Author: ସମୃଦ୍ଧ ଓଡିଶା

ମୃତ୍ୟୁ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ନବୀନ : ଆନ୍ଧ୍ରା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହାବାତ୍ୟା ‘ତିତଲି’ରେ ୫୨ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ପ୍ରାଥମିକ ଆକଳନ କରିଛି । ମୃତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି

ଚମାଖଣ୍ଡି ପୋଲିସର ତତକ୍ଷଣାତ ସହାୟତା ଯୋଗୁଁ ବଞ୍ଚିଯାଇପାରେ ଦୁର୍ଘଟଣାଗ୍ରସ୍ତ ପିଲାଟି ..

ଛତ୍ରପୁର (ନିମାଇଁ ଚରଣ ପଣ୍ଡା )ଚମାଖଣ୍ଡି ଥାନା ଅନ୍ତର୍ଗତ କାଳୀଆ ବାଲି ଛକରେ ରାସ୍ତା କଡ଼ରେ ଥିବା ଏକ ରେସଟୁରେଣ୍ଟ ବୋର୍ଡକୁ ଜଗନ୍ନାଥ ପୁରରୁ ଛତ୍ରପୁର ଅଭିମୁଖେ ସ୍କୁଟିରେ ଏକ ପିଲାକୁ ବସାଇ  ଆସୁଥିବା 

ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଓଡିଶା ପୁରସ୍କୃତ

ଭୁବନେଶ୍ୱର (ଆକାଶ ମିଶ୍ର) – ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଓଡିଶାକୁ ମିଳିଛି ସମ୍ମାନଜନକ ଜେ.ଆର.ଡି ଟାଟା ମେମୋରିଆଲ ପୁରସ୍କାର । ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ ୭୩ ବର୍ଷରେ ପଦାର୍ପଣ ସ୍ମାରକୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ – ୧୧୭୩ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର (ଆକାଶ ମିଶ୍ର): କ୍ରମାଗତ ଭାବେ ରାଜ୍ୟର ବିକାଶ ଘଟାଇ ଓଡ଼ିଶାବାସୀଙ୍କ ଭରସାର ଆଶାବାଡ଼ି ପାଲଟିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୩ ବର୍ଷରେ ପଦାର୍ପଣ ସ୍ମାରକୀ ଦିବସରେ

ରମେଶଜେନାଙ୍କ ସହ ପିସିସି ସଭାପତି ଆସ୍କାଅଞ୍ଚଳରେ ବନ୍ୟାବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ରାଜ୍ୟ କଂଗ୍ରେସର ନିଷ୍ପତି ଅନୁଯାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଠାରୁ ବନ୍ୟା ଅଞ୍ଚଳର ବିପନ୍ନ ମାନଙ୍କୁ ମିଶି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ

ଗଞ୍ଜାମରେ ତିତିଲି କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ରିଲିଫ ସହାୟତା ବଣ୍ଟନ ଆରମ୍ଭ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଯେ ଗଂଜାମ ଜିଲ୍ଲାରେ ତିତିଲି କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ରିଲିଫ ସହାୟତା ପ୍ରଦାନ

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର ( ଆକାଶ ମିଶ୍ର ) – ରାତି ପାହିଲେ ରାଜଧାନୀରେ ଦଶହରା ଉତ୍ସବ ଜମିବ। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଇଛି। ଜାଗା

୨୭,୨୮ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନସଂଘର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘ ପକ୍ଷରୁ ବ୍ରହ୍ମପୁର ଗୋଷାଣୀ ନୂଆଗାଁସ୍ଥିତ ଶଙ୍କର ଭବନ ଠାରେ

ମାଲକାନଗିରି ବସ୍‌ ଓଲଟି ୩୦ରୁ ଉର୍ଦ୍ଧ ଯାତ୍ରୀ ଆହତ, ଅନେକ ଗୁରୁତର…

ମାଲକାନଗିରି (ସମୃଦ୍ଧ ଓଡିଶା) ମାଲକାନଗିରିରେ ଗତକାଲି  ଅପରାହ୍ନରେ ଏକ ଯାତ୍ରୀବାହୀ ଘରୋଇ ବସ ଭାରସାମ୍ୟ ହରାଇ ବୈପାରି ଗୁଡ଼ା-ଗୋବିନ୍ଦପାଲି ଘାଟି ନିକଟରେ ଓଲଟି ପଡ଼ିଲା । ଏଥିରେ ଥିବା ୪୦ଜଣ ଯାତ୍ରୀଙ୍କ

ଢେଙ୍କାନାଳ,ଛତ୍ରପୁର ଓ ବିଶାଖାପାଟଣାର ବ୍ରାହ୍ମୁଣ ସଂଘର ଖେଳ ଖବର

ଛତ୍ରପୁର (ନିମାଇଁ ଚରଣ ପଣ୍ଡା)  ୩୩ତମ ରାଜ୍ୟ ଡ଼ାଈକୋଣ୍ଡା ସବଜୁନିଅର କେଡ଼େଟ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲା କିରୋଗୀ ବର୍ଗରେ ୧୫୪୦ପଏଣ୍ଟ ପାଇଁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୁମସି ବର୍ଗରେ

ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ରାୟଗଡାରେ ବିଜେପି କର୍ମୀ ..

ରାୟଗଡା(ତୁଷାର ରଞ୍ଜନ ସାହୁ )ପେଟ୍ରୋଲ ଓ ଡିଜେଲ ଦରରେ କେନ୍ଦ୍ର ସରକାର ଟ. ୨.୫୦ ପ. କମାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଟ.୨.୫୦ପ.କମାଇବା ପାଇଁ ଦାବୀ କରି ରାୟଗଡ଼ ବିଧାନସଭା

କାଲାମଙ୍କ ପ୍ରେରଣା ଅନୁପ୍ରାଣିତ କରୁଛି ଛାତ୍ରଯୁବ ସମାଜକୁ : ଛତ୍ରପୁରରେ ଜନ୍ମ ତିଥି ପାଳନ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା ) ବିଶ୍ୱବିଖ୍ୟାତ ତଥା ଭାରତରତ୍ନ ପ୍ରାପ୍ତ ଏ ଦେଶର ଅନ୍ୟତମ ନିର୍ମାତା ପ୍ରସିଦ୍ଧ ବୈଜ୍ଞାନିକ ତଥା ପୂର୍ବତନ ମହାମହିମ ରାଷ୍ଟ୍ରପତି ଯିଏ କି ସାରା ଭାରତ ବର୍ଷରେ

‘ତିତଲି’ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବେ ବିରୋଧୀଙ୍କ ଶିକାର…

– ପ୍ରସାଦ ରାଓ –ଭୁବନେଶ୍ୱର,୧୬ ଅକ୍ଟୋବର: ‘ତିତଲି’ରେ ମୃତ୍ୟୁ ସଂଖ୍ୟାକୁ ନେଇ ଏବେ ରାଜ୍ୟ ସରକାର ବିରୋଧୀଙ୍କ ଶିକାର ହୋଇଛନ୍ତି । ଏହି ବାତ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲରେ

ଭୋର ସକାଳୁ ଉଠିବାପାଇଁ କାହିଁକି କୁହାଯାଏ ?

ନୂଆଦିଲ୍ଲୀ -ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍‌ ବେଟର କହିଛନ୍ତି ଯେ, ଭୋର୍‌ରୁ ଉଠିବା ଲାଭଦାୟକ। ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ

ରାଶିଫଳ

ମେଷ: ସୁଯୋଗର ଉପଯୋଗ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ସାହସୀ, ଧର୍ମାତ୍ମା ବିଦ୍ୱାନ ଓ ସମ୍ପତ୍ତିବାନ ହେବେ।ବୃଷ: ଯାତ୍ରାରେ ବାଧା, ବିଘ୍ନ

ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଜନଶୁଣାଣି: ଜିଲ୍ଲାପାଳ ନାହାନ୍ତି ଶୁଣିଲେ ଅତିରିକ୍ତ ଜିଲ୍ଲାପାଳ

ଢେଙ୍କାନାଳ(ଶୁଭମ ପାଣି)ମାସର ତୃତୀୟ ସୋମବାର ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ଜନଶୁଣାଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ଶୁଣିଲେ । ଜିଲ୍ଲାପାଳ ଆସିନଥିବାରୁ ଅତରିକ୍ତ ଜିଲ୍ଲାପାଳ କାର୍ଯ୍ୟ ତୁଲାଇଦେଲେ । ଲୋକେ

ପ୍ରତ୍ୟେକ ବିପନ୍ନ ପରିବାରକୁ ମିଳିବ ୩ ହଜାର ଟଙ୍କା,୧ହଜାର କ୍ୟାସ,୨ହଜାର ବ୍ୟାଙ୍କ ଏକାଉଣ୍ଟକୁ ଯିବ ଓ ୫୦ କେଜି ଚାଉଳ ମାଗଣା

ଭୁବନେଶ୍ବର : ତିତଲି କ୍ଷତିଗ୍ରସ୍ତ ପରିବାର ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି

ସରକାରଙ୍କୁ ଅପେକ୍ଷା ନ କରି ଲୋକେ ମାତିଲେ: ନିଜ ଗାଁ ରାସ୍ତା ନିର୍ମାଣ କାମ ନିଜେ କଲେ…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା ) ମହାଭୟଙ୍କର ତିତିଲି ବାତ୍ୟା ଓ ବନ୍ୟା ଗଞ୍ଜାମ ଜିଲ୍ଲାକୁ ପୋଛି ନେଇଥିବା ବେଳେ ଜିଲ୍ଲାର ରାଜଧାନୀ ଛତ୍ରପୁରରୁ ମାତ୍ର କେଇ ରାସ୍ତା ପରେ ବଡମାଧପୁରକୁ ଯାତାୟାତ

କୁଜଙ୍ଗରେ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ ବଣ୍ଟନରେ ଡ଼ାକ୍ତର ଦାମୋଦର ରାଉତ..

କୁଜଙ୍ଗ(ନିପ୍ର) : କୁଜଙ୍ଗରେ ଆୟୋଜିତ ରାଜ୍ୟସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଆଜି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମଞ୍ଚରେ ସ୍ଥାନୀୟ ବିଧାୟକ ଡାକ୍ତର ବିଧାୟକ

ଯୋଗାଣ ମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତିର ସମୀକ୍ଷା

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଛତ୍ରପୁର ଜିଲ୍ଲା ଗ୍ରାମୀୟା ଉନ୍ନୟନ ସଂସ୍ଥାର ସମିଳନୀ କକ୍ଷରେ ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗଂଜାମ ଜିଲ୍ଲାରେ ଘଟିଥିବା

‘ତିତଲି’ ମୁକାବିଲାରେ ରାଜ୍ୟ ସରକାର ବିଫଳ: ସିପିଏମ୍

ଆସ୍କାରେ ଘଟିଥିବା ବନ୍ୟା ପରିସ୍ଥିତିରେ ଲୋକମାନେ କିପରି ଆତଙ୍କିତ ଅବସ୍ଥାରେ ଅଛନ୍ତି ଦେଖନ୍ତୁ… ଭୁବନେଶ୍ୱର: ତିତଲି ବାତ୍ୟା ଓ ତଦଜନିତ ବନ୍ୟା ପରିସ୍ଥିତିର ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର:ଆଜି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି। ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ରାଜ୍ୟ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଆଜି ରାଜ୍ୟ ସରକାର

ତିତ୍‌ଲି ପ୍ରଭାବରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ମିଥ୍ୟା ରିପୋର୍ଟ ଦେଇଥିବା ଏସଆରସିଙ୍କୁ ବହିଷ୍କାର କର ବୋଲି ଦାବୀ କଲା ବିଜେପି

ଭୁବନେଶ୍ୱର: ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଓ ପରବର୍ତୀ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫

ଯୌନ ଉତ୍ପୀଡ଼ନ ଅଭିଯୋଗ ସଂକ୍ରାନ୍ତରେ ଚୁପ ରହିଲେ କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଅକ୍‌ବର୍‌ : ମନ୍ତ୍ରୀପଦରୁ ଇସ୍ତଫା ଦେବେ ?

ନୂଆଦିଲ୍ଲୀ: ଗତ ଅଳ୍ପ କିଛି ଦିନ ହେବ କେତେକ ସାମ୍ବାଦିକା ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବାରୁ ତାଙ୍କର ଇସ୍ତଫା ଦାବି କରାଯାଉଥିବା ବେଳେ ଗତ କାଲି  ସକାଳେ କେନ୍ଦ୍ର ମନ୍ତ୍ରୀ

ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠରେ ସଫେଇ କାର୍ଯ୍ୟକ୍ରମ…

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା)ଗୋପାଳପୁର କଲେଜ ଛକ ନିକଟରେ ଥିବା ଏକ ଖ୍ରୀଷ୍ଟିୟାନମାନଙ୍କ ସମାଧି ପୀଠ ଫାଦରଙ୍କ ନେତୃତ୍ୱରେ ସଫେଇ କାର୍ଯକ୍ରମ କରାଯାଉଛି । ସ୍ଵଛ ଭାରତ କାର୍ଯ୍ୟକ୍ରମର ଏହା ହେଉଛି ଏକ

ଢେଙ୍କାନାଳ ଡ଼ାକକର୍ମଚାରୀମାନଙ୍କର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଶୁଭମ ପାଣି)  ଅଖିଳ ଭାରତ ଡାକକର୍ମଚାରୀ ସଂଘ ପକ୍ଷରୁ ଢେଙ୍କାନାଳ ଡାକ ମଣ୍ଡଳର ଗ୍ରୁପ ସି ପୋଷ୍ଟ ମ୍ୟାନ ଏମଟିଏସ ଓ ଗ୍ରାମୀଣ ଡ଼ାକସେବକ ମାନଙ୍କର ଏକ ଦୁଇଦିନିଆ କାର୍ଯ୍ୟକାରିଣୀ

ଆଜିଠାରୁ ୪ ଦିନିଆ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର :ବିପନ୍ନ ମାନଙ୍କୁ କିପରି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ସେ ନେଇ ଅନୁଧ୍ୟାନ କରିବା ସହ  ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ

‘ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ବାଧତି ବାଧତେ’-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ  ତାଛଲ୍ୟକର ବିବୃତ୍ତିକୁ ନେଇ ରାଜ୍ୟରେ ଦେଖାଦେଇଛି ଅପ୍ରୀତକର ପରିସ୍ଥିତି । “ଆମେରିକାରେ ହୋଇଥିବା ବାତ୍ୟାରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ‘ତିତ୍‌ଲି’ ତା’ହାଠୁ କମ୍‌

ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ପରଲୋକରେ ଗଭୀର ଶୋକ

ବାରିପଦା:ଜଣେ ସଚ୍ଚା ଭାଷାପ୍ରେମୀ, ନିରଳସ ସାହିତ୍ୟ ସାଧକ,ଭାଷା-ସଂସ୍କୃତିର ଗବେଷକ,ମାତୃଭୂମି ପ୍ରାଣ,ଦରଦୀ ପରୋପକାରୀ ମଣିଷ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ଗତ ରାତ୍ରୀ ୨ଟାରୁ ଚିର ନିଦ୍ରାରେ ଶୋଇଯାଇଛନ୍ତି। ତାଙ୍କର ମୃତ୍ୟୁ ମୟୂରଭଞ୍ଜ

ବ୍ରହ୍ମପୁର ୟୁନିଅନ କ୍ଳବରେ ନବରାତ୍ରର ଦାଣ୍ଡିଆନାଚ:ବ୍ରହ୍ମପୁର ବିଧାୟକ ସାମିଲ

 ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା): ବ୍ରହ୍ମପୁର ୟୁନିଅନକ୍ଲବ ତରଫରୁ ନବରାତ୍ର ଓ ଦଶହରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ତିନିଦିନହେଲା ଆରମ୍ଭ ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଲବର