Author: ସମୃଦ୍ଧ ଓଡିଶା

ପୋଲସରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର – ବିଜେଡି ଦଳର ନିର୍ଦେଶ କ୍ରମେ ଗତ ଗାନ୍ଧୀଜୟନ୍ତିରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ସବୁ ନିର୍ବାଚନ ମଣ୍ଡଳୀରେ ଚାଲିଥିବାବେଳେ ପୋଲସରାରେ ମଧ୍ୟ ବିଧାୟକ ଶ୍ରୀକାନ୍ତ ସାହୁ ଜନସମ୍ପର୍କ ପଦଯାତ୍ରା

ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ଫୁଲବାଣୀର ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ, ଜାମିନ ନାମଂଜୁର ହେବାରୁ ଜେଲ ଗଲେ ..

ଫୁଲବାଣୀ : ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଇଚ୍ଛାପୁରମରୁ

ଓଡ଼ିଶା ଜନମୋର୍ଚ୍ଚା, ବିଜେଡ଼ି ଓ ବିଜେପିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର   (ଆକାଶ ମିଶ୍ର) –  ଓଡ଼ିଶା ଜନମୋର୍ଚ୍ଚାର ପ୍ରାଦେଶିକ କମିଟି, ଜିଲ୍ଲା ସଭାପତି, ବରିଷ୍ଠ ସଂଗଠକ ଓ ଜନମୋର୍ଚ୍ଚା ଦଳ ସଭାପତି ଆଡଭୋକେଟ ଦିବ୍ୟସିଂହ ମିଶ୍ର ଓ ସାଧାରଣ ସଂପାଦକ

ରାଜଧାନୀବାସୀଙ୍କ ପାଇଁ ଓଡିଶୀ ସିଟିକାର୍ଡ

ଭୁବନେଶ୍ୱର (ଆକାଶ ମିଶ୍ର) – ପକେଟରେ ଓଡିଶୀ ସିଟି କାର୍ଡ ଥିଲେ ରାଜଧାନୀରେ ଆଉ ନଗଦ ଅର୍ଥର ଆବଶ୍ୟକ ପଡିବନାହିଁ । ଦୋକାନରେ ସାମଗ୍ରୀ କିଣା ଠାରୁ ଆରମ୍ଭକରି ଜମିଜମା ଟିକସ ବି

ଢେଙ୍କାନାଳ ବାହ୍ୟମଳ ମୁକ୍ତ ବ୍ଲକ ଘୋଷଣା ଉତ୍ସବରେ ମନ୍ତ୍ରୀ ପ୍ରଫୁଲ୍ଲ ମାଲିକ ଓ ବିଧାୟକ ସରୋଜ ସାମଲ

ଦେହଃଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ବ୍ଲକକୁ ବାହ୍ୟମଳ ମୁକ୍ତ ବ୍ଲକ ରୂପେ ଘୋଷଣା କରାଯାଇଛି । ସରକାରଙ୍କ ସ୍ଵଛ ଓଡିଶା ସୁସ୍ଥ ଓଡିଶା ଅଭିଯାନକୁ ଫଳବତୀ କରିବା ପାଇଁ ରାଜ୍ୟରେ ଢେଙ୍କାନାଳ

ବ୍ରହ୍ମପୁରରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲାସମ୍ମିଳନୀ ଅନୁଷ୍ଠିତ:ଜିଲ୍ଲା କର୍ମକର୍ତ୍ତା ନିର୍ବାଚିତ

ବ୍ରହ୍ମପୁର-ଅଖିଳଭାରତ ଟ୍ରେଡ଼ ୟୁନିଅନ କଂଗ୍ରେସର (ଏ.ଆଇ.ଟି.ୟୁ.ସି.) ଗଂଜାମ ଜିଲ୍ଲା ଶାଖା ଆସିକା ରୋଡ଼ ସ୍ଥିତ ଚତୁର୍ଭୁଜ ଧର୍ମ ଶାଳାରେ ନବମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସାଥୀ ପ୍ରଶାନ୍ତପାଟ

ଅଳ୍ପକେ ବର୍ତ୍ତିଲେ ରାହୁଲଗାନ୍ଧୀ ରୋଡ ସୋ’ ସମୟରେ ହେଲା ବିସ୍ଫୋରଣ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ୮ କିଲୋମିଟରର ରୋଡ ସୋ’ କରିଛନ୍ତି। ରାହୁଲ ଗାନ୍ଧି ଏକ ଖୋଲା ଛାତ ଥିବା କାର୍‌ରେ ଯାଉଥିବା ସମୟରେ

ଜ୍ୱର,ଥଣ୍ଡା,ମୁଣ୍ଡବିନ୍ଧା ଓ ଆଖିପୋଡ଼ାରୁ ରକ୍ଷା କରେ ତୁଳସୀ ପତ୍ର…

ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ। ଏହି ରୁଢ଼ିଟିରୁ ତୁଳସୀପତ୍ରର ମହାତ୍ମ୍ୟ ସମ୍ବନ୍ଧରେ ଜାଣି ହୋଇଥାଏ। ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ଭରି ହୋଇ

ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଜରୁରୀ

ଭୁବନେଶ୍ୱର (ଆକାଶ ମିଶ୍ର)-     ରେଡକ୍ରସ ଭବନ ଜନସ୍ୱାସ୍ଥ୍ୟ ଅଭିଯାନ, ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ୨୦୧୯ ନିର୍ବାଚନକୁ ଆଖି ଆଗରେ

ଚାଳିଶି ହଜାର ଟଙ୍କାର ଶାଳ କାଠ ଜବତକଲା ଉତ୍ତରାଞ୍ଚଳ ବନବିଭାଗ : ୨ଗିରଫ

ଭବାନୀପାଟଣା(ପ୍ରଫୁଲ୍ଲ କୁମାର ପଢି ) ଶନିବାର ସନ୍ଧ୍ୟାରେ ନର୍ଲା ରୋଡରେ ଏକ ପିକ ଅପ ଭ୍ୟାନରେ ଚାଲାଣ ହେଉଥିବ ଅତି ମୂଲ୍ୟବାନ ଶାଳ କାଠ ଜବତ ହୋଇଛି ।  60 ଖଣ୍ଡ ଶାଳ କାଠ

ହିଞ୍ଜିଳି ବ୍ଲକରେ ଓଡିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଂଟନ

ହିଞ୍ଜିଳିକାଟୁ ; ହିଞ୍ଜିଳିକାଟୁ  ବ୍ଲକରେ ୨୪୬୨ ଓ ପୌରାଂଚଳରେ ୩୩୧ ଜଣଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରିଙ୍କୁ କାର୍ଡ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ

ଅଖିଳ ଭାରତୀୟ ବ୍ରହ୍ମାକୁମାରୀ ପ୍ରଦର୍ଶନୀ ବସ ଅଭିଯାନ ଢେଙ୍କାନାଳର ବାଜିରାଉତ ଛକରେ ପହଞ୍ଚିଲା ..

ଢେଙ୍କାନାଳ(ଶୁଭମ ପାଣି)ଭାରତ ବର୍ଷରେ ଶାନ୍ତି ଓ ମୈତ୍ରୀ  ଭାବ ପ୍ରତିଷ୍ଠା କରିବା ପାଇଁ ଓଁ ଶାନ୍ତି ମାଧ୍ୟମରେ ବ୍ରହ୍ମ।କୁମାରୀ ସଂସ୍ଥା ଯୁବକ ଯୁବତୀମାନେ ଅବିବାହିତା ରହି ସାଧାରଣ ଜନତାଙ୍କୁ ମୋହିତ କରିବା

ଗୁଣିଗାରେଡି ସନ୍ଦେହରେ କରିଥିଲେ ହତ୍ୟା:ତିନି ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ରାୟଗଡା(ତୁଷାର ରଞ୍ଜନ ସାହୁ )ଗତ ୨୯ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ରାଇକୋଣା ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣ।।ଡୁମାପାଇ ଗ୍ରାମର ମୁକୁନା ମାଣ୍ଡାଙ୍ଗି(୪୫)କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା। ଯାହାର

ଆଜି ସକାଳେ ପହଞ୍ଚିଲା GITAM ବିଶ୍ୱବିଦ୍ୟାଳୟ ମାଲିକଙ୍କ ମରଶରୀର: ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁନେତାଙ୍କ ସମାଗମ

ଡ଼ଃ ଏମ ଭି ଭି ଏସ ମୂର୍ତ୍ତିଙ୍କ ମରଶରୀକୁ ଏୟାରପୋର୍ଟରୁ ଶୋଭାଯାତ୍ରାରେ ସହରକୁ ନିଆଯାଉଛି  ବିଶାଖାପାଟଣା(ଜି ଶ୍ରୀନିବାସ ):ତେଲୁଗୁ ଦେଶମ ପାର୍ଟିର founder ସଭ୍ୟ ତଥା ଦକ୍ଷିଣଭାରତର ପ୍ରମୁଖ ଶିକ୍ଷ୍ୟନୁଷ୍ଠାନ GITAM

ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନହେବ:ଡ଼ିସେମ୍ବର 11ରେ ଫଳାଫଳ ପ୍ରକାଶ ପାଇବ

ନୂଆଦିଲ୍ଲୀ(ସୁଧାଂଶୁ ଶେଖର ): ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ ଆଦି 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି।ଗତକାଲି ଅପରାହ୍ଣରେ ନିର୍ବାଚନ କମିସନ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ସାଇନ ଏ ଡାଏ ଘୋଷଣା କରିଛନ୍ତି। ଏହା ସହିତ ହଷ୍ଟେଲ୍‌ ଖାଲି

ପୁଣି ଛତିଶଗଡ଼ ବନ୍ଦକଲା ମହାନଦୀ ପାଣି…

ସମ୍ବଲପୁର: ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଦୁଇ ଦିନ ଯାଇନି ହୀରାକୁଦ ଜଳଭଣ୍ଡାରରେ ଜଳ ସଂକଟ ଦେଖାଦେଲାଣି । ଛତିଶଗଡ ସରକାର ପୁଣି ତାଙ୍କ ମନମାନି ଆରମ୍ଭ କରିଦେଇଛନ୍ତି । ବ୍ୟାରେଜ୍ର

ଓକିଲମାନଙ୍କ ଆନ୍ଦୋଳନ ଉପରୁ ପ୍ରତିବନ୍ଧକ ହଟାଇବାକୁ ଦାବି କଲା ବାର କାଉନ୍ସିଲ୍‌; ଅସମ୍ମତି ଜଣାଇଲେ ମୁଖ୍ୟବିଚାରପତି ଜଷ୍ଟିସ ଗୋଗୋଇ

ନୂଆଦିଲ୍ଲୀ: ଓକିଲମାନେ ଆନ୍ଦୋଳନ କରିପାରିବେ ନାହିଁ ବୋଲି ୧୬ ବର୍ଷ ତଳେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟ ମାଧ୍ୟମରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉ ବୋଲି ଶନିବାର ବାର କାଉନ୍ସିଲ୍‌ ଅଫ୍‌

ବାଲିଗୁଡ଼ା ଗାଡ଼ିମାସ୍କା ଜଙ୍ଗଲରେ ମାଓକ୍ୟାମ୍ପ ଠାବ କଲେ ଏସଓଜି ଓ ଡିଭିଏଫ୍ ଯବାନମାନେ

ଫୁଲବାଣୀ(ପ୍ରଭାତ ବେହେରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଗାଡ଼ିମାସ୍କା, ସିକିଲି ଓ ପୋଡ଼ାପଦର ଗ୍ରାମ ନିକଟସ୍ଥ ବାଗଲମୁଣ୍ଡା ଓ ସିଙ୍ଗାବାଲି ଜଙ୍ଗଲରେ ମାଓ କ୍ୟାମ୍ପ୍ ଠାବ କରିଛନ୍ତିି

ଢେଙ୍କାନାଳ ବିଜୁଯୁବବାହିନୀର ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ

ଢେଙ୍କାନାଳ (ଶୁଭମ ପାଣି) ଢେଙ୍କାନାଳ ବିଜୁଯୁବବାହିନୀ ପକ୍ଷରୁ ସାଧାରଣ ଯୁବ ଅସାଧାରଣ ଲକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ବିଧାୟକ ସରୋଜ କୁମାର ସମାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ

ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ରାୟଗଡା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦାବିପତ୍ର ପ୍ରଦାନ

ରାୟଗଡା (ତୁଷାର ରଞ୍ଜନ ସାହୁ) ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ କରି ବିଭିନ୍ନ ସ୍ଥାନରେ ସାମ୍ବାଦିକ ସଂଘ ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ କରାଯାଉଛି । ରାୟଗଡା

ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ରେ ଭାଗ ନେବେ ୬୦ ବିଦେଶୀ ପ୍ରତିନଧି

ଭୁବନେଶ୍ୱର (ଆକାଶ ମିଶ୍ର) – ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ଭୁବନେଶ୍ୱରଠାରେ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟ ଆୟୋଜନ ନିମନ୍ତେ ଆନୁଷଙ୍ଗିକ କାର୍ଯ୍ୟାନୁଷ୍ଠାନର

50 ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ରାୟଗଡା ପୌର ପରିଷଦର କନିଷ୍ଟ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା

ରାୟଗଡା(ତୁଷାର ରଞ୍ଜନ ସାହୁ): ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଟ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା । ରାୟଗଡା ମ୍ୟୁନିସିପାଲିଟିରେ କନିଷ୍ଠ ଯନ୍ତ୍ରୀ ଭାବେ ରଶ୍ମିରଞ୍ଜନ ବେହେରା

ଡଲାର ତୁଳନାରେ ଟଙ୍କା ୭୪ ଟପିଲା, ରେପୋହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ବଢିଚାଲିଥିବା ତେଲ ଦର ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଆଜି ରେପୋହାର ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ଏହା

ରାଶିଫଳ

ମେଷ: ମାଆଙ୍କ ସ୍ନେହ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ। ନିଜକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ଶୁଭରଙ୍ଗ: ଫିକା

ମନ ପ୍ରଫୁଲ୍ଲ ଓ ମୁହଁରେ ହସ ପାଇଁ ଏଇ ପାଞ୍ଚଟି ଜିନିଷ ଖାଆନ୍ତୁ

ବିଭିନ୍ନ କାରଣରୁ ମନ ଉଦାସ ରହିବା ସହ ମୁହଁରୁ ହସ ଲିଭିଯାଇ ଥାଏ। ମାନସିକ ଅବସାଦ, ଦ୍ରୌବଲ୍ୟ, ବ୍ୟାକୁଳତା ଆଦି ଆବେଗିକ କାରଣ ଯୋଗୁଁ ମାନସିକ ସ୍ଥିତି ଏ ଭଳି

ଆଜି ସନ୍ଧ୍ୟାରେ ପହଞ୍ଚିବ GITAM ବିଶ୍ୱବିଦ୍ୟାଳୟ ମାଲିକଙ୍କ ମରଶରୀର ..

ବିଶାଖାପାଟଣା:ତେଲୁଗୁ ଦେଶମ ପାର୍ଟିର founder ସଭ୍ୟ ତଥା ଦକ୍ଷିଣଭାରତର ପ୍ରମୁଖ ଶିକ୍ଷ୍ୟନୁଷ୍ଠାନ GITAM ବିଶ୍ୱବିଦ୍ୟାଳୟର ନିର୍ମାତା ଦୁଇ ଦୁଇ ଥର ବିଶାଖାପାଟଣାରୁ ବିଜୟୀ ହୋଇଥିବା ପୂର୍ବତନ ସାଂସଦ ଡ଼ଃ ଏମ

ଆନ୍ଧ୍ରର ଅନ୍ୟତମ ଶିକ୍ଷାନୁଷ୍ଠାନ ନାରାୟଣା କଲେଜର ନିର୍ମାତା ଆନ୍ଧ୍ରମନ୍ତ୍ରୀ ନାରାୟଣଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ

ବିଜାୱାଡା : ଆନ୍ଧ୍ରର ଅନ୍ୟତମ ଶିକ୍ଷାନୁଷ୍ଠାନ ନାରାୟଣା କଲେଜର ନିର୍ମାତା ଆନ୍ଧ୍ରମନ୍ତ୍ରୀ ନାରାୟଣଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଥିବା

ନିୟମ ଭାଙ୍ଗିଲେ ବି ରାତିରେ ଅଟକାଇ ପାରିବେନି କୌଣସି ବି ପୁଲିସ୍‌ ! ଜାଣନ୍ତୁ କଣ ରହିଛି ଚାଳକଙ୍କ ଅଧିକାର..

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅନେକ ସମୟରେ ଗାଡି ଚେକିଂ ଆଳରେ ପୁଲିସକର୍ମୀମାନେ ଗାଡି ରୋକିବାକୁ ବହୁ ପ୍ରକାରର ଚେଷ୍ଟା କରୁଛନ୍ତି । ଏପରିକି ଦେଖିବାକୁ ମିଳୁଛି ଯେ, ଗାଡି ଚେକିଂ