରାମରଖୀମାନଙ୍କୁ  ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସଚେତନ କରାଇବା ଓ ଲୋକଙ୍କୁ ବିପଦରୁ

ଗାନ୍ଧୀଜ୍ୟୋତି ରଥକୁ ଜିଲ୍ଲାପାଳଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଗାନ୍ଧିବାଦୀ ଫୋରମ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟବ୍ୟାପି ଗାନ୍ଧୀ ଶାନ୍ତି ସଦଭାବନା

ମଙ୍ଗଳପୁର ଗ୍ରାମର ଗ୍ରହରାଜ ଶନିଶ୍ଚରଙ୍କ କଳସ ଯାତ୍ରା

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳର ମଙ୍ଗଳପୁର ଗ୍ରାମରେ ମନୋରଞ୍ଜନ ସାହି (ରଗଡି ସାହି) ସ୍ଥିତ ଶନିଶ୍ଚର ମନ୍ଦିରରେ, କାର୍ତ୍ତିକ ମାସରେ ଶନିଶ୍ଚର ବ୍ରତ ଏକ ମାସ ପାଇଁ ଅନୁଷ୍ଠିତ ହୋଇଯାଇଛି ।

ମା’ ଗଜଲକ୍ଷ୍ମୀ ପୂଜାରେ ଚଳଚଞ୍ଚଳ ରାୟଗଡା ସହର

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ସହରରେ ମା’ ଗଜଳଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ରାୟଗଡା ସହରରେ ନିୟୁ କଲୋନୀ ସ୍ଥିତ ମା’ ଗଜଳଷ୍ମୀ ପୂଜା କମିଟି, ରାମା

ରାଜ୍ୟସରକାରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର(ଆକାଶ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେରାଜ୍ୟର ଏକ କୋଟିରୁ ଉଦ୍ଧ୍ୱର୍ ଲୋକ ଉପକୃତ ହୋଇଛନ୍ତି ବୋଲି ଯେଉଁ ତଥ୍ୟ

ରାଜ୍ୟପାଳଙ୍କ ଦ୍ୱାରା ଭୁବନେଶ୍ୱରରେ ସ୍ୱଦେଶୀ ମେଳା ଉଦଘାଟିତ

ଭୁବନେଶ୍ୱର(ଆକାଶ ମିଶ୍ର) – ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ । ସାରା ବିଶ୍ୱର ପୁଜାରୀ ।  ବିଦେଶୀ ଜିନିଷକୁ ବ୍ୟବହାର କରି ଅନ୍ୟମାନଙ୍କୁ ଲାଭ ଦେବା ପରିବର୍ତ୍ତେ 

ବାତ୍ୟା କ୍ଷତି ଭରଣ ପାଇଁ ସିପିଆଇର ବିରାଟ ଶୋଭା ଯାତ୍ରାରେ ଦାବୀପତ୍ର ପ୍ରଦାନ…

ଛତ୍ରପୁର ( ନିମାଇଁ ଚରଣ ପଣ୍ଡା ) ଗତ ୧୧ ତାରିଖ ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ତଥା ପ୍ରାକୃତିକ ଦୁର୍ବିପାକ ଗଂଜାମ ଗଜପତି ଜିଲ୍ଲାକୁ ସର୍ବସ୍ୱାନ୍ତ କରିଥିବାବେଳେ

ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ….

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ

ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବ : କଂଗ୍ରେସ

ଭୁବନେଶ୍ୱର(ଆକାଶ ମିଶ୍ର) – ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

୭ହାତୀ ମୃତ୍ୟୁ ମାମଲାରେ ୬ଜଣ ନିଲମ୍ବନ, ଜଣଙ୍କର ଚାକିରୀ ଗଲା…

ଢେଙ୍କାନାଳ (ଶୁଭମ ପାଣି): ଓଡ଼ିଶାରେ ହାତୀମାନଙ୍କ ପାଇଁ ଏବେ ବିପଦ ଘନେଇଛି । ବିଦ୍ୟୁତ ଆଘାତରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ଗୋଟି  ହାତୀଙ୍କର ମୃତ୍ୟୁ ଘଟିଛି । ଯାହା କେବଳ ଓଡ଼ିଶା ନୁହେଁ ସମଗ୍ର

ମାସେ ବଢିଲା ଜନସମ୍ପର୍କ ପଦଯାତ୍ରା ଅବଧି

ଭୁବନେଶ୍ୱର (ଆକାଶ ମିଶ୍ର) – ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଜନସଂପର୍କ ପଦଯାତ୍ରା ଅବଧିକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ପବିତ୍ର

ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ଓ ମି-ଠୁ ପ୍ରଚାର:ସିଟିଜେନ୍ସ ଫୋରମ୍ ର ଆଲୋଚନା ଚକ୍ର

ଭୁବନେଶ୍ୱର : ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ପ୍ରସଙ୍ଗକୁ ଆଳ କରି ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ ନିଜର ଉପସ୍ଥିତି ଓ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି। ଦେଶର ପ୍ରଗତିଶୀଳ ବ୍ୟକ୍ତି

ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଢେଙ୍କାନାଳ ଲକ୍ଷ୍ମୀପୂଜାରେ ୫ଟି ଆଶୁ ଚିକତ୍ସା କେନ୍ଦ୍ର ଖୋଲାଯାଇଛି

ଢେଙ୍କାନାଳ(ଶୁଭମ ପାଣି)ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଢେଙ୍କାନାଳ ଲକ୍ଷ୍ମୀପୂଜା ବଜାରରେ ୫ଟି ଆଶୁ ଚିକିଷାକେନ୍ଦ୍ର ଖୋଲାଯାଇଛି । ଇନ୍ଦିରାଗାନ୍ଧୀ ସୁପର ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ଡାକ୍ତର ବ୍ରହ୍ମାନନ୍ଦ ମହାରଣା,

କୁମାରୀ ମାନଙ୍କର ଜହ୍ନିଓଷା ବ୍ରତ…

ବ୍ରହ୍ମପୁର (ଦାମୋଦର ପାଢ଼ୀ)ମାସେ ଧରି ଚାଲିଥିବା ଜହ୍ନିଓଷା ବ୍ରତ କୁମାରପୂର୍ଣ୍ଣିମାଦିନ ଶେଷ ହୋଇଛି । କୁମାର ଉତ୍ସବ ଓ କୁମାରୀ ମାନଙ୍କର ଜହ୍ନିଓଷା ବ୍ରତର ଉଦଯାପନୀ ଅବସରରେ ଗାଁ ଦାଣ୍ଡ, ଚଉଁରାମୂଳ, ପୁଷ୍କରଣୀ

ଗଞ୍ଜାମ ପୋଲିସ ଏସପିଙ୍କ ଜନ୍ମଦିନରେ ସମୃଦ୍ଧ ଓଡ଼ିଶାର ଅଭିନନ୍ଦନ…

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଞ୍ଜାମ ପୋଲିସ ଜିଲ୍ଲା ସୁପରିଟେଣ୍ଡେଣ୍ଟ ବ୍ରିଜେଶ କୁମାର ରାୟଙ୍କର ଆଜି ଜନ୍ମଦିନରେ ସମୃଦ୍ଧ ଓଡିଶା ପକ୍ଷରୁ ଆମ ପ୍ରତିନିଧି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା……

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହା ପ୍ରଭାବରେ ଉପକୂଳରେ ଆସନ୍ତାକାଲିଠାରୁ ୩୦ ତାରିଖ

ଗୋପବନ୍ଧୁ ଜ୍ୟୋତି ବ୍ରହ୍ମପୁରରେ ପହଞ୍ଚିବା ପରେ ସମ୍ବର୍ଦ୍ଧନା ସଭା : ଡ଼ିଆଇଜି ମୁଖ୍ୟ ଅତିଥି…

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ସମାଜ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜ୍ୟୋତି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ପୋଲିସ

ବ୍ରହ୍ମପୁର ଓ ଛତ୍ରପୁରରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଉତ୍ସବ ମୁଖର….

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ବ୍ରହ୍ମପୁର ଓ ଛତ୍ରପୁର ସହରରେ ମହାଲକ୍ଷ୍ମୀ ପୂଜା କୁମାର ପର୍ଣ୍ଣମୀ ଠାରୁ ଆରମ୍ଭ ହୋଇ ବେଶ ସରାଗମରେ ଚାଲିଛି । ବ୍ରହ୍ମପୁରର ଗୋସଁଇନୂଆଗାଁରେ ପ୍ରତ୍ୟେକ ବର୍ଷ ଭଳି

ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାରଙ୍କ ଉଦାସୀନତାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି …..

ଢେଙ୍କାନାଳ (ଶୁଭମ ପାଣି) ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାରଙ୍କ ଉଦାସୀନତାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଢେଙ୍କାନାଳ ସଦର

ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ…..

ରାୟଗଡ଼ା (ତୁଷାର ରଞ୍ଜନ ସାହୁ) ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ କୁସୁକୁ ଗ୍ରାମର ୪ ଜଣ ନାବାଳକ ଗୁରୁବାର ସନ୍ଧ୍ୟାରେ ମିଶି ଖେଳୁଥିଲେ । ସାଙ୍ଗଙ୍କ ସହିତ ଖେଳାଖେଳି

ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ରହ୍ମପୁରରେ ଉଦଘାଟନ କରିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର …

ଏହି ଉଦଘାଟନି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ ଉପସ୍ଥିତ ଭଦ୍ରମଣ୍ଡଳୀକୁ ଉଦବୋଧନ ଦେଉଛନ୍ତି । ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ଗତକାଲି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ରହ୍ମପୁର ମହୁଡା ଫର୍ମାସୀ କଲେଜ

ଉତ୍କଳମଣି ଗୋପବନ୍ଧୁ ଜ୍ୟୋତିକୁ ବ୍ରହ୍ମପୁରରେ ବିପୁଳ ସମ୍ବର୍ଦ୍ଧନା : ବିଧାୟକ,ଜିଲ୍ଲାପାଳ ସାମିଲ…

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିବା ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି । ବ୍ରହ୍ମପୁର ସହରର ଉତ୍କଳ ସମ୍ମୀଳନୀ, ଗଞ୍ଜାମ ଜିଲ୍ଲା

ସବୁଦିନିଆ କାମ ଯୋଗାଇବା ଦାବିନେଇ ଗୋପାଳପୁର ବନ୍ଦର ଶ୍ରମିକଙ୍କ ଧାରଣା…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା ) ପୂର୍ବ ନିଷ୍ପତ୍ତିକ୍ରମେ ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ଆହ୍ୱାନ କ୍ରମେ ସମସ୍ତ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଓ ଅନ୍ୟାନ୍ୟ ଦାବିନେଇ ବନ୍ଦର ସମ୍ମୁଖରେ