Author: ସମୃଦ୍ଧ ଓଡିଶା

ଆଜି ଆପଣଙ୍କ ଦିନ କେମିତି କଟିବ ?ଦେଖନ୍ତୁ..

ମେଷ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ମହତ୍ତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଗେଇ ଆସନ୍ତୁ; ଆପଣଙ୍କୁ ଫାଇଦା ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଫିକା ହଳଦିଆ।

ତିତ୍‌ଲିର ତାଣ୍ଡବ ଲୀଳା:୧୧୬କି.ମି.ବେଗରେ ପବନ:ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ବ୍ରହ୍ମପୁର-ଗୋପାଳପୁର ରାସ୍ତା ବିଚ୍ଛିନ୍ନ

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌

ସାମୁଦ୍ରିକ ଝଡ଼ ତିତଲି ଏବେ କଳିଙ୍ଗାପାଟଣାମ ଛୁଇଁଲା :୧୧୬ କି.ମି.ବେଗରେ ପବନ,ପଶ୍ଚିମ ବଙ୍ଗ ମୁଁହାଇଲା ତିତଲି

ବିଶାଖାପାଟଣା:ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ କଳିଙ୍ଗାପାଟଣା ଛୁଇଁଛି। ୧୯୦ କିଲୋମି ଆଜି ସକାଳ ୬ଟା ୩୦ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁଛି  । ଏହି ସମୟରେ ପବନର ବେଗ

ଢେଙ୍କାନାଳରେ ଧୂମଧାମରେ ଚାଲିଛି ନବରାତ୍ର ପୂଜା:ମା ଦୁର୍ଗାଙ୍କ ଆବିର୍ଭାବ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ମା ଦୁର୍ଗାଙ୍କର ନବରାତ୍ର ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଏହି ନବରାତ୍ର ପୂଜା ନଅଦିନ ଧରି ଚାଲିବ ଦଶହରା ଦିନ ସମାପ୍ତ

ସମ୍ଭାବ୍ୟ ବାତ୍ୟା ତିତଲିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନର ବ୍ୟାପକ ପ୍ରସ୍ତୁତି,୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର : ଜିରୋ କାଜୁଆଲଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା):ଜିଲ୍ଲାକୁ ଆସୁଥିବା ବାତ୍ୟା ତିତଲି କୁ କିପରି ଦୃଢ ମୁକାବିଲା କରାଯାଇ ପାରିବ ସେ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି

ମିଲମାଲିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଘେରାଉ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଂଜାମ ଜିଲ୍ଲାର ଶତାଧିକ ମିଲର ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସମସ୍ତ ମିଲର

ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା,୭ ମୃତ ୩୫ ଆହତ

ନୁଆଦିଲ୍ଲୀ (ସୁଧାଂଶୁ ଶେଖର ) ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍‌ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍‌ର ୮

ରେଭେନସାର ୧୪୫ ଛାତ୍ରୀଙ୍କୁ ଜରିମାନା

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବିକରି ଗତ ୧ ତାରିଖରେ କର୍ତ୍ତୃପକ୍ଷଙ୍କୁ ଅଟକ ରଖିଥିବା ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୨୦ରୁ ଅଧିକ

ବିଚ ରାସ୍ତା ଉପରେ ଖଲ୍ଲିକୋଟ ବିଡ଼ିଓଙ୍କ ଗାଡ଼ି ଧକ୍କାରେ ୩ ଗାଇ ମୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟରେ ବିଡ଼ିଓ ଗଗନ ବିହାରୀ ପଟ୍ଟନାୟକଙ୍କ ଗାଡ଼ି ଧକ୍କାରେ ହେବା ଫଳରେ ତିନୋଟି ଗାଇ ମୃତ୍ୟୁବରଣ କରିଥିବା

ଢେଙ୍କାନାଳରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ମୁଖ୍ୟଅତିଥି …

ଢେଙ୍କାନାଳ (ଶୁଭମ ପାଣି )ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ହୋଇଯାଇଛି ।ଏହା ସପ୍ତାହେ ବ୍ୟାପି ଏଠାରେ ଚାଲିବ। ଏଥିରେ ସ୍ଥାନୀୟ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ 

ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ:ଆସନ୍ତାକାଲି ସକାଳ ୫ଟା ୩୦ସୁଦ୍ଧା ଛୁଇଁବ ସ୍ଥଳଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ୍‌ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି

ସିମିଳିଗୁଡ଼ାରେ ଖାଉଟି କାର୍ଡ ବଣ୍ଟନକରି ସାଂସଦ ସୌମ୍ୟବାବୁ କହିଲେ ଖାଦ୍ୟ ସୁରକ୍ଷା ଓଡ଼ିଶାକୁ ନୂଆ ପରିଚୟ ଦେଇଛି…

ସିମିଳିଗୁଡା: କୋରାପୁଟଜିଲ୍ଲା ସିମିଲିଗୁଡ଼ାରେ ଖାଉଟି କାର୍ଡ ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ ଖାଦ୍ୟ ସୁରକ୍ଷା ଓଡିଶାକୁ ଏକ ନୁଆଁ ପରିଚୟ ଦେଇଛି।  ଘରେ କେହି ଭୋକରେ ରହିଲେ

ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ପ୍ରତିକ ଧାରଣା ଆରମ୍ଭ

ରାୟଗଡା(ତୁଷାର ରଞ୍ଜନ ସାହୁ)ଓଡିଶା ମେଡିକାଲ ସର୍ଭିସ ଏସୋସିଏସନ(ଓମ୍ସା) ରାୟଗଡା ଶାଖା ପକ୍ଷରୁ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତି ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୮ ଦଫା ଦାବି

ଜୁଆ ଆଡ୍ଡା ଉପରେ ଚମାଖଣ୍ଡି ପୋଲିସର ଚଢ଼ାଉ:୬ ଗିରଫ ଟଙ୍କା ମୋବାଇଲ ଜବତ

ଛତ୍ରପୁର: ଚମାଖଣ୍ଡି  ପୋଲିସ ଗତ ସୋମବାର ରାତିରେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ଉକରି ୩୧ହଜାର ପାଞ୍ଚଶହ ଟଙ୍କା, ୨ଟି ମୋଟର ସାଇକେଲ, ୬ଟି ମୋବାଇଲ ଜବତ କରିବାସହ ୬ଜଣ

ବଧୂ ହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର ଗିରଫ

ଛତ୍ରପୁର-ଛତ୍ରପୁର ଥାନା ବଡ଼ମାଧପୁର ଗ୍ରାମରେ ଘଟିଥିବା ଏକ ବଧୂହତ୍ୟା ମାମଲାରେ ଛତ୍ରପୁର ପୋଲିସ ସୋମବାରଦିନ ସ୍ୱାମୀ ଓ ଶ୍ବଶୂରକୁ ଗିରଫ କରିଛି । ମୃତବଧୂ ମିନତୀ ପରିଡାଙ୍କ ସ୍ୱାମୀଙ୍କ ନାଁ ଅଜୟ

ଗୋପବନ୍ଧୁଜୟନ୍ତୀ ପାଳନହେଲା ଢେଙ୍କାନାଳରେ

ଢେଙ୍କାନାଳ (ଶୁଭମ ପାଣି) ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଯାଇଛି । ତାଙ୍କର ଗତକାଲି ହଉଚି 142ତମ ଜନ୍ମ ଦିବସ ଥିଲା । ସେହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ

ହିନ୍ଦୋଳରେ ମୁଁ ହିରୋ କାର୍ଯ୍ୟକ୍ରମରେ ବିଧାୟିକା ସୀମାରାଣୀ ନାୟକ

ଢେଙ୍କାନାଳ (ଶୁଭମ ପାଣି) ହିନ୍ଦୋଳ ବ୍ଲକ ଓ ଏନଏସିର ବିଜୁ ଯୁବବାହିନୀ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ମୁଁ ହିରୋ କାର୍ଯ୍ୟକ୍ରମ ସ୍ଥାନୀୟ ହିନ୍ଦୋଳ ମହାବିଦ୍ୟାଳୟରେ ଚାଲୁଅଛି । ଏହି କାର୍ଯ୍ୟକ୍ରମକୁ

ଢେଙ୍କାନାଳ ପ୍ରେସକ୍ଳବ ପକ୍ଷରୁ ଶହିଦ ବାଜୀ ରାଉତଙ୍କ ଜନ୍ମଦିନରେ ସାଧାରଣ ସଭା

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପ୍ରେସକ୍ଲବ ପକ୍ଷରୁ ଶହୀଦ ବାଜୀ ରାଉତଙ୍କ ଜନ୍ମଦିନ ପାଳନ ଅବସରରେ ଗୋପବନ୍ଧୁ ଟାଉନ ହଲରେ ଗତକାଲି ସନ୍ଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା

ସତ୍ୟବାଦୀରେ ଓଡ଼ିଆ ବିଶ୍ଵବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ଜୟନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନଠାରେ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ପ୍ରେସକ୍ଳବ ପକ୍ଷରୁ ଶହିଦ ବାଜୀ ରାଉତଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାମ୍ବାଦିକମାନେ…

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ପ୍ରେସକ୍ଲବ ପକ୍ଷରୁ ଶହୀଦ ବାଜୀ ରାଉତଙ୍କ ଜନ୍ମଦିନରେ ବାଜୀ ରାଉତଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପଗୁଚ୍ଛ ଦେଇ ସାମ୍ବାଦିକମାନେ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର

ଯେଉଁ ଘରେ ତୁଳସୀ ପୂଜିତ ସେଠାରେ ତୁଚ୍ଛ ସ୍ପନ୍ଦନ, ନକରାତ୍ମକ ଶକ୍ତି ଓ ଦୁଷ୍ଟ ବିଚାରମାନଙ୍କରୁ ରକ୍ଷା ମିଳେ…

ବ୍ରହ୍ମପୁର – ଶାରଦୀୟ ଦୂର୍ଗାପୂଜା ଅନେକ ପର୍ବ ପର୍ବାଣୀର ସମ୍ଭାର ନେଇ ଧରଣୀରାଣୀ ବକ୍ଷକୁ ଓହ୍ଲାଇ ଆସିବା ପରେ ଶାଶ୍ୱତ ଚିନ୍ତାଧାରା,ଶାତ୍ୱିକ ମାନସିକତା,ଓ ଧାର୍ମିକ ପରିବେଶ ଆର୍ଯ୍ଯଭୂଖଣ୍ଡରେ ପରିଲକ୍ଷିତ ହୁଏ।ବିଶେଷ

ଦେବୀପୀଠମାନଙ୍କରେ ଧୁମଧାମରେ ନବରାତ୍ର ପୂଜା ଅନୁଷ୍ଠିତ:ଭକ୍ତ ଉତ୍ସାହିତ

ଛତ୍ରପୁର-ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା ରାମଚଣ୍ଡୀ ଅନ୍ୟତମ। ହାଂଜ୍ମ ବ୍ଲକ କରପଡା ପଞ୍ଚାୟତର ବିରିପୁର ପାହାଡ଼ ନିକଟରେ ଏହି ମନ୍ଦିର ଅବସ୍ଥିତ । ଛତ୍ରପୁର ଠାରୁ ମାତ୍ର

ପାରଳାଖେମୁଣ୍ଡିରେ ୫୦୦କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ ମନ୍ତ୍ରୀ ଉଷାଦେବୀଙ୍କ ଉପସ୍ଥିତିରେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପାରଳାଖେୁଣ୍ଡି ସହରର ବିଶ୍ୱନାଥ ଫଙ୍କସନ ହଲଠାରେ ଯୋଜନା ସମନ୍ୱୟ ବିକାଶ, ଦକ୍ଷତା,

ଭିଲାଇ ଷ୍ଟିଲପ୍ଲାଣ୍ଟ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ, ୬ ମୃତ, ୧୪ ଗୁରୁତର

ରାୟପୁର: ଆଜି ଅପରାହ୍ଣରେ ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ

ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ରାୟଗଡା (ତୁଷାର ରଞ୍ଜନ ସାହୁ) : ରାୟଗଡା ସହରସ୍ଥିତ ବିଦରଓଲସା ସାହିରେ ଗତ ରବିବାର ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର

ଖୋଲିଲା ସେଲ୍ସମ୍ୟାନ ହତ୍ୟାକାଣ୍ଡର ଗୁମର କଥା ୫ ଗିରଫ: ଲୁଟ ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ !

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ହୋଇଥିବା ମଦ ଦୋକାନ ସେଲ୍ସମ୍ୟାନ ହତ୍ୟାକାଣ୍ଡର ପରଦାଫାସ୍ ହୋଇଛି। ପୂର୍ବ ଶତ୍ରୁତା ନୁହେଁ, ବରଂ ଲୁଟ ପାଇଁ ଘଟିଥିଲା ସେହି ଜଘନ୍ୟ ହତ୍ୟାକାଣ୍ଡ।

ପୋଲସରାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮”ରେ ବିଧାୟକ ଶ୍ରୀକାନ୍ତ ସାହୁ

ଛତ୍ରପୁର :ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୮” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ଗଞ୍ଜାମ

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭାଟଖାଲି ଗ୍ରାମର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି

ଛତ୍ରପୁର : ପୋଲସରା ବ୍ଲକ ଅନ୍ତର୍ଗତ ଭାଟଖାଲି ଗ୍ରାମର ବଂଶୀଧର ସ୍ବାଇଁଙ୍କ ପୁତ୍ର  ତୋଫାନ ସ୍ବାଇଁ ଗତ ୪ ତାରିଖରେ  ବାଲିପଦର କଳମ୍ବ ରୋଡ ମଧ୍ୟରେ ମୋଟର ସାଇକେଲ ଦୁର୍ଘଟଣାରେ

ରାୟଗଡା ପୋଲିସ ଜୁଆ ଆଡ୍ଡାରେ ଉପରେ ଛଡାଉ କରି ଦଶ ଜଣକୁ କଲେ ଗିରଫ

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ପୁଲିସ ଗତ ରବିବାର ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ନଗଦ

ଜମିବ ପୂଜା ବଜାର:ପରଦାରେ ହାଙ୍ଗମା କରିବେ ଓଲିଉଡ ଯୋଡ଼ି ବାବୁସାନ ଓ ଭୂମିକା

ପୂଜାରେ ଆସୁଛି ଦୁଇଟି ଓଡ଼ିଆ ସିନେମା। ଗୋଟିଏ ହେଲା ‘ଶ୍ରୀମାନ୍ ସୁରଦାସ’ ଓ ଅନ୍ୟଟି ହେଲା ‘ପ୍ରେମ କୁମାର’। ଏହି ଦୁଇ ସିନେମାରେ ଦର୍ଶକ ଏଥର ପାଇବେ ଫ୍ରେସନେସ୍ ସାଙ୍ଗକୁ