Author: ସମୃଦ୍ଧ ଓଡିଶା

ସାମ୍ବାଦିକଙ୍କୁ ଆକ୍ରମଣର ପିସିସି ସଭାପତିଙ୍କ ନିନ୍ଦା

ଭୁବନେଶ୍ୱର  ( ଆକାଶ ମିଶ୍ର) –ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ନିନ୍ଦା

ଆଇନର ଆଶ୍ରୟ ନେବାକୁ ବି.ଏଡ୍ ଶିକ୍ଷକ ମହାସଂଘର ଧମକ

ଭୁବନେଶ୍ୱର ( ଆକାଶ ମିଶ୍ର ) –ରାଜ୍ୟ ବି.ଏଡ୍. ଶିକ୍ଷା ସହାୟକ (କନିଷ୍ଠ ଶିକ୍ଷକ / ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ) ସଂଘ ଓଡ଼ିଶାର ଏକ ଜରୁରୀ ବୈଠକ ସ୍ଥାନୀୟ ଇନ୍ଦିରାଗାନ୍ଧୀ

ତୈଳ ଦର ବୃଦ୍ଧି କାରଣ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ତର୍ଜମା, ଲୋକଙ୍କ କଟା ଘା’ରେ ଚୂନ ଦେଲାଭଳି: ବିଜୟ ନାୟକ

ଭୁବନେଶ୍ୱର ( ଆକାଶ ମିଶ୍ର ) : ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଏହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି ।

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ଏକାଠି ହୋଇ ମନ୍ଥନ କରୁଥିବା ବେଳେ ଦଳକୁ ଆଜି ଝଟ୍‌କା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ। ପିସିସି ସାଧାରଣ ସମ୍ପାଦକ ପଦରୁ ସଗରିଆ

ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କଲା ପିସିସି, ୪୪ରୁ ୯ ନୂଆ ମୁହଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ପ୍ରଦେଶ କଂଗ୍ରେସ ୪୪ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି । ମାତ୍ର ପ୍ରାର୍ଥୀଙ୍କ ଚୟନକୁ ନେଇ ପ୍ରଦେଶ ନିର୍ବାଚନ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ନିନ୍ଦା, ଜିଲ୍ଲା ଜଜଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବି : ସମାଜବାଦୀ ପାର୍ଟି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୁରୀର ଖୁଣ୍ଟିଆ ପେଟ୍ରୋଲ୍ ପମ୍ପରେ ଅପମିଶି୍ରତ ତେଲ ଓ କମ୍ ତେଲ ଦେଉଥିବା ଅଭିଯୋଗରେ ସାଧାରଣ ଜନତା ପ୍ରତିବାଦ କରିବା ବେଳେ ପେଟ୍ରୋଲ ଟାଙ୍କିର ଭଡ଼ାଟିଆ

ପ୍ରାୟ ଦେଢ଼ ମାସ ପରେ ଉଠିଲା ରହସ୍ୟ ପୂର୍ଣ୍ଣ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ

ଭୁବନେଶ୍ୱର (ଆକାଶ ମିଶ୍ର) : ନୟାପଲ୍ଲୀ ପୁର୍ଣ୍ଣ ନାୟକ ହତ୍ୟାକାଣ୍ଡର ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ୱାଡ଼ । ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା

ଦୁର୍ଘଟଣା ନୁହେଁ ପ୍ରାୟୋଜିତ ହତ୍ୟାକାଣ୍ଡ : ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସମ୍ପର୍କୀୟ

ଭୁବନେଶ୍ୱର ( ଆକାଶ ମିଶ୍ର ) : ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ହନୁମାନ ମନ୍ଦିର ନିକଟରୁ ଟାଟା ସଫାରି ଗାଡି ଭିତରୁ ମିଳିଥିବା ମହିଳାଙ୍କ ମୃତଦେହ ଘଟଣା ରେ

ପଲିଥିନ୍ ବର୍ଜନ ଲାଗି ମୁକାବିଲା, ଅଦରକାରୀ କପଡାରୁ ପ୍ରସ୍ତୁତ ହେଉଛି ଆକର୍ଷଣୀୟ ବ୍ୟାଗ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଭୁବନେଶ୍ୱର ସମେତ କେତେକ ସହରରେ ପଲିଥିନ୍ ନିଷିଦ୍ଧ ହୋଇଯିବ । ପ୍ରତ୍ୟେକ କିଣାକିଣି ଓ ଅନ୍ୟାନ୍ୟ ଆବଶ୍ୟକତା

ଢେଙ୍କାନାଳରେ ମହିଳାମାନଙ୍କର ମଦମୁକ୍ତ କରିବାପାଇଁ ଶୋଭାଯାତ୍ରା

ଢେଙ୍କାନାଳ(ଶୁଭମ ପାଣି)- ମହାତ୍ମାଗାନ୍ଧୀଙ୍କର 150ତମ ଗାନ୍ଧୀଜୟନ୍ତୀ ପାଳନ ପୂର୍ବଦିନ ଭାପୁର, କାକୁଡ଼ିଭାଗ, ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତର ମହିଳା ମାନେ ଭାପୁର ଗ୍ରାମ ପଦଯାତ୍ରା କରି ନୂଆସାହିଠାରୁ ବାହାରି ରାସ୍ତା କଡରେଥିବା

ରାଶିଫଳ

ମେଷ-ଦୃଢ଼ ସଂକଳ୍ପ ଓ ସ୍ଥିରଚିତ୍ତ ଆପଣଙ୍କୁ ଧୀରେ ଧୀରେ ସଫଳତା ଆଡ଼କୁ ଆଗେଇ ନେଇଯିବ। ଅପ୍ରେଲରୁ ଜୁଲାଇ ଓ ନଭେମ୍ବର ମାସରେ ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ

ପ୍ରକାଶ ପାଇଲା ବିଜ୍ଞପ୍ତି : କଲେଜ କ୍ୟାମ୍ପସ ଚଳଚଞ୍ଚଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଥିବା ସମସ୍ତ ଯୁକ୍ତ ୩ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଲିଙ୍ଗଡୋ କମିଶନଙ୍କ ନିୟମ ମଧ୍ୟ

ପ୍ଲାଷ୍ଟିକ କଟକଣା ପାଇଁ ପ୍ରସ୍ତୁତି ନାହିଁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଉ ଦିନକ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ସମେତ ରାଜ୍ୟର ୫ଟି ମହାନଗର ନିଗମରେ ପ୍ଲାଷ୍ଟିକ କଟକଣା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏଥିପାଇଁ ପୂର୍ବ

ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷାପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍‍ ଲାଗୁ ହେଉ:ପ୍ରଦେଶ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ

୬ଷ୍ଠ କିଟ ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତା,ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଚାମ୍ପିଅନ

ଭୁବନେଶ୍ୱର (ଆକାଶ ମିଶ୍ର) – ସେପ୍ଟେମ୍ବର ୨୮ତାରିଖରୁ ଆରମ୍ଭ ହୋଇଥିବା ୬ଷ୍ଠ କିଟ ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତା ରବିବାର ଶେଷ ହୋଇଛି । ଏଥିରେ ଚେନ୍ନାଇର ଶାସ୍ତ୍ରା ବିଶ୍ୱବିଦ୍ୟାଳୟ

୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି !

ଭୁବନେଶ୍ୱର : ଇଣ୍ଡିଆ ଟୁଡେ ଦେଇଥିବା ସର୍ଭେ ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, “୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି।”ଦି ନ୍ୟୁ ଇଣ୍ଡିଆନ

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ନାବାଳିକା ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ।ସେ ଆଜି ସକାଳେ ଶୌଚ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ। ସେ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।ସେ

ମହାରଥୀ ଓ ବଦ୍ରିଙ୍କୁ ନେଇ ଅଡୁଆରେ ନବୀନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦୁଇ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ବଦ୍ରି ନାରାୟଣ ପାତ୍ରଙ୍କୁ ନେଇ ଦିନକୁ ଦିନ ନବୀନଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଉଭୟଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର

ଢେଙ୍କାନାଳରେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟକ୍ରମ ‘ହେଇଯାଉ’ ମାଧ୍ୟମରେ ଲୋକପ୍ରିୟତା ଅର୍ଜନ

ସାତଶହରୁ ଉର୍ଦ୍ଧ  ମୋଟରସାଇକେଲ ରାଲି ସହ ଜନସାଧାରଣଙ୍କ ଭବ୍ୟ ସମ୍ଭାର୍ଧନା ଢେଙ୍କାନାଳ (ଶୁଭମ ପାଣି): ଢେଙ୍କାନାଳ ସହରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ତାଙ୍କର ଲୋକାର୍ଷଣ କାର୍ଯ୍ୟକ୍ରମ ‘ହେଇଯାଉ’ ମାଧ୍ୟମରେ ଲୋକଙ୍କ ସହିତ ମିଶି

ମୋଦି ଓ ନବୀନ ସରକାର ତୈଳ ଟିକସ ହ୍ରାସ କରନ୍ତୁ : ପ୍ରଦେଶ କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟରେ ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଢେର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ କାହା ଆଖିରେ ଲୁହ ନାହିଁ ।

ଅକ୍ଟୋବର ୨ରୁ ନଭେମ୍ବର ୨ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜନସଂପର୍କ  ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ

ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହିଳାଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇଛି । ମହାରଥୀଙ୍କ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସଚେତନତା ରଥ ତିନି ମାସ ଧରି ସଚେତନତା କରିବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବାହାରିଥିବା ରଥ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳ

ସାମ୍ବାଦିକଙ୍କୁ ପୁଲିସ ମାଡ଼ର ଜୋରଦାର ପ୍ରତିବାଦ କଲା ଭୁବନେଶ୍ୱର ସାମ୍ବାଦିକ ସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ପୁରୀରେ ସାମ୍ବାଦିକମାନଙ୍କୁ ପୁଲିସର ବର୍ବର ଆକ୍ରମଣ ଘଟଣା ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରୁ ଏହା ବିରୋଧରେ

କଟକ ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ଆକ୍ରମଣ ଘଟଣାର ପ୍ରତିବାଦରେ ପ୍ରଶାସନିକ ନିଷ୍କ୍ରିୟତାକୁ ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବାବେଳେ ଜୁଡ଼ିସିଆଲ ଏକାଡେମୀରେ ଆଜି ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ଏକ ୬ଜଣିଆ କମିଟି ସାକ୍ଷାତ କରିଛନ୍ତି କିନ୍ତୁ ଅଭିଯୁକ୍ତ ପୋଲିସ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଦେଖାଯାଉନଥିବାରୁ ଉଦବେଗ ପ୍ରକାଶ ପାଇଛି, ଆସନ୍ତୁ ଦେଖିବା ସମ୍ପୂର୍ଣ ଘଟଣା…

କଟକ (ସମୃଦ୍ଧ ଓଡିଶା) ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଜୁଡ଼ିସିଆଲ ଏକାଡେମୀରେ ଏକ ସଭାରେ ଯୋଗ ଦେଉଥିବା ଖବର ପାଇ ଆନ୍ଦୋଳନରତ ଓକିଲମାନେ ଜୁଡ଼ିସିଆଲ ଏକାଡେମୀ

ଚଳିତ ବର୍ଷ ବାଣୀବିହାରରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବାଣୀବିହାରରେ ଏଥର ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ର ସଂସଦ ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ ଏ ସଂର୍ପକରେ ସୂଚନା ଦେଇଛନ୍ତି ।

ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ବିଭୁ ତରାଇଙ୍କୁ ଏସ.ସି ସେଲର ଅଧ୍ୟକ୍ଷ ନିଯୁକ୍ତ କଲେ ରାହୁଲ ଗାନ୍ଧୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମହିଳା କଂଗ୍ରେସର ସଭାପତିଙ୍କୁ ଆଜି ପରିବର୍ତ୍ତନ କରାଯାଇଛି । ସୁମିତ୍ରା ଜେନାଙ୍କୁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଯୁବ ଓ ବିଦ୍ୟାର୍ଥୀ ଉତ୍କଳ ଭାରତର ରାଜ୍ୟ ସମ୍ମିଳନୀ ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଆ ଯୁବକ ଦାଦନ ଖଟୁଛି:ଉତ୍କଳ ଭାରତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟସରକାରଙ୍କ ଅପାରଗତା ଓ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଅପରିମାଣଦର୍ଶିତା ଯୋଗୁଁ  ଓଡ଼ିଆ ଯୁବକ ଦାଦନ ଖଟୁଛି ବୋଲି ଯୁବ ଓ ବିଦ୍ୟାର୍ଥୀ ଉତ୍କଳ ଭାରତ କାର୍ଯ୍ୟକର୍ତ୍ତାରାଜ୍ୟ